ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ରାଜ୍ୟବାସୀଙ୍କ ସାମ୍ନାରେ ନବୀନ ରଖିବେ ହିସାବ

ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦର ସିଧା ପ୍ରସାରଣ ହେବଏଥର ଲୋକ ତିଆରି କରିବେ ବିଜେଡିର ନିର୍ବାଚନ ଇସ୍ତାହାର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପୁଣି ଏକ ଚକମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ
Read More...

ମାଲକାନଗିରିରୁ ପ୍ରାର୍ଥୀ ହେବେ ମୁକୁନ୍ଦ!

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡି ନିର୍ବାଚନ ପୂର୍ବରୁ ଘରକୁ ବାହୁଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହିତ ସେ ବିଜେଡିରେ ସାମିଲ ହୋଇଥିଲେ । ମୁକୁନ୍ଦଙ୍କ ବିଜେଡି ଯୋଗଦାନକୁ
Read More...

ଆସ୍କା : ସିଦ୍ଧାନ୍ତଙ୍କୁ ଟକ୍କର ଦେବେ କି ଅନୀତା

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କିଏ? ବର୍ତମାନର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ନା ନିକଟରେ ବିଜେଡିରେ ଯୋଗଦେଇଥିବା କଲ୍ୟାଣୀ ଦେବୀ? ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଚାଲିଛି, ଚନ୍ଦ୍ରଶେଖରଙ୍କୁ
Read More...

ସମ୍ୱଲପୁରରେ ବିଜେଡିର ବଡ଼ ଖେଳ

ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍‍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ
Read More...

୬ଲେନ୍‍ ପାଇଁ ଭୂମିପୂଜନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୫ନମ୍ୱର ଜାତୀୟ ରାଜପଥର ୬ଲେନ୍‍ ପାଇଁ ରାଜଧାନୀର ଖଣ୍ଡଗିରି ନିକଟରେ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । କାଳେ କେନ୍ଦ୍ର
Read More...

ପ୍ରଶ୍ନ ପତ୍ରରେ ରୋଲ ନମ୍ୱର ବାଧ୍ୟତାମୂଳକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଭାଇରାଲ୍‍ ଅଭିଯୋଗ ଉଠିବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ ଏଥର ଯୁକ୍ତ ପ୍ରଶ୍ନ
Read More...

ପୂର୍ବତଟ ରେଳପଥ ସଙ୍କୁଚିତ, ରାୟଗଡା ନୂଆ ଡିଭିଜନ

ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ।
Read More...

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ
Read More...

ରାତିଅଧିଆ ମନେଇ ଦେଲେ, ବିଜେଡି ଫେଲ୍‍

ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ
Read More...

ଘର କିଣିବା ପାଇଁ ସମୟ ଆସିଗଲା

ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟି ହାରକୁ ୧୨ ପ୍ରତିଶତରୁ ୫
Read More...