‘ସୂର୍ଯ୍ୟବଂଶୀ’ର ପୋଷ୍ଟର ଚିରିଲେ ଚାଷୀ
ଅକ୍ଷୟ କୁମାରଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ । ପଞ୍ଜାବର ବରନାଲ ସହରରେ କୃଷକମାନେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବିରୋଧ କରିଛନ୍ତି । କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଅକ୍ଷୟଙ୍କୁ ଫିଲ୍କକୁ ବଏକଟ କରିଛନ୍ତି ଚାଷୀ । ବରନାଲରେ ଶନିବାର ଦିନ!-->…
Read More...
Read More...