ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୃଷି ଆଇନ ପ୍ରତ୍ୟାହାର ନେଇ କଣ କହିଲେ ବିରୋଧୀ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ନାନକ ଜୟନ୍ତୀ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ମୋଦୀ । କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ପରେ ରାଜନୀତି ଜୋରଦାର । ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
Read More...

କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ବଡ଼ ଘୋଷଣା

ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ଦାବି ମାନିନେଇଛନ୍ତି । ଗତ ବର୍ଷେ ଧରି ନୂଆ କୃଷି ଆଇନ ବିରୋଧରେ ଚାଷୀ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ମୋଦୀ ବଡ଼ ଘୋଷଣା କରିଛନ୍ତି । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର
Read More...

ଆକାଶଠୁ ସ୍ଥଳ..ସବୁଠି ଶତ୍ରୁଙ୍କୁ ଦେବ ମାତ୍‌

ଆଜି ଭାରତ ଓ ସେନା ପାଇଁ ଏକ ବିଶେଷ ଦିନ । କାରଣ ଆଜି ଭାରତୀୟ ବାୟୁସେନାକୁ ସବୁଠୁ ହାଲୁକା ସ୍ୱଦେଶୀ ହେଲିକପ୍ଟର ମିଳିବାକୁ ଯାଉଛି । ଏବଂ ଗର୍ବର କଥା ହେଲେ, ଏହି ହେଲିକପ୍ଟର କୌଣସି ସ୍ଥାନରୁ କିଣାଯାଉନାହିଁ । ଏହାକୁ ଭାରତରେ ପ୍ରସ୍ତୁତ କରାଯାଇଛି । ଏବଂ ହେଲିକପ୍ଟରଟିର ଆକାଶଠୁ ନେଇକି
Read More...

୫୮୦ ବର୍ଷ ପରେ ସବୁଠୁ ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ହଜାର ବର୍ଷ ମଧ୍ୟରେ ଦୀର୍ଘତମ ଆଶିଂକ ଚନ୍ଦ୍ରଗ୍ରହଣ ବୋଲି କହୁଛନ୍ତି । ଏହି ଆଶିଂକ ଚନ୍ଦ୍ରଗ୍ରହଣର ଅବଧି
Read More...

କଟକଣା ଲାଗିଲା, ସଙ୍କଟ ଟଳିଲାନି

ଦିଲ୍ଲୀରେ ପ୍ରଦୂଷଣ କମିବାର ନାଁ ନେଉନି । ଆଜି ବି ବାୟୁ ପ୍ରଦୂଷଣର ସ୍ତର ଅତି ଖରାପ ରହିଛି। ଆଜି ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସ୍ତର (ଏକ୍ୟୁଆଇ) ୩୬୨ ଥିଲା ।ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ବୁଧବାର
Read More...

ଆଜି ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗୁଲ ଭାରତରେ ଗୁଗୁଲ ଫର ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ କରିଥାଏ। ଏହା ମାଧ୍ୟମରେ କମ୍ପାନି ଭାରତକୁ ନେଇ ବିଭିନ୍ନ ଯୋଜନା ବିଷୟରେ କହିଥାଏ। ଭାରତୀୟ ୟୁଜର୍ସଙ୍କ ପାଇଁ କିଛି ନୂଆ ଫିଚର୍ସ ମଧ୍ୟ ଉପସ୍ଥାପିତ କରାଯାଇଥାଏ। ଏଥର ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟ ଆଜିଠୁ
Read More...

ପ୍ରଫେସର ବି ସି ରାଉତ ଆଉ ନାହାନ୍ତି

ଭୁବନେଶ୍ବର: ରାଜନୀତି ବିଜ୍ଞାନ ପାଠ ପଢିଥିବେ, ଆଉ ପ୍ରଫେସର ବି ସି ରାଉତ ବା ବିଷ୍ଣୁ ଚରଣ ରାଉତଙ୍କୁ ଜାଣିନଥିବେ, ଓଡ଼ିଶାରେ ସମ୍ଭବତଃ ଏମିତି ଜଣେ କେହି ଛାତ୍ର ନଥିବେ। ପ୍ରଫେସର ରାଉତଙ୍କ ବହି ଯୁକ୍ତ ଦୁଇରୁ ଆରମ୍ଭ କରି ଗବେଷଣାଲବ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଉପାଦାନ ଥିଲା। ଏହି
Read More...

ଗିରଫ ହେବେ କି ଏହି ଡ୍ୟାନ୍ସର ?

ମୁମ୍ବାଇ: ହରିୟାଣା ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ଅଡ଼ୁଆ ବଢିଲା। ସପନାଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରିଛନ୍ତି ଲକ୍ଷ୍ନୌ କୋର୍ଟ। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ କିଣିଥିବା ଲୋକଙ୍କ ଟଙ୍କା ଫେରସ୍ତ ନକରିବା ନେଇ ସପନାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଏହି ମାମଲାର ପରବର୍ତ୍ତୀ
Read More...

ଆଜି ଭାରତ-ଚୀନ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲୁଥିବା ବିବାଦକୁ ନେଇ ଆଜି ୱାର୍କିଂ ମେକାନିଜିମ ଫର କନ୍ସଲଟେସନ ଆଣ୍ଡ କୋଡିନେସନ(ଡ଼ବ୍ଲୁଏମସିସି) ବୈଠକ ବସିବ। ଦିନ ୧୧ଟାରେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ଏଲଏସିକୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ହେବ।ଏହା ପୂର୍ବରୁ ଅକ୍ଟୋବର ୧୦ରେ ସୈନ୍ୟ
Read More...

୪ଜି ମୋବାଇଲ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ୪ଜି ମୋବାଇଲ ସେବାଯୋଗାଣଓଡିଶାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦପ୍ରାୟ ୬,୪୬୬ କୋଟି ବ୍ୟୟରେ ୫ଟି ରାଜ୍ୟର ୪୪ ଆକାଂକ୍ଷୀ ଜିଲ୍ଲାର ୭,୨୮୭ ଗ୍ରାମରେ୪ଜି ମୋବାଇଲ ସେବା ଉପଲବ୍ଧ
Read More...