ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ
Browsing Category

ଅପରାଧ

ରାଜରାସ୍ତାରେ ମାରଣାସ୍ତ୍ର ସହ ଖେଳ!

କଟକ: ଅସୁରକ୍ଷିତ ହୋଇପଡିଛି ଟୁଇନ ସିଟି। ରାଜରାସ୍ତାରେ ଖୁଲମାଖୁଲା ମାରଣାସ୍ତ୍ର ସହ ଖେଳ। କାହା ହାତରେ ବନ୍ଧୁକ ତା ଆଉ କାହା ହାତରେ ଖଣ୍ଡା। ତେବେ ଟୁଇନସିଟିରେ ହାତରେ ଖଣ୍ଡା, ବନ୍ଧୁକ ଧରି ଅସମାଜିକ ଯୁବକଙ୍କର ଭିଡିଓ ନିଶା ଏବେ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଅସାମାଜିକ
Read More...

ଟଙ୍କା ଗଣିବାକୁ ଲାଗିଲା ୨୪ ଘଣ୍ଟା

କୋଟିପତି ସରକାରୀ ବାବୁଙ୍କ ଘରେ ମଙ୍ଗଳବାରଠୁ ଚଢାଉ ଆରମ୍ଭ କରିଥିବା ଭିଜିଲାନ୍ସର ସରିଛି ରେଡ୍ । ଭିଜିଲାନ୍ସ ଚଢାଉ ପରେ ସରକାରୀ ବାବୁଙ୍କର ସମ୍ପତ୍ତି ର ଆକଳନ ଚାଲିଥିଲା । ଆଜି ସମ୍ପତ୍ତି ମୂଲ୍ୟାୟନ ସରିଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପରେ ଓଡିଶା ପୁଲିସ ହାଉସିଂ
Read More...

ବାବୁ ଫିଙ୍ଗିଦେଲେ ବିଡ଼ାବିଡ଼ା ଟଙ୍କା!

ମଙ୍ଗଳବାର ଜଣେ ସରକାରୀ ବାବୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଯାହାଙ୍କର ସମ୍ପତ୍ତି ଦେଖିଲେ ଆପଣଙ୍କ ହୋସ ଉଡିଯିବ । କୁବେର ସରକାରୀ ବାବୁଙ୍କର ରହିଛି କୋଟି କୋଟି ସମ୍ପତ୍ତି । ଏପରିକି ଭିଜିଲାନ୍ସ ଭୟରେ ଚଢାଉ ବେଳେ ବାବୁ ଜଣକ ଛାତ ଉପରକୁ ଯାଇ ବିଡା ବିଡା ଟଙ୍କା ଫୋପାଡିଦେଇଥିଲେ ।
Read More...

ଆଜି ଏନସିବିରେ ହାଜର ହୋଇପାରନ୍ତି ଆର୍ୟ୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଆଜି ଏନସିବି ବୟାନ ରେକର୍ଡ କରିପାରେ। ଦେହ ଖରାପ ଥିବାରୁ ଆର୍ୟ୍ୟନ ରବିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ଏସଆଇଟି ଆର୍ୟ୍ୟନ ଖାନଙ୍କ ସମେତ ୬ଟି ମାମଲାର ଯାଞ୍ଚ କରୁଛି। ସେପଟେ ଏନସିବି
Read More...

ହସ୍ପିଟାଲରେ ନିଆଁ, ୪ ଶିଶୁ ମୃତ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ହମିଦିଆ ହସ୍ପିଟାଲରେ ଅଗ୍ନିକାଣ୍ଡ। କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲାଗିବା ଫଳରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁ ଗୁରୁତର ଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି। ଅଗ୍ନିଶମବାହିନୀ ଓ ପୁଲିସ ଘଟଣା ସ୍ଥଳରେ
Read More...

ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ
Read More...

ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ

ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା ।
Read More...

ଶେଷରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସମେତ ୩ ଜଣଙ୍କ ଜାମିନ ଆବେଦନ ବୁଧବାର କୋର୍ଟ ଖାରଜ କରିଦେଇଛନ୍ତି। ସ୍ପେଶାଲ କୋର୍ଟ ବିଚାରପତି ଭି.ଭି ପାଟିଲ କହିଛନ୍ତି ଯେ, ୩ ଅଭିଯୁକ୍ତ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି।ଏବେ ତାଙ୍କୁ ଜାମିନ ଦିଆଗଲା ଆଗକୁ ସେ ପୁଣି ଅପରାଧ
Read More...

ଦୀପାବଳି ପୂର୍ବରୁ ହୋଇପାରେ ଆତଙ୍କୀ ଆକ୍ରମଣ!

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁରକ୍ଷାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ କରାଇଦେଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି ଆଲର୍ଟ ଜାରି ହେବା ପରେ ଅହମ୍ମଦାବାଦ ପୁଲିସକୁ ହାଇଆଲର୍ଟ ରଖିବାକୁ କୁହାଯାଇଛି। ଅହମ୍ମଦାବାଦ ପୁଲିସ କମିସନର ସଞ୍ଜୟ ଶ୍ରୀବାସ୍ତବ ଆତଙ୍କୀ
Read More...