Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
ପାଣିପାଗ
ଭୂମିକମ୍ପରେ ଥରିଲା ମାଲକାନଗିରି
ମାଲକାନଗିରି: ଭୂମିକମ୍ପରେ ଥରିଲା ମାଲକାନଗିରି। ମାଲକାନଗିରି ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ। ଆଜି ସକାଳ ୭ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ଦାମନଯୋଡି, ଛତିଶଗଡ ସୁକୁମା ଓ ବିଜାପୁରରେ ଏବଂ ତେଲେଙ୍ଗାନାରେ ବି ଭୂମିକମ୍ପ ଅନୁଭୂତ ହୋଇଛି। ମାତ୍ର ଦୁଇ ସେକେଣ୍ଡ ପାଇଁ!-->…
Read More...
Read More...
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସଦୃଶ ଲଘୁଚାପ କ୍ଷେତ୍ର
୨୪ ଘଣ୍ଟାରେ ନେବ ଡିପ୍ରେସନ ର ରୂପଭୁବନେଶ୍ବର: ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ରହିଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ - ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆଜି ସକାଳେ ସଦୃଶ ଲଘୁଚାପ କ୍ଷେତ୍ର ର ରୂପ ନେଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ!-->…
Read More...
Read More...
ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର
ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନାଭୁବନେଶ୍ବର: ବିଷୁବରେଖା ରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗରୀୟ ଅଞ୍ଚଳ ତଥା ଦକ୍ଷିଣ ଆଣ୍ଡମାନ ସାଗର ବାୟୁ ମଣ୍ଡଳ ଉପରି ଭାଗ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ଏହି କ୍ଷେତ୍ର କ୍ରମଶଃ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗ ରେ!-->…
Read More...
Read More...
ତାଳଚୁଆରେ କରିପାରେ ଲ୍ୟାଣ୍ଡଫଲ
ଭୁବନେଶ୍ବର: ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ତେବେ!-->!-->!-->…
Read More...
Read More...
ଦାନା ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ବର: ଦାନା ପ୍ରଭାବ ରେ ଆସନ୍ତା ୧୮ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେଉଁଝର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲ୍ଲା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହ ବିଭିନ୍ନ ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା!-->…
Read More...
Read More...
ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ‘ ଦାନା ‘
ଭୁବନେଶ୍ବର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ବାତ୍ୟା ' ଦାନା '। ଦାନା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗ ରେ ଘଣ୍ଟା ପ୍ରତି ୧୨ କିମି ବେଗ ରେ ଅଗ୍ରସର ହେଉଛି। ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୪୬୦କିମି ଦୂର ରେ ଅବସ୍ଥିତ ରହିଛି ଦାନା ।ଦାନା ଆସନ୍ତା ୧୨!-->…
Read More...
Read More...
ଆସନ୍ତାକାଲି ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା
୨୪ ରେ ଉତ୍ତର ଓଡ଼ିଶା ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନାଭୁବନେଶ୍ବର:ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେବା ସହ ଆଉ ଅଳ୍ପ କିଛି ଘଣ୍ଟା ମଧ୍ୟରେ ଗଭୀର ଅବପାତ ରେ ପରିଣତ ହେବ ଓ ଆସନ୍ତାକାଲି ସକାଳେ!-->…
Read More...
Read More...
ସଦୃଶ ଲଘୁଚାପ ରେ ପରିଣତ ହେଲା ଲଘୁଚାପ
୨୩ ରେ ନେବ ବାତ୍ୟା ର ରୂପ
ଭୁବନେଶ୍ବର; ଉତ୍ତର ଆଣ୍ଡମାନ ସାଗର ରେ ଥିବା ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ସଦୃଶ ଲଘୁଚାପ ରେ ପରିଣତ ହୋଇଛି। ଏହି କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ସକାଳେ ଅବପାତ ରେ ପରିଣତ ହେବ ଓ ଉତ୍ତର ପଶ୍ଚିମ ଦିଗ ରେ!-->!-->!-->…
Read More...
Read More...
୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା
ଭୁବନେଶ୍ବର; ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା । ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
!-->!-->!-->…
Read More...
Read More...
୨୦ ଅକ୍ଟୋବର ରୁ ଅଶାନ୍ତ ହେବ ବଙ୍ଗୋପସାଗର
ସିଷ୍ଟମ୍ ସୃଷ୍ଟି ପାଇଁ ପାଗ ଅନୁକୂଳ
୨୩-୨୫ ଉପକୂଳ ଓଡ଼ିଶା ରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡମାନ ସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ଟି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ରେ!-->!-->!-->!-->!-->!-->!-->…
Read More...
Read More...