ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ଟିକା ରାଜନୀତି: ସେବେ ବିରୋଧୀ କହିଥିଲେ, ଏବେ ନଡ୍ଡା ଗର୍ଜିଲେ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମ…
Read More...

ଚିଲ୍ଲେଇଲା ବିଜେପି: ଟିକା ମୋଦୀ ଦେଇଛନ୍ତି, ନବୀନଙ୍କ ଫଟୋ କାହିଁକି ଲାଗିବ?

ବାଲେଶ୍ବର, ଜୟପୁର ଓ ରାୟଗଡା ଟିକାକରଣ କେନ୍ଦ୍ରରେ ପ୍ରତିବାଦ କଲା ବିଜେପିନବୀନ ପ୍ରଚାର, ପ୍ରସାରରେ ବିଶ୍ବାସ କରନ୍ତିନି, ଏହା ବିଜେପିର କାମ:ବିଜେଡି ଭୁବନେଶ୍ବର: ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ବର…
Read More...

ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ନବୀନ

୮ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ବିପଦ, ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ନିଶ୍ଚିତବଦଳିପାରନ୍ତି ବାଚସ୍ପଚି, ଉପବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକକିଛି ଟାଣୁଆ ମନ୍ତ୍ରୀ ସଂଗଠନ ଦାୟିତ୍ବ ନେବେ, ଅଧିକ ମହିଳାଙ୍କୁ ଗୁରୁତ୍ବ ମିଳିବବେଶୀ ଯୁବ ନେତାଙ୍କୁ ମିଳିବ ଗୁରୁତ୍ବ, ୨୦୨୪…
Read More...

କର୍ଣ୍ଣାଟକ ବିଜେପିରେ ୟେଦୁରପ୍ପା ଝଡ଼ ଭୀଷଣ ରୂପ ନେଲାଣି

ବିଜେପି ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣିତିନିଭାଗରେ ବିଭକ୍ତ ହେଲାଣି ରାଜ୍ୟ ବିଜେପି ସଂଗଠନୟେଦୁରପ୍ପାଙ୍କ ଚୌକି ଦୋହଲୁଛି, କ୍ୟାମ୍ପ କରିଛନ୍ତି ଅରୁଣରାଷ୍ଟ୍ରପତି ଶାସନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୌସୁମୀ ଜନିତ ପାଣିପାଗକୁ…
Read More...

ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ…
Read More...

କାହା ସ୍ବାର୍ଥରେ କାମ କରୁଛନ୍ତି ମନ୍ତ୍ରୀ, ସଚିବ

ଆଉ କେତେ ଦିନ ପ୍ରଶାସକଙ୍କ ହାତରେ ରହିବ ମହାନଗର, ପୌରାଞ୍ଚଳ ଓ ସମବାୟ ସଂସ୍ଥାମାଳ ମାଳ ପୁରସ୍କାର ଗୋଟାଉଛନ୍ତି, ଅଥଚ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରିଲେନିପଞ୍ଚାୟତିରାଜ ବିଭାଗ ସ୍ଥିତି ମୁସ୍କିଲ୍, ପିିପିଲି ଉପନିର୍ବାଚନ ପ୍ରଚାର ବେଳେ ଆସିଲା ବଡ ସତସମବାୟ ମନ୍ତ୍ରୀ ଅତ୍ୟନ୍ତ…
Read More...

ମୋଦୀଙ୍କୁ ରୋକିବାକୁ ଗୋଟି ଚଳାଉଛନ୍ତି ପିକେ

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏକ ବଡ଼ ରାଜନୈତିକ ଗୋଟିଚାଳନାର ଆଭାସ ମିଳୁଛି। ଗତ ସପ୍ତାହରେ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହିତ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଆଲୋଚନା କରିବା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ତାଙ୍ଗ ସଂଗଠନକୁ ବିସ୍ତାର କରିବା,…
Read More...

ପୁଣି ଜଣେ ଓଡ଼ିଆ କେନ୍ଦ୍ରରେ ପାଇପାରନ୍ତି ଗୁୁରୁତ୍ବପୂର୍ଣ୍ଣ ପଦବି

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ତାମିଲନାଡୁ ପୁଲିସ ମହାନିର୍ଦେଶକ ତଥା ୧୯୮୫ ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିପାରେ। କେନ୍ଦ୍ରୀୟ ଭିଜିଲାନ୍ସ କମିସନ ପଦ ପାଇଁ ତାଙ୍କ ନାମ ସଂପର୍କରେ ବିଚାର ଚାଲିଛି। ତାମିଲନାଡୁ ରାଜ୍ୟ…
Read More...

କାହା ଉପରେ ବିଜୟ ମହାପାତ୍ରଙ୍କ ଆଖି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ ପାଇଁ ସଜବାଜ ଆରମ୍ଭବିଭିନ୍ନ ଦଳର ରାଜନୈତିକ ନେତାଙ୍କ ସହିତ ଆଲୋଚନା ଜାରି, ସକ୍ରିୟ ହେବେ କି? ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ସଙ୍କେତ ଦେଇସାରିଲେଣି। ଚିଠି କରି କହିଛନ୍ତି…
Read More...

ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡ଼େ ଗଲେ?

ଦରଦାମ ସ୍ଥିତି ତିରୋଟ ଅବସ୍ଥାରେ ରହିଛି, ଆନ୍ଦୋଳନକୁ ଓହ୍ଲାଉନହାନ୍ତି ମହିଳାସଭାପତି ଚୟନର ଦୀର୍ଘ ଦିନ ପରେ ବି ଗଠନ ହୋଇପାରୁନି ରାଜ୍ୟ କମିଟିଜିଲ୍ଲାସ୍ତରରେ ଅସନ୍ତୋଷ ଦାନା ବାନ୍ଧିଲେଣି, ସଭାନେତ୍ରୀ ଚୟନ ନୋହିଲାଯୁବ ଓ ଛାତ୍ର ସକ୍ରିୟ ଥିବା ବେଳେ ମହିଳା ଶାଖା ନିରବ ନେଇ ପ୍ରଶ୍ନ…
Read More...