Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category
ମନୋରଞ୍ଜନ
ମିସେସ୍ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ
ଆମେରିକା; ୨୧ ବର୍ଷ ପରେ ଭାରତକୁ ମିଳିଲା ମିସେସ୍ ଓ୍ବାଲ୍ଡ ଟାଇଟଲ୍ । ୨୦୨୨-୨୩ର ମିସେସ୍ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ । ଲସ ଭେଗସରେ ଚାଲିଥିବା ଗାଲା ଇଭେଣ୍ଟରେ ଜମ୍ମୁ ଓ କାଶ୍ମୀରର ବାସିନ୍ଦା ଏହି ଟାଇଟଲର ଅଧିକାରୀ ହୋଇଛନ୍ତି । ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ!-->…
Read More...
Read More...
ହକି ବିଶ୍ୱକପରେ ଗୀତ ଗାଇବେ ଆଦିବାସୀ ଝିଅ ନମିତା
ଭୁବନେଶ୍ବର; ହକି ବିଶ୍ୱକପ ଜରିଆରେ ସାରା ବିଶ୍ବ ଶୁଣିବ ଆଦିବାସୀ ଝିଅର ସ୍ବର । ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ!-->…
Read More...
Read More...
‘ଦ କଶ୍ମୀର ଫାଇଲ୍ସ’କୁ IFFI ଜୁରୀ ମୁଖ୍ୟଙ୍କ ନିନ୍ଦା
ଗୋଆ; ଚଳିତ ବର୍ଷ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୁପରହିଟ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କରିଛନ୍ତି IFFI ମୁଖ୍ୟ ଜୁରୀ । ଫିଲ୍ମଟି ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ବୋଲି କୁହାଯାଇଛି । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ର!-->…
Read More...
Read More...
କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
ମୁମ୍ବାଇ; କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଆଜି ଅପରାହ୍ନରେ ପୁଣେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅସୁସ୍ଥ ଥିବାରୁ ଗତ ୫ ତାରିଖରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ!-->…
Read More...
Read More...
‘ଦମନ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ!-->…
Read More...
Read More...
ବିପାଶା ବସୁଙ୍କ ଘରକୁ ଆସିଲା କୁନି ପରି
ବ୍ଲାକ୍ ବିଉଟିଙ୍କ ଘରକୁ ଆସିଲେ ନୂଆ ଅତିଥି । କନ୍ୟା ସନ୍ତାନର ଜନନୀ ହେଲେ ବିପାଶା ବସୁ । ୪୩ ବର୍ଷରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ବିପାଶା । ନୂଆ ଅତିଥିକୁ ନେଇ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ!-->…
Read More...
Read More...
ଆଜିଠୁ ଆରମ୍ଭ ହେଲା କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା
କଟକ: ଆଜିଠୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ମହାନଦୀ ପଠାରେ ୯ ଦିନ ଧରି ଚାଲିବ ଏହି ମେଳା ।ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ବାଲିଯାତ୍ରା!-->…
Read More...
Read More...
ମାଆ ହେଲେ ଆଲିଆ ଭଟ୍ଟ
ମୁମ୍ବାଇ: ମା’ ହେଲେ ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବଲିଉଡର ମୋଷ୍ଟ ଲଭିଂ କପୁଲ ରଣବୀର ଓ ଆଲିଆ ବାପା-ମା’ ହୋଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।!-->…
Read More...
Read More...
ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର
ନୂଆଦିଲ୍ଲୀ: ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ନେଗୀଙ୍କୁ ୧୦୬ ବର୍ଷ ହୋଇଥିଲା । ଗତ ୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ଶେଷ ଭୋଟଦାନ କରିଥିଲେ!-->…
Read More...
Read More...
ଖୋଲିଲା ଶିମିଳିପାଳ ଓ କୁଳଡିହା ଅଭୟାରଣ୍ୟ
ଭୁବନେଶ୍ବର୍; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଛି ୨ଟି ଅଭୟାରଣ୍ୟ । ଶିମିଳିପାଳ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଏଥିପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ସକାଳ!-->…
Read More...
Read More...