Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
ଘଟଣା ଓ ଦୁର୍ଘଟଣା
ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ମୁମ୍ବାଇ: ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଏହି ଜାମ୍ରେ ଘଣ୍ଟାଧରି ଅଟକି ରହିଥିବା ଜଣେ ମହିଳା ଧୈର୍ଯ୍ୟ ହରାଇ ସିଧାସଳଖ ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ!-->…
Read More...
Read More...
ଛତିଶଗଡ଼ରେ ଚାର୍ଟର୍ଡ ବିମାନ ଦୁର୍ଘଟଣା, ୨ ମୃତ
ଛତିଶଗଡ଼: ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଦିନ ଏକ ଘରୋଇ ଚାର୍ଟର୍ଡ ବିମାନ ଆରା ପାହାଡ଼ ସହିତ ଧକ୍କା ଖାଇ ଭୟଙ୍କର ଦୁର୍ଘଟଣାରେ ପରିଣତ ହୋଇଛି। ଏହି ଘଟଣାରେ ବିମାନର ପାଇଲଟ୍ ଓ ସହ-ପାଇଲଟ୍ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ପ୍ରାରମ୍ଭିକ ତଦନ୍ତ!-->!-->!-->…
Read More...
Read More...
ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲାଲସିଂ ଗାଁର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଦୁଃଖଦ ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ପ୍ରାଣରକ୍ଷା!-->…
Read More...
Read More...
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ
ତାମିଲନାଡୁ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଥିବା ଏକ ବାଣ ତିଆରି କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଭୟାବହ ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ!-->…
Read More...
Read More...
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ
୬୦ରୁ ଅଧିକ ଦୋକାନ ଜଳି ଛାରଖାର
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ସହରରେ ଥିବା ପନିପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ରୁ ୬୦ଟି ଦୋକାନ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି!-->!-->!-->…
Read More...
Read More...
ଦିଲ୍ଲୀ ବୋମା ବିସ୍ଫୋରଣରେ ଭୁବନେଶ୍ୱର ଲିଙ୍କ୍ ସନ୍ଦେହ
ନୂଆ ଦିଲ୍ଲୀ: ଦିଲ୍ଲୀର ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ ସନ୍ଦେହ ଜନ୍ମନେଇଛି। ତଦନ୍ତ କରୁଥିବା ଏନଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବା ପରେ ଏହି ଦିଗରେ ତଦନ୍ତକୁ ଆଗେଇ ନେଇଛି। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇବା!-->…
Read More...
Read More...
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଝାରସୁଗୁଡା: ଜିଲ୍ଲାର ବିମାନ ବନ୍ଦର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଅତ୍ୟନ୍ତ ମର୍ମାନ୍ତିକ ଘଟଣା ଘଟିଛି। ପରିବାରିକ କଳହର ପରିଣାମରେ ଜଣେ ମା’ ନିଜର ଦୁଇ ନିଷ୍ପାପ ଶିଶୁଙ୍କୁ ଜୀବନ ନେଇଦେଇଥିବା ଅଭିଯୋଗ ଉଠିଛି। ଅଭିଯୁକ୍ତା ରଞ୍ଜିତା ଓରାମ ତାଙ୍କ!-->…
Read More...
Read More...
ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ମୁମ୍ବାଇ: ମୁମ୍ବାଇ ନିକଟବର୍ତ୍ତୀ ଭାୟନ୍ଦର ପୂର୍ବ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଇନ୍ଦ୍ରଲୋକ ପୁଲିସ୍ ଷ୍ଟେସନ୍ ନିକଟରେ ଥିବା ଲୋଧା କମ୍ପ୍ଲେକ୍ସ ପଛପଟେ ଥିବା ଏକ ବେଆଇନ ବସ୍ତିରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଶୀଘ୍ର ଭାବେ ପାଖପାଖି!-->…
Read More...
Read More...
ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାସିକ ଜିଲ୍ଲାର ଡିଣ୍ଡୋରି ତାଲୁକାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଡିଣ୍ଡୋରିର ଶିବାଜୀନଗର ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କୂଅରେ ଖସି ପଡ଼ିବାରୁ ଗୋଟିଏ ପରିବାରର ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ!-->…
Read More...
Read More...
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: ଦୁଇ ଦିନ ଧରି ନିଖୋଜ ଥିବା ୭ ବର୍ଷୀୟା ଜଣେ ଶିଶୁ କନ୍ୟାଙ୍କ ମୃତଦେହ ଶୁକ୍ରବାର ରାଜନଗର ଅଞ୍ଚଳର ବଢିନାକୋଲ୍ହା ଗାଁ ନିକଟସ୍ଥ ଏକ କେନାଲରୁ ଉଦ୍ଧାର କରାଯାଇଛି। ମୃତକା ଶୁଭଲକ୍ଷ୍ମୀ, କାଳନ୍ଦୀ ଚରଣ ନାୟକଙ୍କ କନ୍ୟା ବୋଲି ଚିହ୍ନଟ ହୋଇଛନ୍ତି। କୀର୍ତ୍ତନ କାର୍ଯ୍ୟକ୍ରମ ସମୟରେ!-->…
Read More...
Read More...