ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category

ବଡ ଖବର

ମିଳିମିଶି ଓଡ଼ିଶାରେ କଂଗ୍ରେସକୁ ବୁଡ଼ାଇଦେବେ!

ଭୁବନେଶ୍ବର: କଂଗ୍ରେସ ଦଳ ସହିତ ଯୋଡି ହୋଇ ରହିଥିବା ଗାଁ ଗଣ୍ଡାର ହଜାର ହଜାର କର୍ମୀ ଗୁରୁତ୍ବପୂର୍ଣ୍ଣ ନା ହାତଗଣତି କିଛି ନେତା? କାହା ପାଖରେ କଂଗ୍ରେସ ସଂଗଠନ ଉତ୍ତରଦାୟୀ? ରାଜ୍ୟ ସ୍ବାର୍ଥ ପାଇଁ ଦଳ କାର୍ଯ୍ୟ କରିବ ନା ହାତ ଗଣତି ନେତାଙ୍କ ହାତରେ ଶହେ ବର୍ଷର ସଂଗଠନକୁ ଦଳ ଭାଙ୍ଗିରୁଜି…
Read More...

ହଠାତ୍ କେନ୍ଦ୍ରାପଡ଼ା ରାଜନୀତିରେ ଏମିତି କଣ ହେଇଗଲା?

ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା କେନ୍ଦ୍ରାପଡ଼ାକେନ୍ଦ୍ରାପଡ଼ାକୁ ମନ୍ତ୍ରୀପଡା ବୋଲି କହୁଥିଲା ସାରା ରାଜ୍ୟବିଜୁ ବାବୁଙ୍କ ଅନ୍ତେ ରାଜନୀତିରେ ଶିରି ହଜିଗଲା କି କେନ୍ଦ୍ରାପଡ଼ାରଯିଏ ଯେବେ ସାଂସଦ ହେଲେ, ବିବାଦ, ବିପଦ ପାଦ ଛାଡୁନି୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଅବଗଣନା …
Read More...

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି? ଭୁବନେଶ୍ବର: ସାଂସଦ, ମନ୍ତ୍ରୀ…
Read More...