ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଓଡ଼ିଶା ଉପରେ ୧୨ ଘଣ୍ଟା ତାଣ୍ଡବ ରଚାଇବ ବାତ୍ୟା

ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟାଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ସର୍ବାଧିକ ପ୍ରଭାବିତ ହେବ ୨୬ ତାରିଖ ସନ୍ଧ୍ୟାରେ ପବନର ବେଗ ସର୍ବାଧିକ ୧୮୫ କିଲୋମିଟର ଛୁଇଁବ ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି…
Read More...

ଓଲଟିଲା ପଶ୍ଚିମବଙ୍ଗ ରାଜନୀତି, ବିଜେପି ରଣନୀତି ଗୋଳମାଳ

କୋଲକାତା: ''ଯେମିତି ପାଣି ବିନା ମାଛ ବଞ୍ଚିପାରିବ ନାହିଁ, ଦିଦି ସେମିତି ତୁମ ବିନା ମୁଁ ବଞ୍ଚିବା କଷ୍ଟ। ଦିଦି, ମୋତେ କ୍ଷମା କରିଦିଅ। ତୁମେ କ୍ଷମା ନ କଲେ, ମୁଁ ବଞ୍ଚିପାରିବି ନାହିଁ। ଦୟାକରି ମୋତେ ଆଉଥରେ ଦଳକୁ ଫେରିବାକୁ ଅନୁମତି ଦିଅ। ଜୀବନର ବାକି ସମୟ ମୁଁ ତୁମ ଭଲାପାଇବା ଭିତରେ…
Read More...

ଓଡ଼ିଶା ଉପକୂଳ ଆଡ଼କୁ ଆସୁଛି ଅତି ଭୀଷଣ ବାତ୍ୟା

ଲଘୁଚାପ ରୂପ ନେଲା ଘୂର୍ଣ୍ଣବଳୟ, ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସଂପର୍କରେ ଠାରିଲା ପାଣିପାଗ ବିଭାଗଭୀଷଣ ବାତ୍ୟା ରୂପ ନେଇ ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଉପକୂଳରେ ପହଞ୍ଚିବ, ପ୍ରବଳ ବର୍ଷା ସହ ଆସୁଛିସମୁଦାୟ ସ୍ଥିତିର ସମୀକ୍ଷା କଲେ ସ୍ବତନ୍ତ୍ର ରିଲିଫ୍ କମିସନର, କୋଭିଡ୍ ନିୟମକୁ…
Read More...

୧୩ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି!

ଭୁବନେଶ୍ବର: କୋଭିଡ୍‌ର ଭୟାବହତା ଯେତିକି ବଢ଼ୁଛି, ରାଜ୍ୟରେ ଲୋକଙ୍କ ମଧ୍ୟରେ ସେତିକି ଆତଙ୍କ ସୃଷ୍ଟି ହେଉଛି। ଜୀବନ, ଜୀବିକା ସବୁକିଛି ବାଜିରେ ଲାଗିଛି। ପରୀକ୍ଷା ବାତିଲ୍ ହୋଇଯିବା ଓ ଫଳ ପ୍ରକାଶ ନ ପାଇବା ଉଭୟ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଏବଂ ଭୀଷଣ ମାନସିକ…
Read More...

ବିଜେପିର ଟାର୍ଗେଟରେ କିଏ? ମନ୍ତ୍ରୀ ନା ସଚିବ

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ରାଜନୀତିରେ ଯୋଗ ଦିଅନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କୁ ଲେଖିଥିବା କିଛି କଡ଼ା ଚିଠି ଉପରେ ପ୍ରତିକ୍ରିୟା ଦେଇ ଓଡ଼ିଶା ବିଜେପି ନେତାମାନେ କିଛି ଦିନ…
Read More...

ରଥଖଳାରେ ପହଞ୍ଚିନି ସଂକ୍ରମଣ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପ୍ରଶାସକ

ରଥ ନିର୍ମାଣକୁ ଆସିବା ପୂର୍ବରୁ ହେଉଛି କୋଭିଡ୍ ପରୀକ୍ଷା, ସେଇଠୁ ବାହାରିଲେ ୮ ପଜିଟିଭ୍ସମସ୍ତଙ୍କ ପାଇଁ ନିଷିଦ୍ଧ ହେଲା ରଥଖଳା, କେବଳ ଦାୟିତ୍ବରେ ଥିବା ବ୍ୟକ୍ତି ଯାଇପାରିବେରଥ ନିର୍ମାଣର ଅଗ୍ରଗତି ନେଇ ସନ୍ତୁଷ୍ଟ, ନିୟମିତ ଜିଲ୍ଲାପାଳ କରିବେ ସ୍ଥିତି ସମୀକ୍ଷା ପୁରୀ: କୋଭିଡ୍…
Read More...

ଆରମ୍ଭ ହେଲା ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି

ଭୁବନେଶ୍ବର: ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହା ୨୫ ତାରିଖ ପୂର୍ବାହ୍ନରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଆଜି ଆଇଏମ୍‌ଡି ସହିତ ପ୍ରାରମ୍ଭିକ…
Read More...