ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

ଅପରାଧ

ବିଦେଶ ପଳାଉଥିଲେ,ବିମାନବନ୍ଦରରେ ଫସିଗଲେ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଫସିଗଲେ ଅଭିନେତ୍ରୀ। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗତକାଲି ଦୁବାଇ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଇଡି ଅଟକାଇଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକ୍ ଆଉଟ ନୋଟିସ ଜାରି କରିଥିବା ଜଣାପଡିଛି।
Read More...

ଭୁଲରେ ଚୋରି କରିଥିଲୁ, ଏବେ ନେଇଯାଅ

ଲକ୍ଷ୍ନୌ: ଚୋରି କରିଥିବା ମାନିଲେ। ଆଉ ଚୋରି ଜିନିଷ ଫେରାଇଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ବିଚ ରାସ୍ତା ଉପରୁ ଚୋରି ହୋଇଯାଇଥିବା ଯୁଦ୍ଧ ବିମାନ ମିରାଜର ଚକ ମିଳିଛି। ଯେଉଁମାନେ ଏହି ଯୁଦ୍ଧ ବିମାନର ଚକ ଚୋରି କରିଥିଲେ, ସେମାନେ ନିଜେ ହିଁ ଆସି ଫେରାଇଛନ୍ତି। ଚୋରି କରିଥିବା ଯୁବକ
Read More...

ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ
Read More...

ଚାରିବର୍ଷ ପରେ ଆକାଶ ମହୁରିଆ ଫାଇଲ ଖୋଲିଲା

କେରାପୁଟ: ୨୦୧୭ ମସିହା ଜାନୁଆରି ୩୦ ତାରିଖରେ ଆକାଶ ମହୁରିଆକୁ ଏନକାଉଣ୍ଟର ହୋଇଥିଲା। ପାଖାପାଖି ୪ବର୍ଷ ପରେ ଏହି ମାମଲାର ଫାଇଲ ଖୋଲିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଅନ୍ୟ ଦୁଇ ସବ ଇନସପେକ୍ଟର
Read More...

କେମିତି ଏନକାଉଣ୍ଟର କଲା ଭଦ୍ରକ ପୁଲିସ

ଭୁବନେଶ୍ବର: ଭଦ୍ରକ ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। ୨୯ଲକ୍ଷ ଟଙ୍କା ଲୁଟ୍ ମାମଲାର ଅଭିଯୁକ୍ତ କୁହାଯାଉଥିବା ଦୁଇ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଛି। ସେମାନେ ହେଲେ ସୋରର ପ୍ରହଲ୍ଲାଦ ଦାସ ଓ ନୀଳଗିରିର ସୁଶାନ୍ତ ମଲ୍ଲିକ। ଗ୍ରାମାଞ୍ଚଳ ଥାନା ବରପଦା
Read More...

ମମିତା ହତ୍ୟାର ତଦନ୍ତ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌

ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ । ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ ମାମଲାର ଅନୁଧ୍ୟାନ କରିବା ନେଇ ହାଇକୋର୍ଟ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ମମିତା ହତ୍ୟା ମାମଲାର ତଦନ୍ତର
Read More...

ସାଙ୍ଗ ସାଜିଲା ସୈତାନ

ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ଏହାକୁ ଯେକେହିବି ଦେଖିଲେ ବିଚଳିତ ହୋଇଯିବ । ସାଙ୍ଗ ସାଜିଲା ସୈତାନ । ଦୁଇ ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ପେଟ୍ରୋଲ ଢାଳି ପୋଡିଦେଇଛନ୍ତି । ଆଉ ପୋଡିବାର ଲାଇଭ ଭିଡିଓ ମଧ୍ୟ କରିଛନ୍ତି ।
Read More...

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ; ଆଜି ବି ଥରିଉଠେ ଛାତି

ନୂଆଦିଲ୍ଲୀ: ୨୬/୧୧ । ଏଇଟା ଏମିତି ଏକ ଦିନ ଯାହାକୁ ଭୁଲିପାରିବନି ଭାରତ। ୧୩ ବର୍ଷ କ'ଣ ୧୦୦ ବର୍ଷ ବିତିଗଲେ ସେଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ। ଚାରିଆଡେ ଆତଙ୍କର ଭୟ ଓ ଭୂଇଁରେ ମରିପଡିଥିଲା ଲୋକଙ୍କ ମୃତଦେହ। ଆତଙ୍କୀଙ୍କ ହାତରେ
Read More...

ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।
Read More...

ପଠାନ୍‌କୋଟରେ ଗ୍ରେନେଡ୍ ବିସ୍ଫୋରଣ

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍‌ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି।
Read More...