ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର
Browsing Category

ସ୍ୱାସ୍ଥ୍ୟ

ମାଡ଼ିଆସିଲା ବିପଦ! ରାଜ୍ୟରେ ଏକାଥରକେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲା ଆଇଏଲ୍ଏସ୍୨୩ ଜଣଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତିପାଖାପାଖି ୫୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚଲା ଭୁବନେଶ୍ବର: ପୂର୍ବାହ୍ନରେ କରୋନା ସଂକ୍ରମିତଙ୍କ ଚିତ୍ର ଚିନ୍ତା ବଢ଼ାଇ ଦେଇଥିଲା।
Read More...

ଦେଶରେ ସାଂଘାତିକ ହେଉଛି ସ୍ଥିତି

୩୦ ହଜାର ମୁହାଁ ଦୈନିକ ସଂକ୍ରମଣ ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହା ସହିତ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ ୩୦ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ
Read More...

ଡରାଇଲା କରୋନା; ସ୍କୁଲ ଖୋଲିବା ନିଷ୍ପତ୍ତି ପୁଣି ସ୍ଥଗିତ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିରୁ ଓହରିଲେ ସରକାର ଭୁବନେଶ୍ବର: କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଦେଖି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ
Read More...

ପୁଣି ପଞ୍ଝା ମେଲାଇଲା କରୋନା, ଏକାଥରକେ ୪୦୦ ଡେଇଁଲା

ପିଲାଙ୍କୁ ମହଙ୍ଗା ପଡୁଛି, ୦-୧୮ ବର୍ଷ ବୟସ ମଧ୍ୟରେ ୬୭ ଆକ୍ରାନ୍ତ ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହର ଆଡକୁ ଧୀରେ ଧୀରେ ମାଡ଼ିଚାଲିଛି କରୋନା। ପୂର୍ବ ୨୪ ଘଣ୍ଟାରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା। ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣ ହଠାତ୍ ଭୟଙ୍କର ରୂପ ନେଇଛି।
Read More...

କୋଭିଡ୍ ପାଇଁ ତନାଘନା କଲେ ନବୀନ

ଅଧିକାରୀମାନଙ୍କୁ ୮ ସୂତ୍ରୀ ଫର୍ମୁଲା ଧରାଇଲେପିଲାମାନେ ବେଶୀ ହସ୍ପିଟାଲ ଯାଉଥିବାରୁ ଚିନ୍ତାବିଏସକେଓ୍ବାଇ ଯୋଜନା ତଦାରଖ କରିବେ ଏସପି, ଜିଲ୍ଲାପାଳତୁରନ୍ତ ବକେୟା କାର୍ଡ ପ୍ରଦାନ ଉପରେ ଗୁରୁତ୍ବାରୋପ ଭୁବନେଶ୍ବର: ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବାବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡାକ୍ତରୀଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ
Read More...

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଇତିହାସର ବଡ ସଫଳତା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡିଶାସାରା ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ଚିକିତ୍ସା ସୁବିଧାବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ସ୍ମାର୍ଟ କାର୍ଡରେ ଚିକିତ୍ସା ସୁବିଧା ପାଇଛନ୍ତିସରକାର ଦେଇଛନ୍ତି ୨୭୮ କୋଟି ଟଙ୍କାର
Read More...

ଭାରତରେ କାୟା ମେଲାଉଛି ଓମିକ୍ରନ୍, ଡର ବି ବଢ଼ୁଛି

ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ, ତାକୁ ନେଇ ତର୍ଜମା ଜାରି୯୦ମିନିଟ ଭିତରେ ଓମିକ୍ରନ୍ ଚିହ୍ନଟ ସଂକ୍ରାନ୍ତ କିଟ୍ ଆସିପାରେ୬ମାସ ମଧ୍ୟରେ ସେରମ୍ ସଂସ୍ଥା ଆଣିପାରେ ଶିଶୁଙ୍କ ପାଇଁ ଟିକା ନୂଆଦିଲ୍ଲୀ: ବିଦେଶରେ ଗୋଟିଏ ପରେ ଗୋଟିଏ ଦେଶକୁ ଓମିକ୍ରନ ଡେଉଁଥିବା ବେଳେ ଭାରତରେ ଧୀରେ ଧୀରେ
Read More...

ଆୟତ୍ତ ବାହାରେ ଦକ୍ଷିଣ କୋରିଆ, ‘ହୁ’ ପୁଣି ଦେଲା ବଡ ବୟାନ

ସିଓଲ: କରୋନାକୁ ନେଇ ଭୟ ବଢ଼ିବାରେ ଲାଗିଲାଣି। ପୂରା ଦକ୍ଷିଣ କୋରିଆ ଏବେ ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି। ସଂକ୍ରମଣ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏବେ ଆଉ ଶଯ୍ୟା ଖାଲି ନାହିଁ। ମିଳୁଥିବା ସୂଚନା ଅନୁସାରେ, ରୋଗୀ ଶଯ୍ୟା ନପାଇ ପ୍ରାଣ
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ରେ ସାମିଲ ହେଲା ଦୁଇ ଜିଲ୍ଲା

ସାରା ରାଜ୍ୟର ୨୮ଟି ଜିଲ୍ଲା ସାମିଲନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧାସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ - ମୁଖ୍ୟମନ୍ତ୍ରୀନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର
Read More...