Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ
Browsing Category
ବଡ ଖବର
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା
କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବେଙ୍ଗାଲୁରୁ ରାଜଭବନକୁ ଯାଇ ଇସ୍ତଫାପତ୍ର ଦାଖଲ କରିଥିବା ସୂଚନା ଏକ ପ୍ରେସ୍ମିଟ୍ରେ ଦେଇଛନ୍ତି।
ସିଦ୍ଦାରାମାୟା କହିଛନ୍ତି ଯେ, ରାଜ୍ୟପାଳଙ୍କ!-->!-->!-->…
Read More...
Read More...
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ
ନ୍ୟୁଜ୍ ବ୍ୟୁରୋ: ସିବିଆଇ NEET-UG 2026 ପେପର୍ ଲିକ୍ ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ମାମଲାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଲାଟୁରର ଡାକ୍ତର ମନୋଜ ଶିରୁରେ। ସିବିଆଇ ଅନୁଯାୟୀ, ସେ!-->…
Read More...
Read More...
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ନ୍ୟୁଜ୍ ବ୍ୟୁରୋ: ଇବୋଲା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ୁଥିବାବେଳେ ଭାରତ ସରକାର ମଧ୍ୟ ସତର୍କ ହୋଇଛନ୍ତି। ଇବୋଲା ଭାଇରସ ପାଇଁ ପ୍ରସ୍ତୁତି ଓ ପ୍ରତିରୋଧ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ବୈଠକ!-->…
Read More...
Read More...
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍ ଏଲପିଜି ବୋଝେଇ ଟ୍ୟାଙ୍କର
ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ବଡ଼ ସ୍ୱସ୍ତି; ‘ସାଇମି’ ଟ୍ୟାଙ୍କର ସୁରକ୍ଷିତ ଭାବେ କାଣ୍ଡଲା ବନ୍ଦରରେ ପହଞ୍ଚିଲା । ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ପ୍ରାୟ ୨୦ ହଜାର ଟନ୍ ରନ୍ଧନ ଗ୍ୟାସ୍ ବୋଝେଇ ହୋଇଥିବା ଏଲପିଜି ଟ୍ୟାଙ୍କର ‘ସାଇମି’ ରବିବାର ଗୁଜୁରାଟର!-->…
Read More...
Read More...
ପେଟ୍ରୋଲ ପମ୍ପରେ ରାତିଠୁ ଲମ୍ବା ଧାଡି
ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଇନ୍ଧନ ଅଭାବ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖାଦେଇଛି ଅସହ୍ୟ ଭିଡ଼। ଭୁବନେଶ୍ୱର-କଟକ ଟ୍ୱିନ୍ସିଟି ସହ ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜୟପୁର ଓ!-->…
Read More...
Read More...
ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ସଙ୍କଟ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ସହ ସମଗ୍ର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଗୁରୁତର ରୂପ ନେଇଛି। ଏହି ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସଂଘର ସମ୍ପାଦକ କହିଛନ୍ତି, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ଘରୋଇ ବସ୍!-->…
Read More...
Read More...
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଗ୍ରାମୀଣ ରୋଜଗାର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣି ‘ଭିବି-ଜିରାମ-ଜି’ ଆଇନକୁ ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ କରିବାକୁ ଅଧିସୂଚନା ଜାରି କରିଛନ୍ତି। ଏହି ନୂତନ ଯୋଜନା ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ’ ନାମରେ!-->…
Read More...
Read More...
ରାଘବ ଚଡ୍ଡାଙ୍କ Z+ ସୁରକ୍ଷା ମଧ୍ୟ ପ୍ରତ୍ୟାହାର
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଦଳ ପକ୍ଷରୁ ଲଗାତାର କଡ଼ା ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦିଆଯାଇଥିବାବେଳେ, ଏବେ ତାଙ୍କୁ ମିଳିଥିବା Z+ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପଞ୍ଜାବ ସରକାର ପ୍ରତ୍ୟାହାର!-->…
Read More...
Read More...
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ମଧ୍ୟରେ ହର୍ମୁଜରେ ୩୬ ଦିନ ଧରି ଫସିଥିବା ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଯୁଦ୍ଧ ଅବସ୍ଥାରେ ଏଲପିଜି!-->…
Read More...
Read More...
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ
ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଲ୍ଟିପୁଲ ଅର୍ଗାନ!-->…
Read More...
Read More...