ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୟ ଭିତରେ ଭଲ ଖବର

ଭୁବନେଶ୍ବର: ସମ୍ଭାବ୍ୟ କରୋନା ତୃତୀୟ ଲହର ଆସିବା ନେଇ ଭୟ ଭିତରେ ଆସିଛି ଭଲ ଖବର। ରାଜ୍ୟରେ ପାଖାପାଖି ୬ ମାସ ପରେ ୧ ପ୍ରତିଶତ ତଳକୁ ସଂକ୍ରମଣ ହାର ଖସିବା ରାଜ୍ୟ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି। ଗତ ୨୪ଘଣ୍ଟା ରେ ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ; ଯାହା କରୋନା ଦ୍ୱିତୀୟ ଲହରର…
Read More...

ଶ୍ରୀକୃଷ୍ଣଙ୍କ ଜନ୍ମବେଳେ କେଉଁ ଗ୍ରହର ଅବସ୍ଥାନ କେମିତି ଥିଲା, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ମାଆ ଦେବକୀଙ୍କ ଗର୍ଭରେ ଅଷ୍ଟମ ସନ୍ତାନ ଭାବେ ଜନ୍ମଲାଭ କରିଥିଲେ। କେହି କେହି ଆଜିର ଦିନକୁ ଜନ୍ମାଷ୍ଟମୀ ବୋଲି କହିଥାନ୍ତି, ଆଉ କେଉଁଠାରେ ଗୋକୁଳାଷ୍ଟମୀ ଭାବେ ପାଳିତ…
Read More...

ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା…
Read More...

୨୪ ଘଣ୍ଟା ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ

କାବୁଲ: ଅଗଷ୍ଟ ୩୧ ଭିତରେ ଆମେରିକାକୁ ତାର ସେନା ଓ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର ପାଇଁ ସମୟ ଦେଇଥିଲା ତାଲିବାନ। ହେଲେ ୩୧ ଅଗଷ୍ଟ ପରେ ବି ଆଫାଗାନିସ୍ତାନରୁ ଲୋକଙ୍କୁ ବାହାର କରିବା ପାଇଁ ସମୟ ଦିଆଯିବ ବୋଲି ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ଜାତୀୟ ଗଣମାଧ୍ୟରେ ସୂଚନା…
Read More...

ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା

ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ…
Read More...

କେଉଁ ରାସ୍ତାରେ ଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ?

ଭୁବନେଶ୍ବର: ହଠାତ୍ ଓଡ଼ିଶା ସାହିତ୍ୟ ଏକାଡେମୀ ଦୈନିକ ଓଡ଼ିଆ ଖବରକାଗଜରେ ଗୋଟିଏ ବିଜ୍ଞାପନ ଦେଇଛନ୍ତି। ଏକାଡେମୀ ପକ୍ଷରୁ ସଭାପତି ଏବଂ ସଚିବ କହିଛନ୍ତି ଯେ ଦୋକାନ, ବଜାର ଅବା ଦପ୍ତର, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ, ଓଡ଼ିଆ ଭାଷାଟି ମାଆ ତୁମର। ଏକାଡେମୀର ସଚିବ ପ୍ରବୋଧ ରାଉତ…
Read More...

ଘରେ ବସି ୨ କୋଟି ରୋଜଗାର କଲା ୧୨ ବର୍ଷର ପିଲା…ଜାଣନ୍ତୁ କେମିତି?

ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ବଦଳାଇଦେଇଛି । କିଏ ନିଜର ଚାକିରି ହରାଇ ତ କାହାର ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନେ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ଲକଡାଉନ ଯୋଗୁଁ ଦୋକନ ବଜାର ବନ୍ଦ ହୋଇଯାଇଛି…
Read More...

‘ସତର୍କ ହୁଅ, ପୁଣି ଆକ୍ରମଣ ହୋଇପାରେ’

ଆତଙ୍କବାଦୀ ଆକ୍ରମଣ ହେବା ନେଇ ବାଇଡେନଙ୍କ ସୂଚନା ପରେ ସମଗ୍ର ବିଶ୍ବ ଚିନ୍ତାରେ କାବୁଲ: ବିମାନ ବନ୍ଦରରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଆତଙ୍କୀ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ…
Read More...

ନିଶାମାଫିଆଙ୍କ ଗଡ୍‌ଫାଦର କିଏ ?(୨)

ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ…
Read More...

ପୁତୁରା ସହ ନଜର ଆସିଲେ ସଲମାନ…ଲୋକେ କହିଲେ..

ବଲିଉଡ ଷ୍ଟାର ସଲମାନ ଖାନ ନିଜ ପ୍ରୋଫେସନାଲ ଲାଇଫକୁ ଯେମିତି ଭଲ ପାଆନ୍ତି ନିଜର ପରିବାରକୁ ମଧ୍ୟ । ସଲମାନ ତାଙ୍କ ପରିବାର ଲୋକଙ୍କୁ ଯେ ବହୁତ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ଅନେକ ସମୟରେ ସେ ନିଜ ପରିବାର ସହ ଫଟୋ ମଧ୍ୟ ସେୟାର କରିବାର ଦେଖିବାକୁ ମିଳେ । ସଲମାନ ଏବେ…
Read More...