ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ
Browsing Category

ପାଣିପାଗ

ରାଜ୍ୟରେ ହିଟ୍‌ୱେଭ ଜାରି: ୪୨ ଟପିଲା ଝାରସୁଗୁଡ଼ା

ଭୁବନେଶ୍ବର: ରାଜ୍ୟର କ୍ରମାଗତ ଭାବେ ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଝାରସୁଗୁଡାରେ ୪୨ଡ଼ିଗ୍ରୀ ଅତିକ୍ରମ କରିଛି ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ୪୨.୨ ଡ଼ିଗ୍ରୀ, ସମ୍ବଲପୁର ୪୧.୬, ରାଉରକେଲା ୪୦.୨ ଡ଼ିଗ୍ରୀ, ହୀରାକୁଦ ୪୦…
Read More...

୨୫ ଯାଏଁ କାଳବୈଶାଖୀ, ୨୭ ଜିଲାକୁ ସତର୍କତା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି। ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଶନିବାର ପାଇଁ ୨୭ ଜିଲାକୁ ଆଞ୍ଚଳିକ ପାଣିପାଗ…
Read More...

ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ଗୁରୁଚାପ ବଳୟ ର ଉପସ୍ଥିତି ହେତୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ କୁ ପ୍ରବେଶ କରୁଛି ସେହିପରି ମଧ୍ୟପ୍ରଦେଶ ର ବାୟୁମଣ୍ଡଳ ଉପରଭାଗ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହା ସହ ଜଡିତ ଏକ ନିମ୍ନଚାପ ରେଖା ଜନିତ ବାୟୁ ପ୍ରବାହ ଓ…
Read More...

୨୦ ରୁ ୨୪ ଯାଏଁ ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଭ୍ୟନ୍ତର ଓଡ଼ିଶା ରୁ ବିଦର୍ଭ ଯାଏଁ ଏକ ନିମ୍ନଚାପ ରେଖା ବିସ୍ତାରିତ ହୋଇଛି। ସେହିପରି ବଙ୍ଗୋପସାଗର ଉପରେ ଏକ ଗୁରୁଚାପ ବଳୟ ରହିଛି। ବଙ୍ଗୋପସାଗର ରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓ ନିମ୍ନଚାପ ଜନିତ ବାୟୁ ସମ୍ମିଶ୍ରଣ ହେତୁ ଆସନ୍ତା ୨୦ ରୁ ୨୪ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ…
Read More...

କେମିତି ରହିବ ଆସନ୍ତା ସାତ ଦିନ ର ପାଣିପାଗ ଆସନ୍ତୁ ଜାଣିବା

ଭୁବନେଶ୍ବର: ଏବେ ରାଜ୍ୟ ରେ ଦିନ ତାପମାତ୍ରା ଅଧିକ ରହୁଛି। ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୩୮.୦°C ଉପରେ ରହୁଛି। ସେହିପରି ଉପକୂଳ ଓଡ଼ିଶା ରେ ମଧ୍ୟ ଖରା, ଗରମ ଅନୁଭୂତ ହେଉଛି। ତେବେ ଆସନ୍ତା ୩-୪ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ…
Read More...

ବଢିବ ଦିନର ତାପମାତ୍ରା

ଭୁବନେଶ୍ଵର, ଏଣିକି ରାଜ୍ୟ ରେ ଦିନ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଦିନ ତାପମାତ୍ରା ୨-୪° C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ୨ ଦିନ ରେ ତାପମାତ୍ରା ୨°C ଯାଏଁ ବୃଦ୍ଧି ପାଇପାରେ। ମାର୍ଚ୍ଚ ୩-୪ ତାରିଖ ବେଳକୁ…
Read More...

ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତକାଲି ଗାଙ୍ଗେୟ ପଶ୍ଚିମବଙ୍ଗ ରୁ ତେଲେଙ୍ଗାନା ଯାଏଁ ବିସ୍ତାରିତ ହୋଇଥିବା ଟ୍ରଫ୍ ରେଖା ଆଜି ଉତ୍ତର ବାଂଲାଦେଶ ରୁ ଗାଙ୍ଗେୟ ପଶ୍ଚିମବଙ୍ଗ, ଆଭ୍ୟନ୍ତର ଓଡ଼ିଶା, ଦକ୍ଷିଣ ଛତିଶଗଡ ଦେଇ ତେଲେଙ୍ଗାନା ଯାଏଁ ବିସ୍ତାରିତ ହୋଇଛି। ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର…
Read More...

ଆସନ୍ତାକାଲି ଠାରୁ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ଵର: କିଛି ଦିନ ଧରି ରାତି ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ର ପ୍ରକୋପ ଅଧିକ ରହୁଛି। ତେବେ ଆସନ୍ତା କାଲି ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ତେଣୁ ଶୀତ ର ପ୍ରକୋପ ହ୍ରାସ ପାଇବ। ସେହିପରି ଏହି ସମୟ ରେ ଦିନ ତାପମାତ୍ରା ୧-୨°C ଯାଏଁ ବୃଦ୍ଧି…
Read More...

ଘନ କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା ଜାରି

ଆହୁରି ୫ ଦିନ ଶୀତରେ ଥରିବ ଓଡିଶା ଭୁବନେଶ୍ବର: ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ। ଏହା ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ସାଙ୍ଗକୁ ଘନ କୁହୁଡି…
Read More...

ବଢିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ବର: ରାଜ୍ୟ ରେ ଗତ କିଛି ଦିନ ଧରି ରାତି ତାପମାତ୍ରା କମ୍ ରହିବା ଯୋଗୁଁ ଶୀତ ଅନୁଭୂତ ହେଉଛି। କିନ୍ତୁ ଏବେ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବ ଓ ଦିନ ତାପମାତ୍ରା ୧-୨°C ବୃଦ୍ଧି ହେବ ତେଣୁ ଶୀତ ର ପ୍ରଭାବ ଆସନ୍ତା ୩-୪ ଦିନ ଯାଏଁ କମ୍ ରହିବ। ଆସନ୍ତା ୪୮ ଘଣ୍ଟା…
Read More...