ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

କେନ୍ଦ୍ର ଅବଦାନର ହିସାବ ଧରି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ ସମୟର ସହାୟତା ହିସାବ ଦେଲେ୨୨ହଜାର ୨୬୭ କୋଟି ଟଙ୍କାର ସହାୟତା ଭିତରେ ଚାଉଳ, ଡାଲି, ଗ୍ୟାସ୍ ତଥ୍ୟ ରହିଛିଅମ୍ଫାନରେ ସରକାର ପାଇଛନ୍ତି ୫୦୦ କୋଟି, ଜିଏସ୍‌ଟି ବାବଦରେ ୭୦୦୦ କୋଟିରୁ ଅଧିକବିଜେଡି ତରଫରୁ ପ୍ରମିଳା କହିଲେ, ଆମକୁ ଯାଚିକି
Read More...

କଂଗ୍ରେସ ରାସ୍ତାରେ ଓଡ଼ିଶା ବିଜେପି!

ଭୁବନେଶ୍ବର: ମେଣ୍ଟ ଭାଙ୍ଗିବା ପରେ ବିଜେପି ଓଡ଼ିଶାରେ ଏକ ବଡ଼ ଦୁର୍ଦିନର ସାମ୍ନା କରୁଥିଲା। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୧୬ ମସିହାଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ କରୁଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତିନି ନମ୍ବର
Read More...

ଉପନିର୍ବାଚନ କାହା ପାଇଁ କେତେ ଗୁୁରୁତ୍ବପୂର୍ଣ୍ଣ ?

ବିଜେଡି ଜିତିଲେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ବଳବତ୍ତର ଥିବା ପ୍ରମାଣିତ ହେବବିଜେପି ଜିତିଲେ ବଢିବ ନେତାଙ୍କ ପତିଆରା, ସଙ୍କେତ ମିଳିବ, ଗ୍ରହଣୀୟତା ବଢୁଛିକଂଗ୍ରେସ ଜିତିଲେ ନିରଞ୍ଜନଙ୍କ ଦବଦବା ବଢିବ, ନେତା ପୁଣି ଏକାଠି ହୋଇପାରନ୍ତି ଭୁବନେଶ୍ବର: ଗଣମାଧ୍ୟମ ସାମ୍ନାରେ ସରକାର
Read More...

ବାଲେଶ୍ବର ମୂଲଚାଲ ପଛରେ କିଏ?

ନିର୍ବାଚନ ଠାରୁ ଟିକେଟ୍ ରାଜନୀତି ବଢିଗଲାଅନ୍ୟମାନେ ଫାଇଦା ନେବା ସମ୍ଭାବନା ଅଧିକପ୍ରାର୍ଥୀ ବଦଳିଲେ ନବୀନଙ୍କୁ ଝଟ୍‌କା ଲାଗିବରବି ଜେନା ସବୁଦିନ ପାଇଁ ଗୁରୁତ୍ବ ହରାଇଲେ ଭୁବନେଶ୍ବର: ଦୀର୍ଘ ବର୍ଷ ବ୍ୟବଧାନରେ ପରେ ବିଜୁ ଜନତା ଦଳରେ ମୂଲଚାଲ ରାଜନୀତି ଦେଖିବାକୁ ମିଳିଲା। ମୁଖ୍ୟମନ୍ତ୍ରୀ
Read More...

ସ୍ବରୂପ ବାଲେଶ୍ବର ଓ ବିଜୟ ତିର୍ତ୍ତୋଲ ପ୍ରାର୍ଥୀ

ଭୁବନେଶ୍ବର: ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାରେ ବିଜେଡି ଆଜି ସ୍ବରୂପ ଦାସଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରିଛି। ପୂର୍ବତନ ସାଂସଦ ରବି ଜେନାଙ୍କ ସପକ୍ଷରେ ଜନମତ ସର୍ଭେ ଥିଲେ ବି ଦଳରେ ଜୀବନ ପ୍ରଦୀପ ଦାସ ଗୋଷ୍ଠୀଙ୍କ କଡ଼ା ବିରୋଧ କାରଣରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍
Read More...

ବିଜେପି ଓ ଧର୍ମେନ୍ଦ୍ରଙ୍କ ପାଇଁ ଅଗ୍ନୀପରୀକ୍ଷା

ଟିକେଟ୍ ବଣ୍ଟନରେ ଧର୍ମେନ୍ଦ୍ରଙ୍କ ପତିଆରା ରହିଲାନିର୍ବାଚନ ପୂର୍ବରୁ ରାଜନୈତିକ ଧକ୍‌କା ଖାଇଲେ ପ୍ରତାପନିର୍ବାଚନରେ ପୂର୍ଣ୍ଣ ସକ୍ରିୟତା ନ ଦେଖାଇଲେ ଆଗକୁ ମହଙ୍ଗା ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଏବେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିତୋଳିଛି।
Read More...

ବିଜେଡି ପ୍ରାର୍ଥୀ ଚୂଡାନ୍ତ, ଯେ କୌଣସି ମୁହୂର୍ତ୍ତରେ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉଭୟ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି। ଯେ କୌଣସି ମୁହୂର୍ତ୍ତରେ ବିଜେଡି ମୁଖିଆ ଏହି ତାଲିକା ଉପରେ ମୋହର
Read More...

ତିନି ଘଣ୍ଟା ଧରି ରୁଦ୍ଧ ଦ୍ବାରରେ କି ଆଲୋଚନା ହେଲା?

ଚେଲ୍ଲାକୁମାରଙ୍କ ପ୍ରଥମ ଗସ୍ତରେ କଂଗ୍ରେସ ଶିବିରରେ କମ୍ପନଉପନିର୍ବାଚନ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନାକାହିଁକି ଦଳ ବିପର୍ଯ୍ୟୟ ସାମ୍ନା କରୁଛି, କିଏ ଦୋଷୀ ସେ ତଥ୍ୟ ନେଲେ ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କ ଗସ୍ତ ଏବେ ରାଜ୍ୟ କଂଗ୍ରେସ ଶିବିରକୁ
Read More...

ଅପରେସନ୍ ମମତା ରଣନୀତି ଚୂଡ଼ାନ୍ତ

ନିଜେ ଶାହ ନେବେ ନେତୃତ୍ବ, ଦୁର୍ଗାପୂଜା ପୂର୍ବରୁ ବିଗୁଲ୍ ବାଜିବନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ୪ଘଣ୍ଟା ଧରି ରୁଦ୍ଧ ବୈଠକକଂଗ୍ରେସ-ବାମପନ୍ଥୀ ହାତ ମିଳାଇବେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବିଜେପି
Read More...

ନୀତିଶଙ୍କ ଠାରୁ ଦୂରେଇଲେ ପାଶଓ୍ବାନ

ବିହାରରେ ଏନଡିଏ ମେଣ୍ଟରେ କେଁ ପଶିଲାଚିରାଗ କହିଲେ, କେନ୍ଦ୍ର ସଂପର୍କ ଅତୁଟ ରହିବବିଜେପି ବିରୋଧରେ ପ୍ରାର୍ଥୀ ଦେବନି ଏଲ୍‌ଜିପି ପାଟନା: ଲୋକ ଜନଶକ୍ତି ପାର୍ଟି ଏହାର ସଂସଦୀୟ ବୋର୍ଡର ଏକ ବୈଠକରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ
Read More...