ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ୟୁକ୍ରେନରୁ ଫେରିଲେ ୨୪୨ ଭାରତୀୟ ଛାତ୍ରଛାତ୍ରୀ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବା ବେଳେ ୟୁକ୍ରେନରୁ ଭାରତ ଫେରିଛନ୍ତି ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ୨୪୨ ଛାତ୍ରୀଛାତ୍ରୀ ଭାରତ ଫେରିଛନ୍ତି । ରାଜଧାନୀ କ୍ୱିବ୍‌ରୁ ମଙ୍ଗଳବାର ବାହାରିଥିବା ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନ ଗତକାଲି…
Read More...

ଆଜି ରାଜ୍ୟର ୪୫ ବୁଥରେ ସାନି ମତଦାନ

ଆଜି ରାଜ୍ୟର ୪୫ ବୁଥରେ ଆରମ୍ଭ ହୋଇଛି ସାନି ମତଦାନ ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ବେଳେ ହିଂସା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଭୋଟ ଗ୍ରହଣ ଆଉ ଥରେ କରାଯାଉଛି । ଗଣ୍ଡଗୋଳ ଓ ବାଲାଟ ବକ୍ସ ଲୁଟ ପାଇ ବନ୍ଦ…
Read More...

ଋଷ ଉପରେ କଟକଣା ଲଗାଇଲା ଆମେରିକା

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଓ ୟୁକ୍ରେନର ଦୁଇ ଅଞ୍ଚଳକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାର ଘୋଷଣା ପରେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନରେ କହିଛନ୍ତି, ନୂଆ ତଥାକଥିତ ଦେଶ ଘୋଷଣା କରିବାର ଅଧିକାର କିଏ…
Read More...

ଚତୃର୍ଥ ପର୍ଯ୍ୟାୟରେ ୭୩% ମତଦାନ, ନଗଡାରେ ରେକର୍ଡ

ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ସରିଛି ଚତୃର୍ଥ ପର୍ଯ୍ୟାୟ ମତଦାନ । ଚତୃର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡାନ୍ତ ସଂଖ୍ୟା ଆସିଲେ ଏହା ବଢିପାରେ । ତେବେ…
Read More...

‘ତପସ୍ୱିନୀକୁ ୧୭ ହଜାର ନୁହେଁ ମାସକୁ ମିଳିବ ୧୦ ହଜାର’

ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ ମାମଲା । ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ୧୭ ହଜାର ବଦଳରେ ୧୦ ହଜାର ମିଳିବ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ପୂର୍ବରୁ ସୁମିତଙ୍କୁ , ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସକୁ ୧୭ ହଜାର ଟଙ୍କା ଦେବାକୁ ତଳକୋର୍ଟଙ୍କ…
Read More...

ୟୁକ୍ରେନକୁ ସେନା ପଠାଇଲା ଋଷ, ବଢିଲା ଯୁଦ୍ଧର ଭୟ

ମାଡି ଆସିବାରେ ଲାଗିଛି ଯୁଦ୍ଧର ଭୟ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନରୁ ଦୁଇଟି କ୍ଷେତ୍ରରୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ନେଇ ଘୋଷଣା ପରେ ୟୁକ୍ରେନକୁ ସେନା ପଠାଇଲା ଋଷ । ଦୁଇଟି ଅଞ୍ଚଳ ଡୋନେକ୍ସ ଓ ଲୁହାନ୍ସକୁ ଦେଶର ମାନ୍ୟତା ମିଳିଛି । ଏହି…
Read More...

ୟୁକ୍ରେନକୁ ବିମାନ ପଠାଇଲା ଭାରତ, ଶାନ୍ତି ବଜାୟ ରଖିବାକୁ ଭାରତର ଆହ୍ୱାନ

ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧ ଆଡକୁ ବଢୁଛି । ଏହାକୁ ନେଇ ଭାରତ ,ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସକାଳୁ ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସପ୍ତାହକ ମଧ୍ୟରେ ୩ଟି ବିମାନରେ ୟୁକ୍ରେନରୁ ଭାରତୀୟ…
Read More...