ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

କିଏ ନେବେ ସିଡ଼ିଏସ୍ ରାଓ୍ବତଙ୍କ ସ୍ଥାନ

ନୂଆଦିଲ୍ଲୀ : ବିପିନ ରାଵତଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯିବ। ଏଥିସହିତ ପରବର୍ତ୍ତୀ ସିଡିଏସ୍ କିଏ ହେବେ, ତାକୁ ନେଇ ସବୁ ମହଲରେ ଉତ୍କଣ୍ଠ ବୃଦ୍ଧି ପାଇଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏନେଇ ଆଲୋଚନା…
Read More...

ସଂପର୍କ ସଜାଡ଼ିଦେଲା ସାତଦିନ!

ଏବେ ଭଡାଘରେ ରହିବେ ତପସ୍ବିନୀ-ସୁମିତଆସ୍କା ହେବ ଠିକଣା, ଉଭୟ ପରିବାରକୁ ବି ମିଳାମିଶା ପାଇଁ ଅନୁମତି ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀକୁ ସାତ ଦିନ ସମୟ ଦେଇଥିଲେ କୋର୍ଟ। ବ୍ରହ୍ମପୁର ଏସଡିଜେଏମଙ୍କ ଏଭଳି ନିର୍ଦେଶ ଦୁଇଟି ମନକୁ ପୁଣି ଥରେ ଯୋଡି ଦେବା ପାଇଁ ସୁଯୋଗ…
Read More...

ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା

ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ…
Read More...

ନକଲି ସାମଗ୍ରୀକୁ ନେଇ ଖାଉଟି ଚିନ୍ତାରେ

ରୋଷେଇ ଘରେ ପଶିବା ମାତ୍ରେ ଯେଉଁ କେତୋଟି ସାମଗ୍ରୀ ଖୋଜା ପଡିଥାଏ ତାହା ଭିତରେ ରହିଥାଏ ଲୁଣ ,ହଳଦୀ, ମସଲା ,ଡାଲି ବା ଅନ୍ୟାନ୍ୟ କେତୋଟି ଜିନିଷ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସବୁ ସାମଗ୍ରୀ ବି ନକଲି । ବଜାରରେ ଅସଲି ଭିଡ ଭିତରୁ କେଉଁଟା ଅସଲି କେଉଁଟା ନକଲି ଜାଣିବା ମୁସକିଲ୍…
Read More...

ଜର୍ମାନୀରେ ସରିଲା ଆଞ୍ଜେଲା ମାର୍କେଲଙ୍କ ଯୁଗ

ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଯୁଗ। ଦୀର୍ଘ ୧୬ ବର୍ଷ ପରେ ଦେଶ ପାଇଲା ନୂଆ ଶାସକ। ଜର୍ମାନୀର ଚାନସଲେର ଆଞ୍ଜେଲ ମର୍କେଲଙ୍କ ୧୬ ବର୍ଷର ଶାସନ ପରେ ଓଲାଫ ସୋଲଜ ଯୁଗ ଆରମ୍ଭ ହୋଇଛି। ଜର୍ମାନୀ ସଂସଦରେ ନୂଆ ଚାନ୍ସଲେର ନେଇ ମତଦାନ ହୋଇଥିଲା। ଓଲାଫ ସୋଲଜ ନୂଆ ଚାନସେଲର ଭାବେ…
Read More...

ଅଧୁରା ରହିଗଲା ଅନେକ ଇଛା…

ନୂଆଦିଲ୍ଲୀ: ବୀର ସନ୍ତାନ ବିପିନ ରାୱତଙ୍କୁ ହରାଇବା ପରେ ଉ ରାଖଣ୍ଡର ପୌଢି ଜିଲ୍ଲାର ସୈଣା ଗାଁ ସ୍ତବ୍ଧ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ।କାଣ୍ଡାଖାଲ ସହରଠୁ କିଛି ଦୂରରେ ସିଡିଏସ ବିପିନ ରାୱତଙ୍କ ଗାଁ ସୈଣା। କାଣ୍ଡାଖାଲରେ ରହନ୍ତି କେବଳ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ ଓତାଙ୍କ…
Read More...

ଆଜି ଦିଲ୍ଲୀ ଆସିବ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ମୃତହେଦ ଆଜି ଦିଲ୍ଲୀ ଅଣାଯିବ। ତାଙ୍କ ପତ୍ନୀ ମଧୁଲିକାଙ୍କ ମୃତଦେହ ବି ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଉଭୟଙ୍କ ପାର୍ଥିବ ଶରୀରରକୁ ବିମାନବନ୍ଦରରୁ ବାସଭବନ ନିଆଯିବ।…
Read More...

କୋଭିସିଲ୍ଡରେ ପ୍ରସ୍ତୁତିରେ ଥିଲା ବଡ ଭୂମିକା, ଏବେ ଆଉ ନାହାନ୍ତି

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବଙ୍କର ପରଲୋକ ହୋଇଛ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନରେ ଅସୁସ୍ଥ ଥିବା ବେଳେ ଗତକାଲ ସାୟଦ୍ରି ହସ୍ପିଟାଲରେ ଆଖିବୁଜିଛନ୍ତି। କୋଭିଡ ଟିକା ତିଆରି ଗବେଷଣା ଓ ବିକାଶ କରିବା…
Read More...

ଗୃହ ଛାଡି ରାସ୍ତାକୁ ଆସିଲେ: ଆଜି ବିଜେଡି-ବିଜେପି, କାଲି କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଗୃହ ଭିତରେ ପ୍ରତିବାଦ ପରେ ଆଜି ଗୃହ ବାହାରେ ଦୁଇ ପ୍ରମୁଖ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ଶୋଭାଯାତ୍ରା। ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଦୁଇ ଦଳ। ମୁହାଁମୁହିଁ ହେବେ ବିଜେଡି ,ବିଜେପି। ଗତ ସାତ ଦିନ…
Read More...

ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!

ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ…
Read More...