ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର
Browsing Category

ଅର୍ଥନୀତି

ଜାନୁଆରୀ ୩୧ରୁ ଆରମ୍ଭ ସଂସଦର ବଜେଟ ଅଧିବେଶ

ନୂଆଦିଲ୍ଲୀ; ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ । ଚଳିତବର୍ଷ ବଜେଟ ଅଧିବେଶର ସମୟ ୬୬ ଦିନ ଥିବା ବେଳେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ଜାନୁଆରୀ ୧ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶ ପ୍ରଥମେ ୧୩ ଫେବୃଆରୀ ଯାଏ
Read More...

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ

ପାକିସ୍ତାନ; ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ନାହିଁ । ଏଥିସହିତ ପିଆଜ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ କିଲୋ ପିଛା ଦର ସବୁକିଛିର ମୂଲ୍ୟ ଆକାଶଛୁଆଁ ହୋଇଛି ।
Read More...

ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ

ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣଉପକୃତ ହେଲେ ୨.୬୮ ଲକ୍ଷ ମା୫ଟି ମୋବାଇଲ ଭ୍ୟାନ-ତଥା-ଏଟିଏମ୍ ର ଶୁଭାରମ୍ଭମିଶନ ଶକ୍ତି ମା ମାନଙ୍କ ସଶକ୍ତିକଣରେ ଭାଗୀଦାର ହେବା ପାଇଁ
Read More...

‘ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା’-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ; ବିମୁଦ୍ରୀକରଣକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ, ଏନେଇ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିମୁଦ୍ରୀକରଣ
Read More...

ନୂଆବର୍ଷରେ ମହଙ୍ଗା ମାଡ଼

ନୂଅଦିଲ୍ଲୀ; ନୂଆବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କୁ ଲାଗିଲା ଶକ୍ତ ଝଟକା । ୨୦୨୩ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡୁଛି । ପହିଲାରୁ ବୃଦ୍ଧି ପାଇଛି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ତେବେ ଗତକାଲି ଠାରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ,
Read More...

୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ବର; ସରକାରୀ କର୍ମଚାରୀଙ୍କ ଲାଗି ଆସିଲା ଖୁସି ଖବର । ରାଜ୍ୟ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଲେ ସରକାର । ସେମାନଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ
Read More...

ଜାନୁଆରୀରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନ୍ୟୁଜ୍ ବ୍ୟୁରୋ; ଆଉ କିଛି ଦିନର ଅପେକ୍ଷା ପରେ ଆସୁଛି ନୂତନ ବର୍ଷ ୨୦୨୩ । ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଯାହା ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁୟାରୀ ୨୦୨୩ ରେ
Read More...

ପୁଣି ବଢ଼ିଲା ସିଏନଜି ମୂଲ୍ୟ

ନୂଆଦିଲ୍ଲୀ; ନୂଆବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ଦିଲ୍ଲୀ-ଏନସିଆରରେ ପୁଣି ବଢ଼ିଲା ସିଏନଜି ମୂଲ୍ୟ । ଶନିବାର ସକାଳ ୬ଟାରୁ ଲାଗୁ ହୋଇଛି ଏହି ନୂଆ ଦର । ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି । ନୋଏଡା, ଗ୍ରେଟର ନୋଏଡା ଏବଂ
Read More...

ଏଣିକି ମହଙ୍ଗା ହେବ ଋଣ

ନୂଆଦିଲ୍ଲୀ; ପୁଣି ବଢିଲା ରେପୋ ରେଟ୍‌ । ଲଗାତାର ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି । ଲଗାତାର ତିନି ଥର ରେପୋ ରେଟ୍ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୩୫%
Read More...

ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର

ନୂଆଦିଲ୍ଲୀ; ସରକାର ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ଥି ଆଣିବାକୁ ଯାଉଛନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଦେଶରେ ଖୁବଶୀଘ୍ର ହ୍ରାସ ପାଇବ ତୈଳ ଦର । ଆଗକୁ ସରକାର ପେଟ୍ରୋଲ-ଡ଼ିଜେଲ ଦରରେ ୧୦ ପ୍ରତିଶତ କମାଇବାକୁ ଯାଉଛନ୍ତି । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ
Read More...