ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ରାଜଧାନୀରେ କୋହଳ ହେଲା କଟକଣା

କମୁଛି ସଂକ୍ରମଣ,କୋହଳ ହେଉଛି କଟକଣା । ରାଜଧାନୀ ଦିଲ୍ଲୀରେ କୋହଳ ହେଲା କଟକଣା । ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ଅଧିକାରୀ ମାନେ କହିଥିଲେ ଯେ, ଦିଲ୍ଲୀରେ ସଂକ୍ରମଣ ହାର ଏବେ କମୁଛି । ଏବଂ ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଏହାକୁ
Read More...

କାନ୍ଦି ପକାଇଲେ ପ୍ରସାଦ…କହିଲେ, ୨୦୨୪ ନିର୍ବାଚନ ଲଢିବିନି

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସତ୍ୟବାଦୀ କଂଗ୍ରେସ ଶୂନ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ନେଇ ମୁହଁ
Read More...

ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରିଛି ବିଜେପି । ବିଜେପି ସଭାପତି ସମୀର ମହାନ୍ତି ଇସ୍ତାହାର ପତ୍ର ଜାରି କରିଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ବିକାଶ ନାଁରେ ଠିକାଦାର ସାଜି ବିଜେଡି ଦ୍ୱାରା
Read More...

ଏଥର ଲଢେଇ ମୈଦାନରେ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏଥର ଅସଲ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣା ମାନି କିଭଳି ପ୍ରଚାର କରିହେବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ତୁଙ୍ଗ
Read More...

କରୋନା: ରାଜ୍ୟରେ କମିଲା, ଦେଶରେ ବଢିଲା

ରାଜ୍ୟରେ ଆଜି କମିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କରୋନା ମିଟର ତଳକୁ ଖସିଛି । ଆଜି ପୁଣି ଥରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୫ ହଜାରକୁ ଖସିଛି । ସେପଟେ ଦେଶରେ ସାମାନ୍ୟ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ୯୦୧ କରୋନା ସଂକ୍ରମିତ
Read More...

ସେୟାର ବଜାରରେ ବଡ଼ ହ୍ରାସ

ସେୟାର ବଜାରରେ ବଡ଼ ହ୍ରାସ । ଗତକାଲିର ଛୁଟି ପରେ ଆଜି ସେନସେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଆଜି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ହୋଇଛି । ଆଜି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରେ ସେନସେକ୍ସ ୯୯୪.୦୭ ପଏଣ୍ଟ କୁ ଖସିଛି । ୧.୭୨ ପ୍ରତିଶତ ହ୍ରାସ ସହିତ ୫୬,୮୬୪ ସ୍ତରରେ କାରବାର
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ। କୋଭିଡ କଟକଣା ଭିତରେ ରାଜଧାନୀ ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ
Read More...

ଦେଶ ଓ ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଆଜି ଦେଶ ଓ ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ୫ ହଜାରକୁ ସଂକ୍ରମଣ ଖସିଯାଇଥିବା ବେଳେ ଆଜି ପୁଣି ୭ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିଛି ରାଜ୍ୟରେ । ଦେଶରେ ବି ମଙ୍ଗଳବାର ଅପେକ୍ଷା ବୁଧବାର
Read More...

ବାପା ହେଲେ ଯୁବରାଜ

ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବାପା ହୋଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମଙ୍ଗଳବାର ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି ଯୁବରାଜ। ଯୁବରାଜ ଲେଖିଛନ୍ତି ଯେ, ମୋର
Read More...

କନିକା ରାଜପରିବାରରେ ହତ୍ୟାକାଣ୍ଡ..ମା’କୁ ମାରିଲା ପୁଅ..

ମାଆକୁ ମାରିଲା ପୁଅ । କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ୭୫ ବର୍ଷୀୟା ମାଆଙ୍କୁ ହତ୍ୟା କରିଛି ପୁଅ ଗୋପାଳ ଭଞ୍ଜଦେଓ । ପରିବାର ଲୋକଙ୍କ
Read More...