Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ପୁଣି ୨% ଉପରେ ସଂକ୍ରମଣ ହାର
ଭୁବନେଶ୍ବର: କରୋନା ସଂକ୍ରମଣ ଏବେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି । ଅଗଷ୍ଟ ପହିଲାରୁ ସଂକ୍ରମଣର ହଠାତ ହ୍ରାସ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ହେଲେ ଗତ ତିନି ହେବ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଛି । ପୁଣି ୨ ପ୍ରତିଶତ ଉପରକୁ ଉଠିଛି ସଂକ୍ରମଣ ହାର । ଖୋର୍ଦ୍ଧା,!-->…
Read More...
Read More...
ତୃତୀୟ ଲହର ସଂପର୍କରେ ସତର୍କତା
ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି!-->…
Read More...
Read More...
କମିଥିଲା ପୁଣି ବଢିଲା
ସେପଟେ ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମଣ । ସୋମବାର ହଠାତ ହଜାରକୁ ସଂକ୍ରମିତଙ୍କ ସଂଖ୍ୟା ଖସିଆସିଥିଲା । ଏହା ପରେ ଗତ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିଛି ।ଦୁଇଟି ଜିଲ୍ଲା କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି । ତେବେ!-->…
Read More...
Read More...
କମୁଛି ସଂକ୍ରମଣ, ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା
ଗତ ତିନି ଦିନ ଧରି ରାଜ୍ୟରେ ଲଗାତର କରୋନା ସଂକ୍ରମଣ ହାର ୨ ପ୍ରତିଶତ ତଳେ ରହିଛି । ସେମାବାର ସଂକ୍ରମିତଙ୍କ ସଂଖ୍ୟା ହଠାତ ହଜାରେକୁ ଖସି ଆସିଥିଲା । ହେଲେ ଗତକାଲି ଅପକ୍ଷୋ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ସଂକ୍ରମଣ କିନ୍ତୁ ୫ ପ୍ରତିଶତ ତଳେ ରହିଛି!-->…
Read More...
Read More...
ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ନୁହେଁ
ଅଗଷ୍ଟ ଆରମ୍ଭରୁ କରୋନା ଗ୍ରାଫ୍କୁ ନେଇ ସାମ୍ନାକୁ ଆସିଲା ଫେଣ୍ଟାଫେଣ୍ଟି ଚିତ୍ରରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୦୦ ଟପିଲାସଂକ୍ରମଣ ହାର ୧.୫୩କୁ ଖସିଲା, ଖୋର୍ଦ୍ଧାରେ ୨୩୭ ପଜିଟିଭ୍
ଭୁବନେଶ୍ବର: ଅଗଷ୍ଟ ଆରମ୍ଭରୁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ ଦୁଇ ଦିନ ହେବ!-->!-->!-->…
Read More...
Read More...
ସଂକ୍ରମଣ ହାର ୨% ତଳକୁ ଖସିଲା
ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ!-->…
Read More...
Read More...
ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା
ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି।
ସୂଚନା ଦେଇ ସ୍ବତନ୍ତ୍ର!-->!-->!-->…
Read More...
Read More...
କେରଳରେ କରୋନାର ସାଂଘାତିକ ସ୍ଥିତି
କରୋନା ସଂକ୍ରମଣ ତଳମୁହାଁ ନେଇ କିଛି ଦିନ ହେବ ଦେଶରୁ ଆଶ୍ୱସ୍ତି ଖବର ଆସୁଥିଲା । ସଂକ୍ରମଣ ହାର ବୃଦ୍ଧିରେ ବ୍ରେକ ଲାଗିଥିଲା । କିନ୍ତୁ ଗତ ୩ ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ପୁଣି ବଢିଛି । ୪୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି ଦେଶରୁ ଯେତିକି!-->…
Read More...
Read More...
ଓଡ଼ିଶାକୁ ତୃତୀୟ ଛୁଇଁନି, ଚତୁର୍ଥ ତରଙ୍ଗ ଆରମ୍ଭ କଲେଣି ଅଭିଯାନ
କାଏରୋ: ମଧ୍ୟପୂର୍ବ ରାଷ୍ଟ୍ରରେ କୋଭିଡ୍-୧୯ ଡେଲ୍ଟା ଭାରିଆଣ୍ଟର ଚତୁର୍ଥ ତରଙ୍ଗ ଛୁଇଁଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ସଂପର୍କରେ ସତର୍କ କରାଇଛି। ଏସବୁ ରାଷ୍ଟ୍ରରେ କରୋନା ଭୁତାଣୁ ପୁଣି ଥରେ ନୂଆ ରୂପରେ ସେମାନଙ୍କର କାୟା ମେଲାଇଲେଣି।
ଗୁରୁବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ!-->!-->!-->…
Read More...
Read More...
ନିୟନ୍ତ୍ରଣକୁ ଆସିପାରିନି ଖୋର୍ଦ୍ଧା ଓ କଟକ ଜିଲ୍ଲା
ଭୁବନେଶ୍ବର: ଅଗଷ୍ଟ ୧ ତାରିଖ ସକାଳୁ ରାଜ୍ୟରେ ଆଶିଂକ ଲକଡାଉନ ଅବଧି ସରୁଥିବା ବେଳେ ସରକାର ନୂଆ କରୋନା ଗାଇଲାଇନ ଆଜି କିମ୍ବା କାଲି ଘୋଷଣା କରିପାରନ୍ତି। ତେବେ ରାଜ୍ୟରେ ସବୁ ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧା ଓ କଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏହି ଦୁଇ!-->…
Read More...
Read More...