ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ମରିଯିବୁ ପଛେ ପାଣି ଦେବୁ ନାହିଁ…..

ପୁଣି ଜୋର ଧରିଲା ଖରସ୍ରୋତା ଆନ୍ଦୋଳନ । କାର୍ଯ୍ୟକୁ ତ୍ୱରାନିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ୧୪୪ ଧାରା ଲଗାଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ପ ।ୟତରେ ୧୪୪ ଧାରା ଜାରି କରାଯାଇଛି । ୧୦
Read More...

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ରେଡ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ବିସ୍ପୋରଣରେ ଉଡାଇଦେବାକୁ ଆତଙ୍କବାଦୀ ଧମକ ମିଳିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତା ୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରେଡ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ
Read More...

ଖୋଜି ଖୋଜି ଧରୁଛି ଭିଜିଲାନ୍ସ

ଭିଜିଲାନ୍ସ ସ୍କାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖୋଜି ଖୋଜି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାହାର କରୁଛି ଭିଜିଲାନ୍ସ । ଗତ କିଛି ଦିନ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି ା ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଯୋଡ଼ା ବ୍ଲକ
Read More...

ଖୋଲିଲା ମା’ ତାରିଣୀ ମନ୍ଦିର

ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ
Read More...

ରାଜ୍ୟରେ କମୁଛି, କିନ୍ତୁ ଖୋର୍ଦ୍ଧାରେ କମୁନି ସଂକ୍ରମଣ

ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ଅଗଷ୍ଟ ଆରମ୍ଭରୁ ସଂକ୍ରମଣ ଧୀରେ ଧୀରେ କମୁଥିବା ଦେଖାଯାଉଛି । ସୋମବାର ସଂକ୍ରମଣ ହଠାତ ହଜାରେ ତଳକୁ ଖସିଯାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧିପାଇଛି । ସବୁ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୧୩ ଜିଲ୍ଲାରେ ଆକ୍ରାନ୍ତଙ୍କ
Read More...

ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ୍

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ୮୯ଟି ବହୁମୂଖୀ ଇନଡୋରଣ୍ଡାର ଷ୍ଟାଡିୟମ ନିର୍ମାଣ ହେବ । ଷ୍ଟାଡିୟମ ପାଇଁ ଖର୍ଚ୍ଚ ହେବ ୬୯୩.୩୫ କୋଟି । ୧୮ ମାସରେ ଏହି କାମ ସଂପୂର୍ଣ୍ଣ ସରିବ । ରାଜ୍ୟରେ କ୍ରୀଡା ବିକାଶ କ୍ଷେତ୍ରରେ ଏହା ଏକ
Read More...

ଦେଶକୁ ଫେରିଲେ ପଦକ ବିଜେତା

ଟୋକିଓରେ ଟେକ ରଖି ଦେଶକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା । ଅଲିମ୍ପିକ୍ସ ଅଭିଯାନ ସଫଳ କରି ସ୍ୱଦେଶ ଫେରିଛନ୍ତି ପଦକ ବିଜେତା । ସ୍ୱାଗତ ଜଣାଇବାକୁ ଦିଲ୍ଲୀ ବିମାନବନ୍ଦର ବାହାରେ ଉତ୍ସାବର ମାହୋଲ ଦେଖିବାକୁ ମିଳିଛି । ପ୍ରଶଂସକଙ୍କ ସହ ଖେଳାଳିଙ୍କ ପରିବାର ବିମାନବନ୍ଦରରେ
Read More...

ପୂଜାକୁ ହଁ..ଶ୍ରଦ୍ଧାଳୁଙ୍କୁ ନା

ମୂର୍ତ୍ତିମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ପାର୍ବଣ । ପୂଜାକୁ ଅନୁମତି ମିଳିଛି, କିନ୍ତୁ ଶ୍ରଦ୍ଧାଳି ଆସିପାରିବେନି । ପାର୍ବଣ ପାଇଁ ଆଜି ଏସଆରସିଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାର କରାଯାଇଛି । ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା , ଲକ୍ଷ୍ମୀ ପୂଜା ପାଇଁ
Read More...

ରାଜଧାନୀ ରାଜରାସ୍ତାରେ ଯାତ୍ରା କଳାକାର

କଳାକାରଙ୍କୁ ଭୂଆଁ ବୁଲାଉଛନନ୍ତି ସରକାର ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯାତ୍ରା କଳାକାର । ବିଭିନ୍ନ ଦାବି ନେଇ ଯାତ୍ରା କଳାକାର ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ମହାମାରୀ କରୋନା ପାଇଁ ଅନେକ ଦିନ ଧରି ଯାତ୍ରା ବନ୍ଦ ରହିଥିଲା । ଏବେ ଅଗଷ୍ଟଗାଇଡଲାଇନରେ କଟକଣା କୋହଳ ପରେ ଯାତ୍ରା
Read More...

ଆମ ଜୀବିକା ଫେରାଇ ଦିଅ..

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସରକାର କରୋନା କଟକଣା କୋହଳ କରିଛନ୍ତି । ଅଗଷ୍ଟ ପହିଲାରୁ କଟକଣା କୋହଳ ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । । ଦୋକାନ ବଜାର, ମଲ, ମନ୍ଦିର, ପାର୍କ, ପାର୍ଲର, ସିନେମା ହଲ, ଶିକ୍ଷାନୁଷ୍ଠାନ ଧୀରେ ଧୀରେ ଖୋଲୁଛି । ହେଲେ ସରକାର ସାମାଜିକ
Read More...