ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆମେରିକାର ୫-୧୧ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

ଆମେରିକାରେ ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାର ଏଫଡିଏ(ଖାଦ୍ୟ ଓ ଔଷଧ ନିୟାମକ)ପିଲାମାନଙ୍କୁ ଟିକା ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋଟିକ ଟିକା ପ୍ରଥମ କରୋନା ଟିକା ଯାହାକୁ ଆମେରିକାରେ ଏଫଡିଏ ଛୋଟ ପିଲାଙ୍କୁ ଦେବା ପାଇଁ ମଞ୍ଜୁରୀ ଦେଇଛି ।
Read More...

ଆଜି ଜେଲରୁ ମୁକୁଳିବେ ଆର୍ୟନ

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଆଜି ଜେଲରୁ ମୁକୁଳିବେ । ସକାଳ ୫ଟା ୩୦ରେ ଆର୍ଥର ରୋଡ ଜେଲରେ ବେଲ୍ ବକ୍ସ ଖୋଲାଯାଇଛି । ଶୁକ୍ରବାର ଆର୍ୟନ ଜେଲରୁ ମୁକୁଳିବାର ଥିଲା କିନ୍ତୁ ବେଲ ଅର୍ଡର ଅଧିକାରୀଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରିନଥିଲା । ଯେଉଁଥିପାଇଁ ତାଙ୍କୁ ଗତକାଲି
Read More...

ଧନତେରସ୍‌ରେ କାହିିଁକି କିଣାଯାଏ ବାସନ?

ଧନତେରସ୍ ଦିନରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । ଏହା ବ୍ୟତୀତ ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ । ଧନତେରସ୍ ଦିନରେ ଲୋକ ସୁନା, ରୂପା ସହ ଘର ପାଇଁ ବାସନ ମଧ୍ୟ କିଣିଥାନ୍ତି । ବିଶ୍ୱାସ ରହିଥାଏ ଯେ, ଏହି ଦିନ କିଣାଯାଇଥିବା କୌଣସି ବି ଜିନିଷ ତେରଗୁଣା ଲାଭ ଦେଇଥାଏ ।
Read More...

ରୋମରେ ମୋଦୀ..ମୋଦୀ..

ଜି ୨୦ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋପ ଫ୍ରାନସିସଙ୍କୁ ଭେଟିବେ । ଇଟାଲୀର ବୈଦେଶିକ ମନ୍ତ୍ରୀ କାର୍ଡିନାଲ ପିଟ୍ରୋ ପାରୋଲିନଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ୍ ସିଟି ଗସ୍ତ କରିବେ । ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ
Read More...

ଟିଏମସିରେ ସାମିଲ ହେଲେ ଲିଆଣ୍ଡର ପେସ୍

ଭାରତର ଟେନିସ ଖେଳାଳି ଲିଆଣ୍ଡର ପେସ୍ ନିଜର ରାଜନୈିତିକ ଇନିଂସ ଆରମ୍ଭ କରିଛନ୍ତି । ଟିଏମସିରେ ସାମିଲ ହୋଇଛନ୍ତି ଲିଆଣ୍ଡର ପେସ୍ । ଆଜି ଲିଆଣ୍ଡର ପେସ୍ ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅବସରରେ କହିଛନ୍ତି , ସେ ମୋର
Read More...

ଆରପାରିରେ ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର

ସାଉଥ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତ । ଆଜି ହୃଦଘାତରେ ତାଙ୍କର ପରଲୋକଙ୍କ ହୋଇଛି । ପୁନୀତଙ୍କୁ ହୃଦଘାତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୪୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ପୁନୀତଙ୍କ
Read More...

ବଦଳିଲା ଫେସବୁକର ନାଁ

ବଦଳିଲା ଫେସବୁକର ନାଁ । ଏବେ ‘ମେଟା’ ହେଲା ଫେସବୁକର ମୂଳ କମ୍ପାନୀର ନାଁ । ମେଟା ନାଁରେ ସୋସିଆଲ ମିଡିଆରେ ପରିଚିତ ହେବ ଫେସବୁକ । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏନେଇ ଘୋଷଣା କରିଛନ୍ତି । ଦୀର୍ଘ ସମୟ ଧରି ଫେସବୁକର ନାଁ ପରବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଥିଲା । ଫେସବୁକ ତରଫରୁ
Read More...

ଜେଲରୁ ଫେରିବ ପୁଅ

ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍
Read More...

ମିଳିଲା ଜାମିନ..‘ମନ୍ନତ’ ଫେରିବେ ଆର୍ୟନ

ଜେଲରୁ ମୁକୁଳିବେ ବଲିଉଡ଼ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ୨୫ ଦିନ ପରେ ଏବେ ‘ମନ୍ନତ’ ଫେରିବେ ଆର୍ୟନ । ଲଗାତର ତିନି ଦିନ ଧରି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସାଙ୍ଗ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ
Read More...

ଚୀନ୍ ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା..

ଚୀନର ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣକୁ ନେଇ ଚିନ୍ତାରେ ଆମେରିକା । ନିକଟରେ ବ୍ରିଟିଶ ଖବରକାଗଜ ‘ଫାଇନାନ୍ସସିଆଲ ଟାଇମ୍ସ’ରେ ଏକ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଦୁଇ ମାସ ପୂର୍ବରୁ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହି
Read More...