Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
ଦେଶ-ବିଦେଶ
‘ଜେନ୍ ଜେଡ୍’ ଆନ୍ଦୋଳନ ଦମନ ମାମଲା: ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଗିରଫ
କାଠମାଣ୍ଡୁ: ୨୦୨୫ର ‘ଜେନ୍ ଜେଡ୍’ ଆନ୍ଦୋଳନ ଦମନ ସମ୍ପର୍କିତ ମାମଲାରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଶନିବାର ସକାଳେ ଗିରଫ କରାଯାଇଛି। ଏହି ଆନ୍ଦୋଳନ ସମୟରେ ପୋଲିସ କାର୍ଯ୍ୟବାହୀରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ!-->…
Read More...
Read More...
ପଶ୍ଚିମ ଏସିଆ ସଂଘର୍ଷ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ଇରାନ-ଇସ୍ରାଏଲ ସଂଘର୍ଷର ପ୍ରଭାବରେ ଦେଶର!-->…
Read More...
Read More...
ଟ୍ରମ୍ପଙ୍କ ବଡ ଘୋଷଣା, ୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ
ନ୍ୟୁଜ୍ ବ୍ୟୁରୋ: ଇରାନ ବିରୋଧରେ ଯୋଜନାବଦ୍ଧ ସାମରିକ ଆକ୍ରମଣକୁ ଆମେରିକା ପକ୍ଷରୁ ୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ୱାଶିଂଟନ ଓ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଅବକାଶ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗତ!-->…
Read More...
Read More...
ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର!-->!-->!-->…
Read More...
Read More...
ଏପ୍ରିଲ୍ରୁ ମହଙ୍ଗା ହେବ ବିମାନ ଯାତ୍ରା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଙ୍କଟ ପ୍ରଭାବରେ ତେଲ ଆମଦାନି କମିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ବିମାନ ଇନ୍ଧନ (ଏଟିଏଫ୍) ଦର ବୃଦ୍ଧି ପାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହାର ସିଧାସଳଖ ପ୍ରଭାବ ବିମାନ ଭଡା ଉପରେ ପଡ଼ିବ।ପ୍ରତି ମାସର!-->…
Read More...
Read More...
ବିଶ୍ୱ ପାଳିଲା ‘ଜଳ’ ଦିବସ
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ‘ଜଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜଳ କେବଳ ଜୀବନର ମୂଳ ଆଧାର ନୁହେଁ, ବରଂ ପୃଥିବୀର ଭବିଷ୍ୟତକୁ ମଧ୍ୟ ନିର୍ଣ୍ଣୟ କରେ। ପ୍ରତ୍ୟେକ ବୁନ୍ଦା!-->…
Read More...
Read More...
ଅଯୋଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ଏବେ ପୂର୍ଣ୍ଣ ରୂପ ନେଇଛି। ଶାରଦୀୟ ନବରାତ୍ରୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତ କରି ପ୍ରଭୁ ରାମଲାଲାଙ୍କ ଦର୍ଶନ ସହ!-->!-->!-->…
Read More...
Read More...
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’
ଗୁଜୁରାଟ: ମଧ୍ୟପ୍ରାଚ୍ୟର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ‘ନନ୍ଦାଦେବୀ’ ନାମକ LPG ଜାହାଜ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିଛି। ଏହା ଗୁଜରାଟର ଭାନିଦାର ବନ୍ଦରରେ ପହଞ୍ଚିଛି।
ଏହା ପୂର୍ବରୁ ‘ସିୱାଲିକ୍’ ଜାହାଜ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା।!-->!-->!-->…
Read More...
Read More...
ହର୍ମୁଜ ପ୍ରଣାଳୀ ପାର କରି ଭାରତ ଆସୁଛି ଏଲପିଜି ବୋଝେଇ ୨ ଜାହାଜ
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ବିଶ୍ୱ ତୈଳ ଓ ଗ୍ୟାସ ଯୋଗାଣ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତ ପାଇଁ ଏକ ଆଶ୍ୱାସନଦାୟକ ଖବର ସାମ୍ନାକୁ ଆସିଛି। ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତ!-->…
Read More...
Read More...
ଦୁବାଇରେ ଏମରଜେନ୍ସି ଆଲର୍ଟ: ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ପରାମର୍ଶ
ୟୁଏଇରେ ଡ୍ରୋନ ଆକ୍ରମଣ ଆଶଙ୍କାକୁ ନେଇ ଦୁବାଇରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି। ଡ୍ରୋନ ଷ୍ଟ୍ରାଇକ ସମ୍ଭାବନା ଥିବାରୁ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି। ସମସ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଅତି!-->…
Read More...
Read More...