ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category

ସ୍ୱାସ୍ଥ୍ୟ

ରେଡ୍ ଜୋନ୍କୁ ଆସିଲା ଦୁଇ ଜିଲ୍ଲା

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବା ଡିଆଁ । ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖୋର୍ଦ୍ଧାରେ ହଜାରେ ଟପିଛି ସଂକ୍ରମଣ । ସେହିପରି ଆଉ ୪ ଜିଲ୍ଲାରେ ମଧ୍ୟ ସଂକ୍ରମଣ ସେଞ୍ଚୁରି କରିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ…
Read More...

ଚିନ୍ତା ବଢାଇଲା କରୋନା..

ଦେଶରେ କାୟା ମେଲାଉଛି କରୋନା । ସଂକ୍ରମଣ ଏତେ ଦ୍ରୁତ ବେଗରେ ମାଡୁଛି ଯେ , କେହି କେବେ ଚିନ୍ତା ବି କରିନଥିଲେ । ଓମିକ୍ରନ ଯୋଗୁଁ ସଂକ୍ରମଣ ଏଭଳି ଲମ୍ପ ମାରିଛି ,ଯାହା ସମସ୍ତଙ୍କ ନିଦ ହଜାଇଦେଇଛି । ଗତ ୨୪ ଘଣ୍ଟ। ମଧ୍ୟରେ ଲକ୍ଷେ ୪୧ ହଜାର ୯୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ…
Read More...

ବିମାନ ସାରା କରୋନା

ବିମାନରେ ବିଦେଶରୁ ଆସିଲା କରୋନା । ପଞ୍ଜାବ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଟାଲୀରୁ ଆସିଥିବା ବିମାନରେ ପୁଣି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏ ୧୫୦ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୯୦ ଯାତ୍ରୀଙ୍କୁ ନେଇ ମିଲାନ ସହରରୁ ଅମୃତସରରେ ପହଞ୍ଚିଛି…
Read More...

ଲମ୍ପ ମାରୁଛି କରୋନା..ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

ତୃତୀୟ ଲହରରେ କରୋନା ଏଭଳି ଲମ୍ପ ମାରିବ ବୋଲି ବୋଧେ କେହି କେବେ ଚିନ୍ତା କରିନଥିଲେ । ଓମିକ୍ରନ ଭ୍ୟାରିଆ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ରେ ଦେଶରେ ସଂକ୍ରମଣ ଲକ୍ଷେ ଟପିଛି । ସେହିପରି ଦିନକରେ…
Read More...

ପୁଣି ରାଜ୍ୟରେ ବଢ଼ିଲା କରୋନା..୪ ଜିଲ୍ଲାରେ ସ୍ଥିତି ଖରାପ

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା । ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ । ଜାନୁଆରୀ ୧ରେ ରାଜ୍ୟରେ ୨୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ତାରିଖରେ ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାରୁ ହିଁ ଅନୁମାନ କରାଯାଇପାରେ କେଉଁ ଭାଳି…
Read More...

ଚିନ୍ତା ବଢାଇଲା ଖୋର୍ଦ୍ଧା,ସୁନ୍ଦରଗଡ଼,ସମ୍ବଲପୁର

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଧୀରେ ଧୀରେ ଅଣାୟତ୍ତ ହେଉଛି ସ୍ଥିତି ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମଣ ଲମ୍ବା ଡିଆଁ ମାରୁଛି । ରାଜ୍ୟର ୪ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତା ବଢାଇଛି ।…
Read More...

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ ବଢିଚାଲିଥିବା ବେଳେ ହଠାତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ ଏବେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୯୦ ହଜାର ୯୨୮ ଜଣ ସଂକ୍ରମିତ । କାଲି ତୁଳନାରେ…
Read More...

ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ ।…
Read More...

ଭାଇରସ ପଞ୍ଝାରେ ଜୀବନ

ପୁଣି ପଞ୍ଝା ମେଲାଉଛି କରୋନାରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍‌ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍‌ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ…
Read More...

ରାଜ୍ୟରେ କରୋନା ବିସ୍ଫୋରଣ

ଭୁବନେଶ୍ବର: ପୁଣି ମାଡ଼ିଆସିଲା ବିପଦ । ହୁ ହ ହୋଇ ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ପୁଣି ଥରେ ଦୈନିକ ସଂକ୍ରମଣ ହଜାରେ ଟପିଥିବାରୁ ଭୟଭୀତ ହୋଇଯାଇଛନ୍ତି ଲୋକେ । ରାଜ୍ୟରେ ଦୈନିକ ସଂକ୍ରମଣ…
Read More...