Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
ବଡ ଖବର
ଆଗେଇଯାଉଛି ବିଜେଡି; ପାରୁନାହାନ୍ତି ବିଜେପି, କଂଗ୍ରେସ
କଂଗ୍ରେସକୁ କନ୍ଦଳ ରୋଗ ଛାଡୁନି, ସଂଗଠନରେ ନିଷ୍କ୍ରିୟତା ଜଳ ଜଳରାଜ୍ୟ ବିଜେପି ଶିବିରରୁ ବେଶୀ ଗର୍ଜନ ଶୁଭୁଛି, ହେଲେ ଆକ୍ରମଣ ନାହିଁବରିଷ୍ଠଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦେଇ ଯୁବକଙ୍କୁ ଭରସା କରିଛି ବିଜେଡିନବୀନ ଏକମାତ୍ର ଅସ୍ତ୍ର, ତଥାପି ସାଂଗଠନିକ କାର୍ଯ୍ୟକ୍ରମରେ ସମସ୍ତଙ୍କଠୁ!-->…
Read More...
Read More...
ମୋଦୀଙ୍କ ବିରୋଧରେ ଅସଲ ଖେଳ ଆରମ୍ଭ! (୧)
ସବୁ ଆଞ୍ଚଳିକ ଓ ଅଣବିଜେପି ରାଜନୈତିକ ଦଳ ଏକାଠି ହାତ ମିଳାଇଲେଜାତିଭିତ୍ତିକ ଜନଗଣନା, ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି ହେଲା ପ୍ରସଙ୍ଗଉତ୍ତରପ୍ରଦେଶରେ ଝଟ୍କା ଖାଇଲେ ଦୋହଲିବ ଦିଲ୍ଲୀ ଦରବାର ଆସନନୀତିଶ-ତେଜସ୍ବୀ ବି ଏକାଠି, ବିଜେଡି, ମମତା, ଜଗନ, ଡିଏମକେ ମଧ୍ୟବିଜେପି ହିନ୍ଦୁତ୍ବ!-->…
Read More...
Read More...
କାହିଁକି ଆଗ ହାଇସ୍କୁଲରୁ ରୂପାନ୍ତରୀକରଣ ପ୍ରକ୍ରିୟା?
ନବୀନଙ୍କ ରଣନୀତି ବିରୋଧୀଙ୍କ ପାଇଁ ଅବୁଝା
ଭୁବନେଶ୍ବର: ବିଦ୍ଯାଳୟର ରୂପାନ୍ତରୀଣକରଣ ଆରମ୍ଭ ହୋଇଛି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୮ ହଜାର ହାଇସ୍କୁଲର କଳେବର ରାଜ୍ୟ ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି।!-->!-->!-->…
Read More...
Read More...
କ’ଣ ସଙ୍କେତ ଦେଇ ଫେରିଲେ ଅଶ୍ବିନୀ, ଧର୍ମେନ୍ଦ୍ର?
ଭୁବନେଶ୍ବର: ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କର ଓଡ଼ିଶା ଗସ୍ତ ଆଜି ଶେଷ ହେଉଛି। ୧୯ ତାରିଖରୁ ଚାରିଦିନିଆ ଗସ୍ତରେ ଆସିଥିଲେ ଉଭୟ କେନ୍ଦ୍ର ଶିକ୍ଷା ଏବଂ ରେଳ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ!-->…
Read More...
Read More...
ବିଜେଡିକୁ କାହାର ବେଶୀ ଆବଶ୍ୟକତା; ଯୁବ ନା ବରିଷ୍ଠ
୮୨ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ବିବାଦ ବଢୁଛିବରିଷ୍ଠ ନେତା କନିଷ୍ଠଙ୍କୁ ରାସ୍ତା ଛାଡିବାକୁ ନାରାଜ ଅଛନ୍ତିଅସନ୍ତୁଷ୍ଟ ନେତାଙ୍କ ଘରେ ପ୍ରତିଦିନ ମେଳି ବାନ୍ଧୁଛନ୍ତିଯୁବ ନେତାଙ୍କର ବି ଧୈର୍ଯ୍ୟ ଚ୍ୟୁତି, ଏଥର ନିଶ୍ଚୟ ଲଢିବେବିଜେଡିକୁ ଦୁର୍ବଳ କରୁଛନ୍ତି ଖବ୍ରି, ଏଘର ମାଉସୀ...ସେଘର!-->…
Read More...
