ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାରେ ରାଜନୈତିକ ଦଳଙ୍କୁ କି ରୋଗ ହୋଇଛି?

କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସଓଡ଼ିଶା ଲୋକଙ୍କ ପାଇଁ କିଏ ଲଢ଼ିବ? ସେମାନଙ୍କ ପାଇଁ କିଏ କହିବ? ଭୁବନେଶ୍ବର: ରାଜ୍ୟରେ ସମବାୟ ନିର୍ବାଚନ ହେଲାନି। ଇତିମଧ୍ୟରେ ବର୍ଷାଧିକ ସମୟ ବିତିଗଲାଣି। ରାଜ୍ୟର ସବୁ ସମବାୟ ସଂସ୍ଥା ଏବେ ପ୍ରଶାସନିକ ଅଧିକାରୀଙ୍କ…
Read More...

ପ୍ରତ୍ୟକ୍ଷ ଭଗବାନ ହେଉଛନ୍ତି ସୂର୍ଯ୍ୟଦେବତା

ଗ୍ରହ, ନକ୍ଷତ୍ର ନିର୍ବିଶେଷରେ ରବିବାର ସମସ୍ତଙ୍କୁ ଆମିଷ ଭକ୍ଷଣ ମନା ନମଃ କମଳରୂପାୟ ନମଃ କମଳଧାରିଣେ।ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ! ତେ ନମଃ।।
Read More...

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

ଭୁବନେଶ୍ବର: 'ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି। …
Read More...

ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ

କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍‌ର ୪ ଗିରଫ କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।…
Read More...

ମହାପ୍ରଭୁଙ୍କ ପାଇଁ ସମସ୍ତେ ପ୍ରସ୍ତୁତ

ଶ୍ରୀକ୍ଷେତ୍ରରେ ହେବ ପୁଲିସ ଛାଉଣୀ, ବରିଷ୍ଠ ପୁଲିସ ଅଧିକାରୀ କଲେ ସମୀକ୍ଷାଆଜିଠାରୁ ହୋଟେଲ୍ ଛାଡି଼ିବେ, ଆସନ୍ତାକାଲିଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ ପୁରୀ: ଦିନକ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଦେଉଳ ଭିତରୁ ବାହାରିବେ ପରଂବ୍ରହ୍ମ। ଏକାକାର ହେବେ ରଥ, ପଥ ଜଗନ୍ନାଥ। ଏଥିପାଇଁ…
Read More...

ରାସ୍ତାରେ ବିମାନ ଓହ୍ଲାଇ ଆହତ ଯବାନଙ୍କୁ ଉଠାଇ ଆଣିଲେ ପାଇଲଟ୍

କନ୍ଧମାଳ ଜିଲ୍ଲା ଗୋଛାପଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ୮ଘଣ୍ଟା ହେଲା ଗୁଳି ବିିନିମୟ ଜାରିବୌଦ୍ଧ-କନ୍ଧମାଳ ସୀମାରେ ଅପରେସନ୍ ଚାଲିଛି, ଦୁଇ ଯବାନ ଗୁରୁତର, ବିଏସଏଫ୍ ବିମାନରେ ଆସିଲେକୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ୍ କରି କନ୍ଧମାଳରେ…
Read More...

ମେଡିକାଲ ଛାତରୁ କାହିଁକି ଡେଇଁଲେ ଯୁବତୀ?

ଭୁବନେଶ୍ବର: ମେଡିକାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେଡିକାଲ ତୃତୀୟ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୭ ତାରିଖରେ ତୁମ୍ବିଗୁଡ଼ା ଗାଁର ୨୮ ବର୍ଷୀୟ ରଜନୀ ମେଲେକା…
Read More...

ମୋଦୀଙ୍କ ବିଜେପି ଏବେ ସୁରକ୍ଷିତ!

ଅଧାରୁ ଅଧିକ ଲୋକଙ୍କ ସମର୍ଥନ ଥାଇ ବି ବିରୋଧୀ ବିଭାଜିତଆଞ୍ଚଳିକ ଦଳ ମଧ୍ୟରେ ଏକତା ନାହିଁ, ନିଜ ରାଜ୍ୟ ପାଇଁ ବ୍ୟସ୍ତନିଜକୁ ନିଜେ ଦୁର୍ବଳ କରୁଛି କଂଗ୍ରେସ, ଘର ମୁରବି କଳି ତୁଟିନିକଂଗ୍ରେସକୁ ଛାଡ଼ି ବିରୋଧୀ ଶକ୍ତି ଅସମ୍ଭବ, ବାମ ଦଳ ନିଷ୍ପ୍ରଭ ଭୁବନେଶ୍ବର: ନିକଟରେ ଏନ୍‌ସିପିର…
Read More...

ମୋତେ ସାର୍ ନୁହେଁ, ବସ୍ ଡାକ…!

କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?ସରକାରରେ ନୂଆ ପରମ୍ପରା ଆରମ୍ଭ କଲେଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା…
Read More...

ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?

ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ…
Read More...