Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍ଲାଇନ୍
କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା
ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ!-->!-->!-->…
Read More...
Read More...
ଆଜିଠୁ ଏମସରେ ଏକ୍ମୋ ଚିକିତ୍ସା
ଭୁବନେଶ୍ବର: ଏକ୍ମୋ ଚିକିତ୍ସା ପାଇଁ ରାଜ୍ୟରୁ ଆଉ ବାହାରକୁ ଏୟାରଲିଫ୍ଟ ହେବେନି ରୋଗୀ। ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଏକ୍ମୋ ଚିକିତ୍ସା। ଆଜି ଭୁବନେଶ୍ୱର ଏମସର ପ୍ରତିଷ୍ଠା ଦିବସ ଅବସରରେ ଏହି ଚିକିତ୍ସା ଆରମ୍ଭ ହେବ।
କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ!-->!-->!-->…
Read More...
Read More...
ଲକଡାଉନ ହଟିବ ନା ରହିବ?
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି
ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି!-->!-->!-->…
Read More...
Read More...
ପାଞ୍ଚ ନମ୍ବରରେ ଓଡ଼ିଶା
୧୦ ପ୍ରତିଶତ ସଂକ୍ରମଣ ହାରରେ ଓଡ଼ିଶାର ଗୋଟିଏ ଜିଲ୍ଲା ରହିଥିବା ସୂଚନାଦୁନିଆକୁ ତୃତୀୟ ଲହର ଆସିଗଲାଣି, ବ୍ରିଟେନ, ଋଷିଆ ସବୁଠି ଚିହ୍ନଟ ହେଲେଣିକେବେ ଆସିବ ନୁହେଁ କେମିତି ନ ଆସିବ ସେ ନେଇ ଆଲୋଚନା ହେଉ: ଡ. ପଲ୍
ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ସଂକ୍ରମଣ ଏବେ ଧୀରେ!-->!-->!-->…
Read More...
Read More...
ପୁଣି ବଢିଲା କରୋନା ସଂକ୍ରମଣ ହାର
ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା?
ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ।!-->!-->!-->…
Read More...
Read More...
କ୍ୟାନସର ହସ୍ପିଟାଲର ଶୁଭ ଦେଲେ ନବୀନ
ଭୁବନେଶ୍ବର: ରଥଯାତ୍ରା ଅବସରରେ ରାଜଧାନୀରେ ଆଜି ଦୁଇଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିପାଇଁ ରାଜ୍ୟସରକାର!-->…
Read More...
Read More...
ଖସୁଛି ସଂକ୍ରମିତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ତାଲିକା
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଯାହା ଆଶ୍ୱସ୍ତ କରିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟାର ତାଲିକା ଲମ୍ବିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ସଂକ୍ରମଣ!-->…
Read More...
Read More...
ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??
ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା
ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ!-->!-->!-->…
Read More...
Read More...
ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?
ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ!-->…
Read More...
Read More...
ଖୋର୍ଦ୍ଧାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ଆଉ ୬୧ କୋଭିଡ ମୃତ୍ୟୁର ହିସାବଲାଲ ବଳୟରୁ ହଟୁନି ଖୋର୍ଦ୍ଧା,କଟକ
ଭୁବନେଶ୍ବର: ଦେଶରେ ୮ ରାଜ୍ୟରେ କରୋନା ସ୍ଥିିତି ଚିନ୍ତାଜନକ ଥିବା ବେଳେ ଏହି ତାଲିକାରେ ଓଡିଶାର ନାଁ ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ କମିବା!-->!-->!-->…
Read More...
Read More...