ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ବଡ ଖବର

କେହି ଭୁଲନ୍ତୁନି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ କଂଗ୍ରେସକୁ କ୍ଷମତାଚ୍ଯୁତ କରିଥିଲା

ହୁଗୁଳାପଣ ଜଳଜଳ, ପୁରୀ, ଭୁବନେଶ୍ବର, କଟକ ସବୁଠି ସ୍ଥିତି ଗମ୍ଭୀରସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ, ପୁଲିସ ମହାନିର୍ଦେଶକଙ୍କ ପ୍ରତି ବିପଦ ବଢିପାରେ ଭୁବନେଶ୍ବର: ପୂରା ଓଡ଼ିଶା ନିୟମ ମାନିଲା। ସମସ୍ତେ ନିଜ ମନ ଉପରେ ପଥର ଥୋଇ ଟିଭି ପରଦାରେ ରଥଯାତ୍ରା ଦେଖିଲେ। ୟୁ-ଟ୍ୟୁବର ଇସ୍କନ ଭକ୍ତ
Read More...

ସ୍ମାର୍ଟସିଟି ବାବୁ, ଆର୍‌କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?

ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ ୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍କାହା ଆଖିକୁ ନଜର
Read More...

ପରିବର୍ତ୍ତନ ମୁହାଁ ଓଡ଼ିଶା ବିଜେପି ରାଜନୀତି

ରାଜ୍ୟ ରାଜନୀତିରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଭାବ କମୁଛି କି?ସବୁଠି ଅଶ୍ବିନୀଙ୍କୁ ନେଇ ଚର୍ଚ୍ଚା, ଧର୍ମେନ୍ଦ୍ରଙ୍କ ପତିଆରାରେ ଭାଗ ବସାଇଲେବିଜେଡି ଶିବିରରେ ବି ଛାଇଗଲେଣି ଅଶ୍ବିନୀ, ଅଫିସର ବି କହୁଛନ୍ତି ସେ ଭଲବୈଜୟନ୍ତ କ୍ଷୁବ୍ଧ ଏବଂ ଅସୁଖୀ, ସେପଟ ବନ୍ଧୁ ମନ୍ତ୍ରୀ ହୋଇଥିବାରୁ
Read More...

ରାଷ୍ଟ୍ରପତି ନିର୍ବାଚନ: କାହା ପଲା କେତେ ଭାରି

ବିଜେପି ଏକାକୀ ସଂଖ୍ୟା ହାସଲ କରିପାରିବ ନାହିଁ, ଏନଡିଏ ବି ନୁହେଁଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ ନ କଲେ ସ୍ଥିତି ଅଧିକ ଗମ୍ଭୀର ହେବନବୀନ, ଚନ୍ଦ୍ରଶେଖର, ଜଗନମୋହନଙ୍କୁ ଭରସା କରିବ ମୋଦୀଙ୍କ ବିଜେପିଏମାନେ ବିଦ୍ରୋହ ଘୋଷଣା କଲେ ଓ ୟୁପି ଭୋଟ ବିଗିଡିଲେ ଭୟଙ୍କର ହେବୟୁପିରେ ଭଲ କଲେ ଓଲଟା
Read More...

ବିଲୁପ୍ତ ହୋଇଯିବ କି ମହାପ୍ରଭୁଙ୍କର ବିରଳ ପରମ୍ପରା!

ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ଉପରେ କାହାର ନଜର ନାହିଁ୧୯୦୫ ମସିହାରେ ଶେଷ ଥର ପାଇଁ ହୋଇଥିଲା, ୧୧୬ବର୍ଷ ହେଲାଣିମହତାବ, ନନ୍ଦିନୀଙ୍କ ଠାରୁ ଜାନକୀ ଏବଂ ବିଜୁ ପଟ୍ଟନାୟକ ସମସ୍ତେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମହାପ୍ରଭୁଙ୍କର ଏହି ବେଶ ଆହ୍ବାନ ରଖୁଛିମୋଦୀ ରାମ
Read More...

