Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲା ଦିଲ୍ଲୀରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ
Browsing Category
ସ୍ୱାସ୍ଥ୍ୟ
ବ୍ରେନ୍ ଷ୍ଟ୍ରୋକ୍
ବିଶ୍ବର ଦ୍ବିତୀୟ ବୃହତ୍ ମୃତ୍ୟୁ ଶାରିରୀକ ଅକ୍ଷମତାର କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍। ଓଡିଶାରେ ଷ୍ଟ୍ରୋକ୍ ରୋଗୀ ସଂଖ୍ୟା ସାରା ଭାରତରେ ଦ୍ବିତୀୟ। ଏହି ଷ୍ଟ୍ରୋକ୍ ଯେତେ ମାରାତ୍ମକ ହେଲେ ସୁଦ୍ଧା ଠିକ୍ ସମୟରେ ଏହାର ଉପଚାର କଲେ ଏଥିରୁ ଅନେକ ମାତ୍ରାରେ ଉପଶମ ହୋଇଥାଏ। ତେଣୁ ଏହି!-->…
Read More...
Read More...
ଏଇ ୭ ଦିନ ବେଶୀ ବିପଦ!
ରାଜ୍ୟରେ ସଂକ୍ରମଣ ହାର କମୁଛି, ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦୦ ଟପିଲାକୋଭିଡ୍ ପଜିଟିଭ୍ଙ୍କ ସଂଖ୍ୟା ଖସି ଆସି ୧୭୯୩ ଛୁଇଁଛି
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। କୋଭିଡ୍ ପଜିଟିଭ୍!-->!-->!-->…
Read More...
Read More...
ହେଙ୍ଗୁ ଏବେ ଭାରତରେ ଚାଷ ହେବ; କାହିଁକି ଏହା ଗୁରୁତ୍ବପୂର୍ଣ୍ଣ ମସଲା ଜାଣନ୍ତୁ
ଆସଫୋଏଟିଡା (ହେଙ୍ଗୁ) ବର୍ତ୍ତମାନ ଭାରତରେ ବୃଦ୍ଧି ପାଇବ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଯାହାକୁ ଭାରତରେ ପ୍ରଥମ ଥର ପାଇଁ ଚାଷ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଆମଦାନୀ ମାଧ୍ୟମରେ ଏହାର ଚାହିଦା ପୂରଣ ହେଉଥିଲା।
ଭାରତୀୟ ରୋଷେଇରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟରୁ ହେଙ୍ଗୁ!-->!-->!-->…
Read More...
Read More...
ପୂଜା ପାଇଁ କୋଭିଡ୍ ନିୟମ କଡ଼ାକଡି ନିର୍ଦେଶ
ରାଜ୍ୟରେ କୋଭିଡ୍ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଲାଅଧିକ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ, ଶୂନ୍ୟ ସହନଶୀଳ ନୀତିକୋଭିଡ ଯୋଦ୍ଧା ଓ ପରିବାରକୁ ଦଶହରା ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ!-->!-->!-->…
Read More...
Read More...
କରୋନା ଯାଇନି, ଲଢ଼େଇ ସରିନି: ମୋଦୀ
ନୂଆଦିଲ୍ଲୀ: ଦେଶରେ ପୂଜାର ମାହୋଲ। ବଜାରରେ ଭିଡ। ଅନେକ ରାଜ୍ଯରେ ନିର୍ବାଚନ ସରଗରମ। ଏଭଳି ପରିବେଶକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତା ପ୍ରକାଶ କରିବା ସହିତ ସତର୍କ କରାଇବା ଉଦ୍ଦେଶ୍ୟରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।
ମୋଦୀ କହିଛନ୍ତି, କୋରୋନା!-->!-->!-->…
Read More...
Read More...
କରୋନା ମୁକାବିଲା: ନବୀନଙ୍କ ରାସ୍ତାରେ ହର୍ଷ
‘ଓନାମ୍’ ଅବହେଳାର ଫଳ ଭୋଗୁଛି କେରଳ ସବୁ ରାଜ୍ୟ ସରକାର ସତର୍କ ହେବାକୁ ପରାମର୍ଶ ନିଜ ଘରେ ରହି ପାର୍ବଣ ପାଳନ୍ତୁ ବୋଲି କହିଲେ ସମ୍ବାଦପତ୍ର ସୁରକ୍ଷିତ, କରୋନାର ଉତ୍ସ ନୁହେଁ
ନୂଆଦିଲ୍ଲୀ: ଗତ ସପ୍ତାହରେ ପୂଜା ଓ ଶୀତ ଋତୁ ପାଇଁ କରୋନା ସଂକ୍ରମଣ ସଂକ୍ରାନ୍ତ ସତର୍କ ସୂଚନା ଦେବା ବେଳେ!-->!-->!-->…
Read More...
Read More...
ଆହୁରି ଅଢେଇ ମାସ ବଡ଼ ବିପଦ
ଏମ୍ସ ଓ କେନ୍ଦ୍ରୀୟ ଡାକ୍ତରଖାନାକୁ ସତର୍କ କରାଇଲା କେନ୍ଦ୍ର ପାର୍ବଣ ଓ ଶୀତଋତୁ ପାଇଁ ତନାଘନା କଲେ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ବି ଚେତାବନୀ ଦେଇଥିଲେ
ନୂଆଦିଲ୍ଲୀ: ଉଭୟ ପାର୍ବଣ ଏବଂ ଶୀତଋତୁ ପାଇଁ ସତର୍କ ରହିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି!-->!-->!-->…
Read More...
Read More...
ଶିଶୁର ଯତ୍ନ
ଶିଶୁଟିକୁ ଜନ୍ମ ଦେଇଦେଲେ କେବଳ ବାପା,ମାଆଙ୍କର କର୍ତ୍ତବ୍ୟ ସରିଯାଇ ନ ଥାଏ। ଏଥିପାଇଁ ଗର୍ଭାବସ୍ଥାରୁ ସେମାନଙ୍କର ଯତ୍ନ ନେବାକୁ ହୋଇଥାଏ। ଯେଉଁଥି ପାଇଁ କି ବାପା,ମାଆଙ୍କୁ ସଚେତନ ହେବା ନିହାତି ଆବଶ୍ୟକ।
ଗର୍ଭାବସ୍ଥାରେ ଶିଶୁର ଯତ୍ନ :ଗର୍ଭରେ ବୀଜ ସ୍ବରୁପ ଶିଶୁକୁ ଯଦି ଉଚିତ ଆହାର!-->!-->!-->…
Read More...
Read More...
ସୁସ୍ଥ ହୃଦୟ ପାଇଁ ୧୦ ଟି ନିୟମ
୧.ସ୍ବାସ୍ଥ୍ୟକର ଖାଦ୍ୟ-ହୃଦୟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ପାନୀୟକୁ ସଜାଡନ୍ତୁ। ଆପଣ କଣ ଖାଉଛନ୍ତି ଓ କେତେବେଳେ ଖାଉଛନ୍ତି ଉଭୟ ଗୁରୁତ୍ବପୂର୍ଣ୍ଣ। ଫଳ ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ସହ ସାମାନ୍ୟ ତେଲେ ବା ଘିଅ ଖାଆନ୍ତୁ।
୨.ଓଜନ -ମେଦ ଓ ଓଜନ ସବୁ ପ୍ରକାର ହୃଦ ରୋଗ ,ରକ୍ତଚାପ!-->!-->!-->…
Read More...
Read More...
ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ!-->!-->!-->!-->!-->…
Read More...
Read More...