Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ଏମିତି ବିପଦ ଆଣି ଆସୁଛି ତୃତୀୟ ଲହର!
ଭୁବନେଶ୍ବର:
ପିଲାଙ୍କ ପାଇଁ ଘାତକ ସାଜିବ କି କରୋନାର ତୃତୀୟ ଲହର?
ପୁଣିଥରେ ବିଗିଡ଼ି ଯିବ କି ପିଲାଙ୍କ ପାଠପଢ଼ା?
ଗତ ୧୫ ଦିନ ହେଲା ଦେଶର ବିଭିନ୍ନ ଭାଗରେ ଛୋଟ ପିଲା କୋଭିଡ୍-୧୯ରେ ଆକ୍ରାନ୍ତ ହେଉଥିବା ଖବର ଏବେ ଅଭିଭାବକ ମହଲରେ ଏଭଳି ଭୟ ସୃଷ୍ଟି କଲାଣି। ବିଶେଷକରି!-->!-->!-->!-->!-->!-->!-->…
Read More...
Read More...
ରାଜ୍ୟରେ କମୁଛି, କିନ୍ତୁ ଖୋର୍ଦ୍ଧାରେ କମୁନି ସଂକ୍ରମଣ
ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହୋଇଛି । ଅଗଷ୍ଟ ଆରମ୍ଭରୁ ସଂକ୍ରମଣ ଧୀରେ ଧୀରେ କମୁଥିବା ଦେଖାଯାଉଛି । ସୋମବାର ସଂକ୍ରମଣ ହଠାତ ହଜାରେ ତଳକୁ ଖସିଯାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧିପାଇଛି । ସବୁ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୧୩ ଜିଲ୍ଲାରେ ଆକ୍ରାନ୍ତଙ୍କ!-->…
Read More...
Read More...
ହଜାରେ ତଳକୁ ଖସିଲା ସଂଖ୍ୟା
ଗତ କିଛି ଦିନ ଧରି ରାଜ୍ୟରେ ସଂକ୍ରମଣର ସ୍ଥିରାବସ୍ଥା ରହିବା ପରେ ଆସିଛି ଆଶ୍ୱସ୍ତିକର ଖବର । ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମିତ ସଂଖ୍ୟା । କେବେଳ ଖୋର୍ଦ୍ଧା ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଅଙ୍କ ଥିବା ବେଳେ ବାକି ସବୁ!-->…
Read More...
Read More...
ସଂକ୍ରମଣ ରୋକୁଛି ମିଶ୍ରିତ ଡୋଜ
ମହାମାରୀ କରୋନା ସଂକ୍ରମଣକୁ ମାତ ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏଁ ଥମି ନଥିବା ବେଳେ ଆଗକୁ ତୃତୀୟଲହର ଆସିବ ବୋଲି ଅନୁମାନ କରାଯାଉଛି ।ଏହା ସହ କରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ବିଶେଷଜ୍ଞ ମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।!-->…
Read More...
Read More...
କଟକରେ କାହିଁକି ପୁଣି ବଢିଲା ସଂକ୍ରମଣ?
ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦିନକୁ ଦିନ କମୁଛି। ସପ୍ତମ ପର୍ଯ୍ୟାୟ ତାଲାବନ୍ଦର ଏକ ସପ୍ତାହ ଭିତରେ ସଂକ୍ରମଣ ହାର ଖସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ୧୩ ଶହ ଭିତରେ ରହୁଛି। କେବଳ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି।!-->…
Read More...
Read More...
ବଞ୍ଚାଇଥିଲେ ଶହ ଶହ ଜୀବନ, ପ୍ରତିଦାନରେ ମିଳିଲା ସମ୍ମାନ
ସମ୍ବର୍ଦ୍ଧିତ ହେଲେ ସମ୍ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ!-->!-->!-->…
Read More...
Read More...
ତୃତୀୟ ଲହର ପାଇଁ ବଡ଼ ପ୍ରସ୍ତୁତି
ଅଗଷ୍ଟ ୧୫ ତାରିଖରେ ଏକ୍ମୋ ମେସିନ୍ ଉଦଘାଟନ୯ଟି ମେିସନ୍ ଲାଗିବ, ୬ଟି କୋଭିଡ୍ ପରର ଜଟଳିତା ପାଇଁଆଉ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବନାହିଁକେନ୍ଦ୍ର ସରକାରଙ୍କୁ ଆକ୍ସନ ପ୍ଲାନ୍ ଦେଇସାରିଲାଣି ରାଜ୍ୟ୮୬୧ କୋଟି ଖର୍ଚ୍ଚ ହେବ, ୪୦ ପ୍ରତିଶତ ରାଜ୍ୟ ସରକାରଙ୍କର
ଭୁବନେଶ୍ବର:!-->!-->!-->…
Read More...
Read More...
୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍
ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା!-->…
Read More...
Read More...
ନୂଆ ଢଙ୍ଗରେ ଅପରେସନ୍ ହେଲା, ଯନ୍ତ୍ରଣା ବି କମ୍
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ପାଦ ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ!-->…
Read More...
Read More...
ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ
ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି।
ଗତ ୨୪ ଘଣ୍ଟାରେ ୬୯!-->!-->!-->…
Read More...
Read More...