Read More...
କେଉଁଠି ଗୋଟେ ଅଟକିଗଲା ପୁଲିସ୍ ବିଲ୍
ପାଞ୍ଚଟି ଆପତ୍ତି ଦର୍ଶାଇ ରାଜ୍ୟପାଳ ଫେରାଇଥିଲେକହିଥିଲେ, ସଂଶୋଧନ ସହ ବିଧାନସଭାକୁ ଆଣସରକାର ଏହା ଉପରେ ଏବେ ବି ନିରବ ଅଛନ୍ତିପୁଲିସରେ ସଂସ୍କାର ପାଇଁ ଚାହୁଁଥିଲେ ସୁପ୍ରିମକୋର୍ଟବିରୋଧୀ ଦଳଙ୍କ ମୁହଁରେ ବି ତୁଣ୍ଡି, କେହି ପଚାରୁନାହାନ୍ତି
ଭୁବନେଶ୍ବର: ୧୫୮ବର୍ଷରୁ ଅଧିକ ସମୟ ଧରି!-->!-->!-->…
Read More...
Read More...
ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ!
ପୁଣି ଜଣେ ବରିଷ୍ଠ ବିଜେଡି ନେତାଙ୍କୁ ମହଙ୍ଗା ପଡିଲେ ବୋହୂ, ରାଜନୀତି କ୍ୟାରିଅରକୁ ବିପଦ ସାଂସଦ ଭର୍ତ୍ତୃହରିଙ୍କ ସମେତ ସ୍ବାମୀ ଏବଂ ଶାଶୁଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗଅଧିକ ଯୌତୁକ ଦାବି କରି ଜୀବନରେ ମାରିଦେବାକୁ ବି ଧମକ ଦେଉଥିଲେ ବୋଲି ଲେଖିଛନ୍ତିବୋହୂ ସାକ୍ଷୀଙ୍କ!-->…
Read More...
Read More...
‘ହକି’କୁ ହାଇଜାକ୍ କରିନେଲେ ନବୀନ
ଅନାହାରକୁ ନେଇ ପରିଚିତ ଥିଲା ଓଡ଼ିଶା, ପରିଚୟ ବଦଳାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭାରତର ଜାତୀୟ ଖେଳର ପୃଷ୍ଠପୋଷକତା କରି ଓଡ଼ିଶା କେନ୍ଦ୍ର ସରକାରକୁ ବି ଛୋଟ କରିଦେଲାହକିର ଉତ୍ତରଣ ସହିତ କାଳ କାଳ ପାଇଁ ଯୋଡି ହୋଇଗଲେ ନବୀନ, ସବୁଦିନ ପାଇଁ ଚର୍ଚ୍ଚାରେ ରହିବେରାଜନୀତିରେ ଖେଳ ବି!-->…
Read More...
Read More...
ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?
ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶାବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ!-->…
Read More...
Read More...
ବଡ କାର୍ଡ ଧରି ଓହ୍ଲାଉଛନ୍ତି ଭର୍ତ୍ତୃହରି, ପ୍ରଜାତନ୍ତ୍ର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ସଂପର୍କକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ସାଂସଦ ଶ୍ରୀ ମହତାବଙ୍କ ସହିତ ବିଜେଡିର ସଂପର୍କ ଏବେ ଖଟା-ମିଠା ବୋଲି କେହି କେହି କହିଲେଣି। ଶ୍ରୀ ମହତାବ ଏକଦା ମୁଖ୍ୟମନ୍ତ୍ରୀଙ୍କର ଅତି!-->…
Read More...
Read More...