Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
ଅପରାଧ
ପାକିସ୍ତାନରେ ଆତଙ୍କୀ ଆକ୍ରମଣ । ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କେଚ ଜିଲ୍ଲାରେ ଆତଙ୍କବାଦୀ ମାନେ ଏକ ସୁରକ୍ଷାବାହିନୀ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଗୁରୁବାର ଆତଙ୍କୀ ଆକ୍ରମଣ ନେଇ ସୂଚନା ଦେଇଛି ।
!-->!-->!-->…
Read More...
Read More...
କନିକା ରାଜପରିବାରରେ ହତ୍ୟାକାଣ୍ଡ..ମା’କୁ ମାରିଲା ପୁଅ..
ମାଆକୁ ମାରିଲା ପୁଅ । କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ୭୫ ବର୍ଷୀୟା ମାଆଙ୍କୁ ହତ୍ୟା କରିଛି ପୁଅ ଗୋପାଳ ଭଞ୍ଜଦେଓ । ପରିବାର ଲୋକଙ୍କ!-->…
Read More...
Read More...
ପୁରୀରେ ପାପ!
୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର । ପୁରୀ ଟାଉନ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନାରେ ପୁଲିସ!-->…
Read More...
Read More...
ଟ୍ରାକରୁ କେମିତି ଖସିଲା ଟ୍ରେନ? ଆଜି ରେଳମନ୍ତ୍ରୀ ଯିବେ ଘଟଣାସ୍ଥଳକୁ
କୋଲକାତା: ପଶ୍ଚିମବଙ୍ଗ ଜଲାପାଇଗୁଡିରେ ଟ୍ରେନ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଗୌହାଟି-ବିକେନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ ସହ!-->…
Read More...
Read More...
କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ
ଜମ୍ମୁ-କାଶ୍ମୀର କୁଲଗାମରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ତରଫରୁ ଜୋରଦାର ଗୁଳିମାଣ୍ଡହୋଇଛି । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ପୁଲିସ ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ହିଁ ଗୁଳିମାଡ଼ ଆରମ୍ଭ!-->…
Read More...
Read More...
ଏନ୍କାଉଣ୍ଟରରେ ଟଳିଲେ ୩ ଆତଙ୍କୀ
ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ!-->…
Read More...
Read More...
କେନ୍ଦ୍ରାପଡା: ଜଣେ ମାଆ କ’ଣ କେବେ ତା ଛୁଆକୁ ମାରିପାରେ, ଯାହାକୁ ସେ ଦୁନିଆକୁ ଆଣିଛି ତାକୁ ଜୀବନରୁ ମାରିଦେବାକୁ କ’ଣ କେବେ ତା' ହାତ ଉଠିପାରେ? ହେଲେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ମର୍ଶାଘାଇ ଥାନା କାନପୁର ଗାଁରେ। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ!-->…
Read More...
Read More...
ଭଡା ଘରୁ ମିଳିଲା ପୁଳା ପୁଳା ଜାଲ ନୋଟ୍
ଭୁବନେଶ୍ବର: ଘର ଭିତରୁ ମିଳିଲା ପୁଳା ପୁଳା ଜାଲ ନୋଟ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହେଁ ୧୩ ଟଙ୍କାର ଜାଲ ନୋଟ ଜବତ କରିଛି ପୁଲିସ। ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏତେ ଟଙ୍କାର ଜାଲ ନୋଟ କେଉଁଠୁ ଆସିଲା!-->…
Read More...
Read More...
ମାଓବାଦୀଙ୍କ ନାଁରେ ରଚିଥିଲା ନାଟକ, ଶେଷରେ…
ମଦ ନେଲା ପୁଣି ଏକ ଜୀବନ; ଶୁକନାଥ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍
ସୁନ୍ଦରଗଡ: ହାତ ଧରି ସାଙ୍ଗରେ ଆସିବା ବେଳେ କେତେ ସ୍ବପ୍ନ ଦେଖିଥିଲା ସରସ୍ବତୀ ସିଂ। ସ୍ବାମୀ ଶୁକନାଥ ସହିତ ସାତ ଜନ୍ମ ରହିବ, ପାଦରେ ପାଦ ମିଶାଇ ଚାଲିବ, ଦୁଃଖ, ସୁଖକୁ ଏକାଠି କରି ପରିସ୍ଥିତିର ଉଭୟ ମୁକାବିଲା!-->!-->!-->…
Read More...
Read More...
ପୁଣି ନାଟକୀୟ ମୋଡ ନେଲାଣି ତପସ୍ବିନୀ ମାମଲା
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ ମାମଲା ଧୀରେ ଧୀରେ ସଙ୍ଗିନ୍ ମୋଡ଼ ନେଲାଣି। ଡାକ୍ତର ସୁମିତ ସାହୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ଆଣି ତପସ୍ବିନୀ ଇତିମଧ୍ୟରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଗଣମାଧ୍ୟମକୁ!-->…
Read More...
Read More...