ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ
Browsing Category

ବଡ ଖବର

ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ପୁରୀ: ଆସନ୍ତା ବର୍ଷର ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ, ସୁରକ୍ଷିତ ଏବଂ ଅଘଟଣଶୂନ୍ୟ କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରଥର ଇନର୍ କର୍ଡନ୍ ଅଞ୍ଚଳ ପାଇଁ ଜାରି ହେଉଥିବା ଭିଆଇପି ଓ ଭିଭିଆଇପି କର୍ଡନ୍ ପାସ୍ ସଂଖ୍ୟାକୁ ଏଥର ପୂର୍ବବର୍ଷ ତୁଳନାରେ ଅଧାକୁ କମାଇ…
Read More...

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍

ନ୍ୟୁଜ୍ ବ୍ୟୁରୋ: ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସେମାନଙ୍କୁ ଡିଜିଟାଲ୍ ଆସକ୍ତିରୁ ଦୂରେଇ ରଖିବା ପାଇଁ ବ୍ରିଟେନ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ…
Read More...

ରାଜ୍ୟରେ KG ରୁ PG ପିଲା ପଢିବେ ମାଗଣା ପାଠ

ଭୁବନେଶ୍ବର: ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ଓଡ଼ିଶାରେ କିଣ୍ଡରଗାର୍ଡେନ୍ (କେଜି ) ଠାରୁ ସ୍ନାତକୋତ୍ତର…
Read More...

ପତିତପାବନ, ଆନନ୍ଦବଜାର ଓ ନୀଳଚକ୍ରକୁ ମିଳିଲା ଟ୍ରେଡମାର୍କ ସ୍ୱୀକୃତି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପତିତପାବନ, ଆନନ୍ଦବଜାର ଓ ନୀଳଚକ୍ର ନାମକୁ ବୁଧବାର ଟ୍ରେଡମାର୍କ ସ୍ୱୀକୃତି ମିଳିଛି। ଇଣ୍ଡିଆ ଟ୍ରେଡମାର୍କ ରେଜେଷ୍ଟ୍ରି ପକ୍ଷରୁ ଏହି ତିନିଟି ନାମକୁ ଆଇନଗତ ମାନ୍ୟତା ଦିଆଯାଇଛି। ଏହା ସହିତ ଶ୍ରୀମନ୍ଦିର ପକ୍ଷରୁ ଦାଖଲ ହୋଇଥିବା ଆଉ ୨୬ଟି…
Read More...

‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ ଦୀଘାର ଜଗନ୍ନାଥ ମନ୍ଦିରର ନାମକରଣ ବିବାଦ ମଧ୍ୟରେ ଏକ ନୂଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ଦୀଘା ଜଗନ୍ନାଥ ଧାମ” ନାମରୁ “ଧାମ” ଶବ୍ଦ ହଟାଯାଇ ଏହାକୁ “ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର” ଭାବେ ନାମକରଣ କରାଯିବ। ଏହି ବିବାଦ…
Read More...

ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)କୁ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଯେ ସୁଜାତାଙ୍କ ଦଳରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଦଳ ତାଙ୍କୁ ଖୋଲା ମନରେ ସ୍ୱାଗତ କରିବାକୁ…
Read More...

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା

ନ୍ୟୁଜ୍ ବ୍ୟୁରୋ: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ଏବଂ ସୂଚାରୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ବାବଦରେ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଅର୍ଥ ପ୍ରଦାନ…
Read More...

୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନ୍ୟୁଜ୍ ବ୍ୟୁରୋ: ଦେଶର ଭିତ୍ତିଭୂମି ବିକାଶ, ବିମାନ ଚଳାଚଳ କ୍ଷେତ୍ରର ସ୍ଥିରତା ଏବଂ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ କରି କେନ୍ଦ୍ର କ୍ୟାବିନେଟ ବୁଧବାର ମୋଟ ୩୯,୨୯୦ କୋଟି ଟଙ୍କାର ଛଅଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଦେଶର ପରିବହନ ବ୍ୟବସ୍ଥା, ବିମାନ ଶିଳ୍ପ ଏବଂ…
Read More...

ମଦର ଡେରୀର ନୂଆ ପଦକ୍ଷେପ

ନ୍ୟୁଜ୍ ବ୍ୟୁରୋ: ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ମଦର ଡେରୀ। କମ୍ପାନୀ ଏକ ନୂଆ ପ୍ରକାରର କ୍ଷୀର ପାଉଚ୍ ଆଣିଛି, ଯାହା ମାଟିରେ ପ୍ରାକୃତିକ ଭାବେ ବିଘଟିତ ହୋଇଯିବ ଏବଂ ପ୍ଲାଷ୍ଟିକର କୌଣସି ଚିହ୍ନ ଛାଡ଼ିବ ନାହିଁ। କମ୍ପାନୀ ଜୁନ୍…
Read More...

ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ,

ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’ବିହାର: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ତଥା ବିହାର ବିଧାନ ପରିଷଦର ବିରୋଧୀ ଦଳ ନେତ୍ରୀ ରାବ୍ରୀ ଦେବୀଙ୍କୁ ବଡ଼ ଝଟକା ଲାଗିଛି। ପାଟନାର ୧୦ ସର୍କୁଲାର ରୋଡ୍‌ରେ ଥିବା ସେମାନଙ୍କ ସରକାରୀ ବାସଭବନ…
Read More...