ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜିଠୁ ରିମାଣ୍ଡରେ ନକଲି ଡାକ୍ତର

ଖୋଲିବ ନକଲି ଡାକ୍ତରଙ୍କ ଅସଲ ଗୁମର । ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର । ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ଅଧିକ ଖୋଳତାଡ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ମଧ୍ୟ ରାଜ୍ୟ ବାହାରକୁ ଯାଇ ଖୁବଶୀଘ୍ର ଛାନଭିନ କରିଛି । ନକଲି…
Read More...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜାଗାରେ ରାଜନୀତି ହିଂସା ଦେଖିବାକୁ ମିଳିଛି ।କେଉଁଠି ବୋମାମାଡ଼ ତ କେଉଁଠି ଗୁଳିମାଡ଼ । କେଉଁଠି ବୁଥ ରିଗିଂ ତ ଆଉ କେଉଁଠି କିଏ କାହାକୁ ଆକ୍ରମଣ କଲାଣି । ନୂଆପଡ଼ା ଖଡିଆଳରେ ଗତକାଲିଠୁ ନିଖୋଜ ଥିବା ଜଣେ ସରପ ପ୍ରାର୍ଥୀଙ୍କ…
Read More...

ବଢିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନରେ କାରରେ ଭୟଙ୍କର ବିସ୍ଫୋରଣ

ୠଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗୋଟେ ପଟେ କୌଣସି ଆକ୍ରମଣ ହେବ ନାହିଁ ବୋଲି ଦାବି କରାଯାଉଛି, କିନ୍ତୁ ସ୍ଥିତି ଏହାର ଓଲଟା ଦେଖିବାକୁ ମିଳିଛି । ।ଶୁକ୍ରବାର ପୂର୍ବ ୟୁକ୍ରେନରେ ଏକ ଗାଡିରେ ଜୋରଦାର ବିସ୍ପୋରଣ ହୋଇଛି । ଏହି ଘଟଣା ପୂର୍ବ ୟୁକ୍ରେନର ଡୋନେଷ୍ଟକ ସହରରେ…
Read More...

ମୁଁ ସୁସ୍ଥ ଅଛି

ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ…
Read More...

‘ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ’

ପୂର୍ବତନ ଆପ ନେତା କୁମାର ବିଶ୍ୱାସ ଖିଲିସ୍ତାନ ଆତଙ୍କବାଦୀ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯୋଡିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କୁମାର ବିଶ୍ୱାସଙ୍କୁ କଟାକ୍ଷ କରି କହିଛନ୍ତି, ମୁ ସମ୍ଭବତଃ ଗୋଟିଏ ଭଲ ଆତଙ୍କବାଦୀ । ଯିଏ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ…
Read More...

କାଲି ପୁରୀ ଆସିବେ ରାଷ୍ଟ୍ରପତି, ମହାପ୍ରଭୁଙ୍କୁ କରିବେ ଦର୍ଶନ

ଆସନ୍ତାକାଲି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ…
Read More...

ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍‌ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ…
Read More...

ଭାରତର ନିଷ୍ପତ୍ତିରେ ଚିହିଁକି ଉଠିଲା ଚୀନ

ଭାରତ ସୋମବାର ଚୀନର ୫୪ ଆପକୁ ବ୍ୟାନ କରିଦେଇଛି । କୁହାଯାଉଛି ଏଥିରେ ପୂର୍ବରୁ ବ୍ୟାନ କରାଯାଇଥିବା କିଛି ପୁରୁଣା ଚୀନ ଆପ ଥିଲା ଯାହାକୁ ଭାରତରେ ରିଲଜ କରାଯାଇଥିଲା । ଏବଂ ଯୁଜର୍ସଙ୍କ ଅଜାଣତରେ ଡାଟା ଚୀନକୁ ପଠାଯାଉଥିଲା ।ତେବେ ଭାରତ ସରକାର ଏହି ଆପ ବ୍ୟାନ ପରେ ଚୀନର ପ୍ରମୁଖ ସମ୍ବାଦପତ୍ର…
Read More...