ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
Browsing Category

ବୈଦେଶିକ ବ୍ୟାପାର

‘ତାଲିବାନ ପଛରେ ପାକିସ୍ତାନ’

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ମୁହଁ ଖୋଲିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆର୍ଯ୍ୟାନ ସୟିଦ୍। ତାଲିବାନ ପଛରେ ରହିଛି ପାକିସ୍ତାନ ହାତ। ଏଭଳି ବୟାନ ଦେଇଛନ୍ତି ପପ୍ ଷ୍ଟାର। ସେ କହିଛନ୍ତି, ଆଫଗାନିସ୍ତାନରେ ଆଜି ଯେଉଁଭଳି ସ୍ଥିତି ଉପୁଜିଛି ସେଥିପାଇଁ ପାକିସ୍ତାନ ଦାୟୀ ।
Read More...

ଘମାଘୋଟ ଯୁଦ୍ଧ ଆଡକୁ ମୁହାଁଉଛି…

ତାଲିବାନ ବିରୋଧରେ ଏକାଠି ହେଲେ ଆଫଗାନ ସେନା। ହେଲିକପ୍ଟରରେ ପହଞ୍ଚିଲା ଅସ୍ତ୍ରଶସ୍ତ୍ର। ତାଲିବାନ ବିରୋଧରେ ଜୋରଦାର ହେବ ଲଢେଇ।ଆଫଗାନିସ୍ତାନ ପଞ୍ଜଶୀର ପ୍ରଦେଶ ଦଖଲ ଲାଗି ଜୋରଦାର ପ୍ରୟାସ କରୁଛି ତାଲିବାନ। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପଞ୍ଜଶୀରକୁ କବଜାକୁ ନେବାରେ ସଫଳ
Read More...

ଫସିଗଲେ କି ବାଇଡେନ! ଧମକ ଦେଲାଣି ତାଲିବାନ

ଆମେରିକାକୁ ତାଲିବାନର ଧମକ । ପୂର୍ବରୁ ଆମେରିକା କହିଥିଲା ଯେ, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର ପରେ ସେନାକୁ ଫେରାଇ ନେବ। ଏବେ ପୂର୍ବ କଥା ଅନୁସାରେ ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଆମେରିକାକୁ ତାଲିବାନ ଧମକ ଦେଇଛି। ଆମେରିକା ଓ ନାଟୋ ସେନା ଏବେ ଆଫଗାନିସ୍ତାନ
Read More...

ତାଲିବାନଙ୍କ ବିରୋଧରେ ତାତିଲେ ସେନା

ଗୃହ ଯୁଦ୍ଧ ଆଡକୁ ମୁହାଁଉଛି ଆଫଗାନିସ୍ତାନ। ତାଲିବାନଙ୍କ ବିରୋଧରେ ଉଠିଲା ଅସ୍ତ୍ର। ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବି ତାଲିବାନଙ୍କ କବଜାକୁ ପୂରା ଆସିପାରିନାହିଁ। ଅଭେଦ୍ୟ ଗଡ଼ ପଞ୍ଜଶୀର ପ୍ରାନ୍ତକୁ ନିୟନ୍ତ୍ରଣକୁ ନେଇପାରିନାହାନ୍ତି ତାଲିବାନ। ଅନ୍ୟପଟେ ତାଲିବାନଙ୍କୁ କଡା ଟକ୍କର
Read More...

ଜୀବନ ପାଇଁ ଭିଡ଼…

କାବୁଲ: ସମ୍ଭବତଃ ଏ ଦୃଶ୍ୟ ଆଗରୁ କେବେ ଦେଖିବାକୁ ମିଳିନଥିବ। ଟ୍ରେନ ଓ ବସରେ ଭିଡ ହେବା ଭଳି ବିମାନ ମଧ୍ୟରେ ଅସମ୍ଭାଳ ଭିଡର ଦୃଶ୍ୟ । ବିମାନର ସିଟ ସଂଖ୍ୟା ହେଉଛି ୧୩୦। କିନ୍ତୁ ବିମାନ ଭିତରକୁ ପଶିଛନ୍ତି ୬୪୦ ଅଧିକ ଲୋକ। ଜଣକ ଉପରେ ଜଣେ ଲଦାଲଦି। ଗୋଡ ବୁଲାଇବାକୁ ମଧ୍ୟ ବିମାନ ମଧ୍ୟରେ
Read More...

ଆଫଗାନ୍କୁ ଦୋଷ ଦେଲେ, ତାଲିବାନଙ୍କୁ ଧମକାଇଲେ ବାଇଡେନ୍

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଭଳି ସ୍ଥିତି ପାଇଁ ଆଫଗାନୀ ନେତାଙ୍କୁ ଦାୟୀ କରିଛନ୍ତି ବାଇଡେନ। ଦେଶବାସୀଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତି
Read More...

ଆଫଗାନକୁ କବ୍‌ଜାକୁ ନେଇଗଲେ ତାଲିବାନ୍, ବରଦାର ହେବେ ରାଷ୍ଟ୍ରପତି

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍‌। ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ତାଲିବାନ ବିଦ୍ରୋହୀ ଏବେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି। ରାଷ୍ଟ୍ରପତି ଭବନ ଦଖଲ ନେଇ ଦାବି କରିଛନ୍ତି ତାଲିବାନ କମାଣ୍ଡର। ସେପଟେ
Read More...

ଆଫଗାନରେ ଚାଲିବ କି ବର୍ବରଙ୍କ ଶାସନ

ପୁଣି ଆଫଗାନିସ୍ତାନରେ ଚାଲିବ କି ବର୍ବର ତାଲିବାନୀ ଶାସନ? ତାଲିବାନୀ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଛନ୍ତି। ତାଲିବାନ ଆତଙ୍କରେ କେବଳ ଜନସାଧାରଣ ନୁହଁନ୍ତି ଆଫଗାନ ସୁରକ୍ଷାକର୍ମୀ ବି ଥରହର। ଆଫଗାନିସ୍ତାନର ଗୋଟେ ପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସହରକୁ ତଲିବାନ ନିଜ କବଜାକୁ
Read More...

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଓଡ଼ିଆ ପୁଅ ବିନୟ

ଭୁବନେଶ୍ବର: ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି
Read More...

ଆମେରିକାକୁ ମୁହଁ ମୋଡି଼ଲେଣି ଛାତ୍ରଛାତ୍ରୀ!

ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚ ଅଧ୍ୟୟନ କରୁଥିବା ଭାରତର ଛାତ୍ରମାନଙ୍କ ସଂପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଓପନ୍ ଡୋର୍‌ସ ରିପୋର୍ଟ, ୨୦୨୦ କହିଛି ଯେ ୨୦୧୯-୨୦ରେ ଆମେରିକାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା,
Read More...