ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

କେତେ ଭୀଷଣ ବେଗରେ ଆସୁଛି ବାତ୍ୟା, ଜାଣନ୍ତୁ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ପହଞ୍ଚିପାରେ। ଆଜି ଭାରତର ପାଣିପାଗ…
Read More...

ମୁକାବିଲା ପାଇଁ ଅଣ୍ଟାଭିଡ଼ିଲେ ଅପରାଜିତା

ଭୁବନେଶ୍ବର: କୋଭିଡ୍ ପରିଚାଳନା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସାଂସଦ ଖୋର୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀରେ କୋଭିଡ୍ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ।…
Read More...

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆହୁରି ବିଳମ୍ବ ହେବ

ପୁଣି ବଡ଼ ନିଷ୍ପତ୍ତି ନେଲା ସିବିଏସ୍‌ଇ, ଜୁନ୍ ୩୦ ସୁଦ୍ଧା ଟାବୁଲେସନ୍ କାମ ସାରିବାକୁ ତାରିଖ ଧାର୍ଯ୍ୟ ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ମାର୍କ ଟାବୁଲେସନ୍ କରି ବୋର୍ଡରେ ଦାଖଲ ପାଇଁ ଜୁନ୍ ୩୦…
Read More...

ବଙ୍ଗୋପସାଗରରେ ଆସୁଛି ବାତ୍ୟା!

ବିପଦମୁକ୍ତ ନୁହେଁ ଓଡ଼ିଶା, ବାତ୍ୟା ହେଲେ ତାର ନାମ ୟାସ୍ ରଖାଯିବ ଭୁବନେଶ୍ବର: ଆରବ ସାଗରରେ ଭୀଷଣ ବାତ୍ୟା ତାଉତେ ଏଭଳି ପ୍ରଳୟ ରଚନା କରିଛି ଯେ ପାଞ୍ଚଟି ରାଜ୍ୟରେ ତାର ସାଂଘାତିକ ପ୍ରଭାବ ପଡ଼ିଛି। ୧୮ ଜଣଙ୍କର ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଏପଟେ ବଙ୍ଗୋପସାଗରରେ ପୁଣି…
Read More...

କୋଲକାତାରେ ପୁଣି ହାଇଡ୍ରାମା

କୋଲକାତା: ଦୁଇ ମନ୍ତ୍ରୀଙ୍କ ସମେତ ଚାରି ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପଶ୍ଚିମବଙ୍ଗ ରାଜନୀତି ଏବେ ସାରା ଦେଶରେ କମ୍ପନ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ସିବିଆଇ କୋଲାକାତାରେ ପହଞ୍ଚିବା ପରେ ଏହି ପ୍ରସଙ୍ଗ ଜଟିଳ ରୂପ ଧାରଣ…
Read More...

ବଢ଼ିପାରେ ୪% ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କୁହାଯାଉଥିଲା ଯେ ମେ' ମାସରେ କେନ୍ଦ୍ର ସରକାର ଏ ସଂପର୍କରେ କିଛି ଗୋଟାଏ ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍-ଷ୍ଟାଫ୍…
Read More...

ଆଗକୁ କିଏ, ବିଜେଡି ନା ବିଜେପି?

ଭୁବନେଶ୍ବର: ପଶ୍ଚିମବଙ୍ଗ ନିର୍ବାଚନର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସେ ନେଇ ରାଜନୈତିକ ମହଲ ପୋଷ୍ଟମର୍ଟମ ଜାରି ରଖିଛନ୍ତି। ଏହି ନିର୍ବାଚନ ସ୍ପଷ୍ଟ କରିଦେଇଛି ଯେ ହାତଗଣତି କିଛି ନେତାଙ୍କୁ ଛାଡ଼ିଦେଲେ ପାଖାପାଖି ୮୨ ପ୍ରତିଶତ ବିଜୟ ପ୍ରାର୍ଥୀଙ୍କ ପଛରେ ସାଂଗଠନିକ ଦକ୍ଷ ନେତାଙ୍କର…
Read More...