କଡ ଲେଉଟାଉଛି ଓଡ଼ିଶା ରାଜନୀତି

ନୂଆ ରଣକୌଶଳ ସହିତ ଧୀରେ ଧୀରେ ଆଗଉଛି ବିଜେପିଚାପ କୌଶଳ ପ୍ରୟୋଗ କରିବେ, ନାଲିଆଖି ଦେଖାଇବେସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ଯାବତୀୟ ଫନ୍ଦିବିଜେଡି ପାଇଁ ସତର୍କର ବେଳ, ଭାବମୂର୍ତି ଏକମାତ୍ର ସମ୍ବଳବିଜେଡିର ଗଡ ଗାଁ ଲୋକଙ୍କ ଭୋଟ, ଆଖେଇଲାଣି ବିଜେପି ଭୁବନେଶ୍ବର: ୨୦୨୨
Read More...

ସୌମ୍ୟ ମାମଲା: ପୁଲିସ ମୁଖ୍ଯାଳୟ ଦ୍ବନ୍ଦ୍ବରେ ଅଛି କି?

ବିଦ୍ୟାଙ୍କ ଟେଲିଫୋନ୍ ବାର୍ତ୍ତାଳାପ, ହାତଲେଖା ଅନେକ କିଛି କହୁଛିପିଲାମାନେ ଅଶାନ୍ତିରେ ଯଦି ଥିଲେ, ପରିବାର ଲୋକଙ୍କ ଭୂମିକା କଣ ଥିଲା?ସୌମ୍ୟ କଥା ହେଉଥିବା ଝିଅ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ?କ୍ରାଇମବ୍ରାଞ୍ଚ ଓ ପୁଲିସ ଦୁଇଟି ସ୍ବତନ୍ତ୍ର ସଂସ୍ଥା, ଏକାଠି କେମିତି ତଦନ୍ତ
Read More...

ମୌସୁମୀ ଅଧିବେଶନକୁ ବିଗାଡ଼ିବ ପେଗାସସ୍ ରିପୋର୍ଟସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରିକେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବା ଆଶଙ୍କାକେନ୍ଦ୍ରମନ୍ତ୍ରୀ, ରାହୁଲ, ପ୍ରଶାନ୍ତ କିଶୋରଙ୍କ ଫୋନ ହ୍ୟାକ୩୮ ସାମ୍ବାଦିକଙ୍କୁ ବି କରାଯାଇଛି ଟାର୍ଗେଟ ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପେଗାସସ୍
Read More...

ଗଜପତି ମହାରାଜାଙ୍କ ସହିତ ଯୋଡିହେଲା ବିରଳ ରେକର୍ଡ

ପାଖାପାଖି ତିନିଶହ ବର୍ଷ ପରେ କୌଣସି ଗଜପତି ପଚାଶ ବର୍ଷ ଧରି ଛେରା ପହଁରା କଲେ୧୯୭୬ରେ ବିଦେଶରେ ଥିବା ଯୋଗୁଁ ମହାପ୍ରଭୁଙ୍କ ଛେରାପହଁରା କରିପାରିନଥିଲେ ଗଜପତି୬୮ବର୍ଷୀୟ ଗଜପତିଙ୍କ ସିଂହାସନ ଆରୋହଣକୁ ମଧ୍ୟ ୨୦୨୦ରେ ପଚାଶ ବର୍ଷ ଛୁଇଁଥିଲା ଭୁବନେଶ୍ବର: ପୁରୀ ଗଜପତି ମହାରାଜାଙ୍କ ସହିତ
Read More...

କାହାକୁ ଦେଖାଇବା ପାଇଁ ଅଶ୍ବିନୀ ଏମିତି କଲେ

ଭୁବନେଶ୍ବର: ରାଜନୀତିରେ କ୍ଷମତାର ଶୀର୍ଷରେ ରହି ସର୍ବେସର୍ବା ସାଜୁଥିବା ଲୋକଟି ହାତରୁ ଯେତେବେଳେ ଦୁଧିଆଳୀ ବିଭାଗ ଚାଲିଯାଏ ତାଙ୍କର ପ୍ରଭାବ କମିଯାଏ କି? ଓଜନିଆ ବିଭାଗ ଚାଲିଗଲେ ସଂପୃକ୍ତ ନେତାଙ୍କ ପ୍ରଭାବ ରାଜନୀତିରେ ଗୌଣ ହୋଇଯାଏ କି? ଏମିତି କିଛି ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ
Read More...