ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଓଡ଼ିଶାକୁ ବାତ୍ୟା ଛୁଇଁବ ?

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ୧୫ ତାରିଖରେ ଏହା ବାତ୍ୟା ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କ୍ଷେତ୍ର…
Read More...

ସଂସଦ ପାଇଁ ରଣନୀତି

କେନ୍ଦ୍ର ଅବହେଳାର ତାଲିକା କଲା ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ବି ଉଠାଯିବ ଭୁବନେଶ୍ୱର: ଆଗକୁ ନିର୍ବାଚନ ସାମ୍ନା କରିବା ଲାଗି ଯେଉଁ ସବୁ କଥା ଲୋକଙ୍କ ମନକୁ ଛୁଇଁବ, ସେମାନେ ତାତିବେ, ବିଜେପିକୁ ଛି ଛି କରିବେ, ସେଭଳି ବଛା ବଛା ପ୍ରସଙ୍ଗକୁ ବିଜେଡି ଏକାଠି କରିଛି । ଆସନ୍ତା…
Read More...

ସେଲଟର ହୋମ କେଳାଙ୍କାରୀ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳାମୋର୍ଚ୍ଚା

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାକୁ ବିରୋଧ କରି ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ…
Read More...

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ

ସଂଗ୍ରାମୀଙ୍କ ପରିବାରକୁ ଦେଶଭକ୍ତ ସମ୍ମାନ ପତ୍ର ପ୍ରଦାନ ଦାବି ଉତ୍ତରାଧÒକାରୀମାନଙ୍କ ସମସ୍ୟା ନେଇ ସ୍ବତନ୍ତ୍ର ଅଧÒବେଶନ ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ପୁରୋଧା, ଭାରତବର୍ଷର ଅନ୍ୟତମ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ତୁଙ୍ଗନେତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ…
Read More...

କାର୍ତିକ ପୂର୍ଣ୍ଣମୀ: କେବଳ ହିନ୍ଦୁଙ୍କର ନୁହେଁ, ଜୈନ ଓ ଶିଖଙ୍କର ବି

ଭୁବନେଶ୍ୱର: ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣମୀ । କାର୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣମୀକୁ କାର୍ତିକ ପୂର୍ଣ୍ଣମୀ ବୋଲି ବିଚାର କରାଯାଇଥାଏ । ଗୋଟିଏ ବର୍ଷରେ ପଡୁଥିବା ୧୫ପୂର୍ଣ୍ଣମୀ (ମଳ ମାସ କ୍ଷେତ୍ରରେ ଷୋହଳ ପୂର୍ଣ୍ଣମୀ ପଡିଥାଏ) ମଧ୍ୟରୁ ଏହା ଅଷ୍ଟମ ପୂର୍ଣ୍ଣମୀ । ଜପ, ତପ ଓ ବ୍ରତ…
Read More...

କାନ୍ଦାହାର ବିମାନ ଅପହରଣ ସ୍ମୃତି ପୁଣି ମନେ ପଡିଗଲା

ନୂଆଦିଲ୍ଲୀ : ପାଖାପାଖି ଦୁଇ ଦଶକ ପରେ ଆଜି ପୁଣି କାନ୍ଦାହାର ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆଦିଲ୍ଲୀ ବିମାନବନ୍ଦରରେ ଏକ ଆଫଗାନ ବିମାନ କାନ୍ଦାହାର ଯିବା ପୂର୍ବରୁ ପାଇଲଟ୍‍ ଅପହରଣ ଭୟ ଥିବା ନେଇ ସାଇରନ୍‍ ଦେବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଖାପାଖି ଅଢେଇ ଘଣ୍ଟାର ଯାଞ୍ଚ…
Read More...

ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ

କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍‍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ…
Read More...

ବିଜୁ ସମତାକ୍ରାନ୍ତି ଦଳକୁ ଜନ୍ମ ଦେବେ ଦାମ

ବିଜେପି ଶିବିରରେ ଚିନ୍ତା, ବିରୋଧୀ ଭୋଟରେ ଭାଗ ବିଜେଡି ଆଶ୍ୱସ୍ତ, ବଡ଼ ବ୍ୟବଧାନ ହାସଲ କରିବା ଚ୍ୟାଲେଞ୍ଜ ଅସନ୍ତୁଷ୍ଟ ନେତା ବିଜେପି ନୁହେଁ ଦାମଙ୍କୁ ଚାହିଁବେ ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ ଭଲ ନୁହେଁ ଭୁବନେଶ୍ୱର: ଗତ ନିର୍ବାଚନ ପୂର୍ବରୁ ଜନ୍ମ ନେଇଥିବା ପୂର୍ବତନ…
Read More...

ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ଶିଳ୍ପପତିଙ୍କ ମେଳା

ମୁକେଶ, ବିର୍ଲା, ଚନ୍ଦ୍ରଶେଖରନ୍‍ ପ୍ରମୁଖ ଯୋଗଦେବେ ଜାପାନ ସମେତ ୬ ବିଦେଶୀ ରାଷ୍ଟ୍ର ବି ହେବେ ସାମିଲ ନଦୀ ଓ ପର୍ଯ୍ୟଟନ ସ୍ଥାନ ଚିହ୍ନାଇବା ପାଇଁ ନୂଆ କୌଶଳ ଦେଓମାଳୀ ନାଁରେ ଗମ୍ୱୁଜ, ନଦୀ ନାଁରେ ହ୍ୟାଙ୍ଗର ଭୁବନେଶ୍ୱର: ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ନେଇ ଆସନ୍ତା…
Read More...

ମାଓବାଦୀ ନୁହେଁ, ଇଟାଭାଟି ଶ୍ରମିକ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍‍ଭିନ୍‍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି…
Read More...