ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

ଘଟଣା ଓ ଦୁର୍ଘଟଣା

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା

ଫିରୋଜାବାଦ: ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ବସ୍
Read More...

ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟ

ବଲାଙ୍ଗିରୀ: ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଶୁକ୍ରବାର ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାୟ ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲ୍ୟାପ୍‌ଟପ୍‌ ଓ ବ୍ୟାଙ୍କ ଚେକ୍‌ ଲୁଟି ନେଲେ ଦୁର୍ବୃତ୍ତ। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବା ବେଳେ ଏହି ଲୁଟ୍‌ର
Read More...

ଓଏସ୍‌ଆରଟିସି ବସ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ: ଓଏସ୍‌ଆରଟିସି ବସ୍ ଧକ୍କାରେ ବାଇକ୍‌ ଚାଳକର ଚାଲିଗଲା ଜୀବନ। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଆଇଁଲାଚୁଆଁ ଛକ ନିକଟରେ। ଏହି ଓଏସ୍‌ଆରଟିସି ବସ୍‌ଟି କଣ୍ଟାମାଳରୁ ରାଜଧାନୀ ଭୁବନେଶ୍ୱର ଯାଉଥିବା ବେଳେ
Read More...

କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର; ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଉଛନ୍ତି କଲ୍ୟାଣୀ ସାହୁ, ତାଙ୍କ ଘର କଟକ ସାଲେପୁର ଅଞ୍ଚଳରେ ଅଟେ। ରିପୋର୍ଟ ଅନୁଯାୟୀ କଲ୍ୟାଣୀ
Read More...

ଘରେ ନିଆଁ ଲାଗି ମାଆ ଝିଅ ଜୀବନ୍ତ ଦଗ୍‌ଧ

ହାଟପଦା: ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍‌ଧ। ଏଭଳି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ। ମୃତକ ହେଉଛନ୍ତି ୯୫ ବର୍ଷୀୟା ମହିଳା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କର ୬୨ ବର୍ଷୀୟା ଝିଅ ସଇରେନ୍ଦ୍ରୀ ଦୀକ୍ଷିତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି
Read More...

ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସାରୁଅସ୍ଥିତ ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ଗତକାଲି ଷ୍ଟୁଡିଓରେ ସୁଟିଂ ଥିଲା।
Read More...

ତାମିଲନାଡୁରେ ସଡକ ଦୁର୍ଘଟଣାରେ ୪ ଓଡିଆ ସାମ୍ବାଦିକ ଗୁରୁତର

ତାମିଲନାଡୁ: ତାମିଲନାଡୁର ରାମେଶ୍ୱରମ ନିକଟରେ ଏକ ସଡକ ଦୁର୍ଘଟଣାରେ ଓଡିଶାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଚାରିଜଣ ସାମ୍ବାଦିକ ରାମେଶ୍ୱରମ୍ ମନ୍ଦିରକୁ ଦର୍ଶନ ପାଇଁ
Read More...

ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା

କୋରାପୁଟ: ସ୍ୱାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ସ୍ତ୍ରୀକୁ ହତ୍ୟା । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏଭଳି ବିଭତ୍ସ କାନ୍ଦ ଘଟିଛି କୋରାପୁଟ ଜିଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ। ମୃତା ମହିଳା ହେଲେ ସାବିତ୍ରୀ ଖରା। ସୂଚନା
Read More...

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼

ଭଦ୍ରକ: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ କାଚ ଭାଙ୍ଗି ଯାଇଥିବା
Read More...

ମିଗ୍-୨୯ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଆଗ୍ରା: ଉତ୍ତର ପ୍ରଦେଶ ର ଆଗ୍ରାରେ ଆଜି ସୋମବାର ଏକ ମିଗ୍-୨୯ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରୁ ପାଇଲଟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଗ୍ରାର କାଗରୋଲ୍ ଅଞ୍ଚଳର ସୋଙ୍ଗା ଗାଁ ନିକଟରେ ଥିବା ଏକ ବିଲରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ
Read More...