ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଟଙ୍କା ଦେବାକୁ ଲଢେଇ

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ
Read More...

ଟିକେଟ୍‍ ଚର୍ଚ୍ଚାରେ ତିନି ମହିଳା

ଭୁବନେଶ୍ୱର: ରାଣୀ ସୁଜ୍ଞାନ କୁମାରୀ ଦେଓ ପାଞ୍ଚଦଶନ୍ଧିରୁ ଅଧିକ ଦିନ ପାଇଁ ଲୋକ ପ୍ରତିନିଧି ରହିଆସିଥିଲେ । ରାଣୀ ଏଥର ପ୍ରାର୍ଥୀ ହେବା ସମ୍ଭାବନୀ କ୍ଷୀଣ । ଚିକିଟିକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ ଉଷା ଦେବୀ । ତାଙ୍କୁ ବିଜେଡି ଟିକେଟ୍‍ ଦେବା ସମ୍ଭାବନା ଅଧିକ । ସାନଖେମୁଣ୍ଡି
Read More...

ଆଶା ଦେଖାଇଲେ ଆଶା କୁମାରୀ

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡି ବିଧାୟକ ଟିକେଟ ବଦଳାଇବ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିକ୍ରମ ପଣ୍ଡା କିମ୍ୱା ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ହେଲେ ବିଜେପି କିନ୍ତୁ ଏଠାରେ ମହିଳା କାର୍ଡ ଖେଳି ସମବେଦନା ଗୋଟାଇବାକୁ ଚାଲ୍‍ ଚଳାଇଛି ।
Read More...

ଡରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଘଡଘଡି ସହିତ ବର୍ଷା ଲାଗିରହିବ । ଆଜି ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିଯାଇପାରେ । ସବୁଠାରୁ ବଡ କଥା
Read More...

ଧର୍ମେନ୍ଦ୍ରଙ୍କୁ ୨୦ ପ୍ରଶ୍ନ ପଚାରିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଆଜି ୨୦ ଟି ପ୍ରସଙ୍ଗ ଉଠାଇ ପ୍ରତିଜବାବ ମାଗିଛି ବିଜେଡି । ଆଇଟି ସେଲ୍‍ ମୁଖ୍ୟ ଅମର ପଟ୍ଟନାୟକ ଆଜି ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ଉଜ୍ଜଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ
Read More...

୧.୩୬ କୋଟିର କେନ୍ଦ୍ର ପ୍ରକଳ୍ପରେ ରାଜ୍ୟ ବାଧକ

ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି ପ୍ରକଳ୍ପ ପଡିରହିଛିପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି ବ୍ୟୟ ବରାଦ, ସହଯୋଗ ମିଳୁନିରେଳବାଇରେ ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା ପାଇଁ ୧୨ ହଜାର ୨୮୬ କୋଟିଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟିଟଙ୍କାର ଲାଭ
Read More...

କଣ କରିବେ ଦିଲ୍ଲୀପ?

ଭୁବନେଶ୍ୱର: ବିଜେପି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୯ ନିର୍ବାଚନରେ ଲଢିବେ ନାହିଁ । ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି । ଗତ ନିର୍ବାଚନରେ
Read More...

ବଡ଼ ଲଢାଇ ପାଇଁ ଓହ୍ଲାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ୨୦୧୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ମନ ସ୍ଥିର କରିଛନ୍ତି । ତେବେ ବିଜେପି, ବିଜେଡି କିମ୍ୱା କଂଗ୍ରେସ ନୁହେଁ, ସ୍ୱାଧୀନ ଭାବେ ବିଜୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ
Read More...

ଓଡ଼ିଆ ପ୍ରଶ୍ନ ସୋସିଆଲ ମିଡିଆରେ ଭାଇରାଲ୍‍!

କୋରାପୁଟ, ନୂଆପଡା, ଢେଙ୍କାନାଳ ଜିଲ୍ଲାରୁ ଆସୁଛିି ଅଭିଯୋଗମନ୍ତ୍ରୀ ମନାକଲେ, ଏମିତି କିଛି ହୋଇନଥିବ ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷା ଆରମ୍ଭରୁ ଅଘଟଣା ସୂଚନ । ପରୀକ୍ଷା ସରିବା ଆଗରୁ ଓଡ଼ିଆ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ୍‍ ଅଭିଯୋଗ ଉଠିଛି । କୋରାପୁଟ, ନୂଆପଡା, ଢେଙ୍କାନାଳର
Read More...

ରୀତା, ଅମର, ଆକାଶଙ୍କ ମୁଣ୍ଡରେ ଖଣ୍ଡା

ବଦଳୁଛି ଯାଜପୁର ରାଜନୀତି ସମୀକରଣଅମର ପାଇଁ କର ବା ମର ପରିସ୍ଥିତିସପ୍ତାହକ ଭିତରେ ନ ସୁଧୁରିଲେ ବିପଦବାବୁଙ୍କୁ ମିଳିପାରେ ଲୋକସଭା ଟିକେଟ୍‍ ଭୁବନେଶ୍ୱର:ବଦଳୁଛି ଯାଜପୁର ଜିଲ୍ଲା ରାଜନୀତି ସମୀକରଣ । କାହାକୁ ଟିକେଟ୍‍ ଦିଆଯିବ, କିଏ ବଞ୍ଚିତ ହେବେ ସେ ନେଇ ବିଜେଡି ଶୀର୍ଷସ୍ତରରେ କସରତ
Read More...