ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Browsing Category

ଅର୍ଥନୀତି

କମୁଛି ମାର୍କ ଜୁକରବର୍ଗଙ୍କ ସମ୍ପତି

ମୁମ୍ବାଇ; ସାଥ୍‌ ଦେଉନି ମାର୍କ ଜୁକରବର୍ଗଙ୍କ ଭାଗ୍ୟ । ଦିନକୁ ଦିନ ଗରିବ ହେଉଛନ୍ତି ମେଟାର ସିଇଓ ତଥା କୋଟିପତି ଜୁକରବର୍ଗ । ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି । ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କେବେଳ ୨୦୨୨ ରେ
Read More...

ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ରାଜ୍ୟ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଲାଗୁ

ପଞ୍ଜାବ; ଦୀପାବଳି ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମାନଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏବେ ପୁରୁଣା ଫର୍ମୁଲାରେ ପେନସନ୍ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା
Read More...

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

ଭୁବନେଶ୍ୱର: କୁଶଳୀ, ଅଣକୁଶଳୀ ଏପରି ସମସ୍ତ ବର୍ଗର ଶ୍ରମିକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଶ୍ରମିକଙ୍କ ଦୈନିକ ମଜୁରୀରେ ୭ ଟଙ୍କା ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୪୧୬ ଟଙ୍କାରୁ ବଢି ୪୨୩ ଟଙ୍କା ହୋଇଛି । ସେହିଭଳି ଅତିକୁଶଳୀଙ୍କ ପାରିଶ୍ରମିକ ୪୭୬
Read More...

୧୦ ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବ ଭାରତ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ଏଥିସହିତ ଦେଶରେ ତିଆରି ସୁପରସୋନିକ ମିସାଇଲକୁ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି । ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି ।
Read More...

୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦାମ୍

ଗ୍ରାହକଙ୍କୁ ବଡ ଝଟକା ଦେଲା ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଅମୁଲ କମ୍ପାନୀ । ଆଜି ଠାରୁ ଅମୁଲ କ୍ଷୀରର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ତେବେ ନିର୍ବାଚନ ପାଇଁ ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ । ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ
Read More...

କ୍ଷୁଧା ତାଲିକାରେ ଶୋଚନୀୟ ସ୍ଥିତିରେ ଭାରତ

ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ସ୍ଥିତି ବରଂ ଭଲ୨୦୨୧ ଅପେକ୍ଷା ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିଛି ନୂଆଦିଲ୍ଲୀ: ଭାରତର ଲୋକମାନେ ପେଟପୂରା ଖାଦ୍ୟ ଖାଇବାକୁ ପାଉନାହାନ୍ତି। ସଂପ୍ରତି ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକା ଏମିତି ଚାଞ୍ଚଲ୍ୟକର ତଥ୍ୟ
Read More...

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍‌ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି !୭୮ ଦିନର ଘୋଷଣା ହେଲା ବୋନସ୍‌ବୋନସ ପାଇଁ ଖର୍ଚ୍ଚ ହେବ ୧୮୩୨ କୋଟି ନୂଆଦିଲ୍ଲୀ: ଦିପାବଳୀ ଉପଲକ୍ଷେ ରେଳ କର୍ମଚାରୀଙ୍କୁ ବଡ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ରେଳ
Read More...

ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି

ବିଶ୍ବର ଟପ୍‌-୧୦ ଧନୀଙ୍କର ଖସିଲା ସମ୍ପତିମସ୍କ ସହିଲେ ୮୫ ହଜାର କୋଟିର କ୍ଷତିଅମ୍ବାନୀ ଓ ଆଦାନୀଙ୍କର ବି କମିଲା ସମ୍ପତି ମୁମ୍ବାଇ: ବିଶ୍ବର ପ୍ରଥମ ୧୦ ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ବର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ।
Read More...

ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧିପିଚ୍ଛିଲା ଭାବେ ଜାନୁଆରୀ ୨୦୨୨ରୁ ଲାଗୁ ହେବ ଭୁବନେଶ୍ବର; ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ
Read More...

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି
Read More...