Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ଅପରାଧ
ପିକଅପ୍ ଭ୍ୟାନ୍ ରୁ ୩ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ଅଭିମନ୍ୟୁ ସାହୁ।
ଜିରାଳ ଗାଁରେ ଅଭିମନ୍ୟୁଙ୍କର ଏକ ଗ୍ରୋସରି ଦୋକାନ ଅଛି।!-->!-->!-->…
Read More...
Read More...
ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲା ସ୍ବାମୀ
ସୋର: ସଇତାନ ସାଜିଲା ସ୍ବାମୀ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ପରେ ଶବକୁ ୨୪ ଘଣ୍ଟା ଲୁଚାଇ ରଖିଥିଲା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ଵାମୀକୁ!-->…
Read More...
Read More...
ମଦ୍ୟପ ବାପାର ଅମାନୁଷିକ କାଣ୍ଡ
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କୁଲାମୁଣ୍ଡା ସାହି ରେ ଘଟିଛି ଅଭାବନୀୟ ଘଟଣା। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା। ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ!-->!-->!-->!-->!-->…
Read More...
Read More...
ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କଲା ଇଡି
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ!-->…
Read More...
Read More...
ଛୁଆକୁ ମାରି ବାପା- ମାଆ କଲେ ଆତ୍ମହତ୍ୟା
ମାତ୍ର ଦେଢ଼ମାସର ଶିଶୁକୁ ହତ୍ୟା କରିବା ପରେ ବାପା-ମାଆଙ୍କ ଆତ୍ମହତ୍ୟା। ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ଵର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନିଲା ତୁଷାର ଜଗତପ ଓ ସେମାନଙ୍କର ୧୫ ମାସର ଶିଶୁ।ସମ୍ପତ୍ତି ବିବାଦକୁ ନେଇ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଦୁଇ ବାବୁ
ଭୁବନେଶ୍ବର: ସକାଳୁ ସକାଳୁ ଦୁଇ ବାବୁଙ୍କୁ ଜାଲରେ ଛନ୍ଦିଛି ଭିଜିଲାନସ୍। ଜଣେ ହେଲେ ଯାଜପୁର ଆରଏମସି ମାର୍କେଟ ସରକାର ଗୟାଧର ସାହୁ। ଅନ୍ୟଜଣେ ହେଲେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପୂର୍ବତନ ଏଏସଆଇ ଜୟଦାଶ ଖରା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ!-->…
Read More...
Read More...
ଏଥର ମନ୍ତ୍ରୀ ନବ ଦାସ ବଢାଇଲେ ଅଡୁଆ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଣି ଜଣେ ମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଯେତେ ଯାହା କଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରୋଷେୟା ଆତ୍ମହତ୍ୟା ଘଟଣାରେ ଚର୍ଚ୍ଚାରୁ ହଟୁନାହାନ୍ତି। ଓଲଟା ଏହି ପ୍ରସଙ୍ଗଟି ଧୀରେ ଧୀରେ ଗମ୍ଭୀର ରୂପ ନେଲାଣି। ବିଜେଡି-ବିଜେପି ମୁହାଁମୁହିଁ!-->…
Read More...
Read More...
ରାଜଧାନୀରେ ଡବଲ ମର୍ଡର
ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର ହୋଇଛି। ସ୍ତ୍ରୀ ଓ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ସ୍ବାମୀ। ଘରୁ ଭିତରୁ ଉଦ୍ଧାର ହୋଇଛି ରକ୍ତାକ୍ତ ମୃତଦେହ। ଏହି ମର୍ଡର ଘଟଣା ଭୁବନେଶ୍ବର ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି!-->…
Read More...
Read More...
୫ହଜାର ନେଇ ୧୫ଲକ୍ଷ ଶୁଝିଲେ
ଭୁବନେଶ୍ବର: ହଠାତ୍ ସୋସିଆଲ ମିଡ଼ିଆରେ ଗୋଟିଏ ପୋଷ୍ଟ ଆସୁଛି। ଆପଣ ବିନା ବନ୍ଧକରେ ଋଣ ନେବାକୁ ଚାହୁଁଛନ୍ତି କି? ଆପଣ ତତ୍କାଳ ଋଣ ନେବାକୁ ଚାହାନ୍ତି କି? ଏମିତି। ବାସ୍, ଯଦି କେହି ଏହାକୁ ବିଶ୍ବାସ କରି ଆବେଦନ କରୁଛନ୍ତି କିମ୍ବା ଋଣ ନେବାକୁ ଆପ୍ ମାଧ୍ୟମରେ ଉଦ୍ୟମ କରୁଛନ୍ତି, ତା ପରେ!-->…
Read More...
Read More...
ଦିଗପହଣ୍ଡିରେ ଡବଲ୍ ମର୍ଡର
ବ୍ରହ୍ମପୁର: ଦିନକ ତଳେ ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଏହାର ୨୪ ଘଣ୍ଟା ପୂରିନି, ଶନିବାର ବିଳମ୍ବିତ ରାତିରେ ପୁଣି ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ!-->…
Read More...
Read More...