Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଅପରାଜିତା ବିଜେପି ଜାତୀୟ ମୁଖପାତ୍ର
ଜେ ପି ନଡ୍ଡାଙ୍କ ଟିମ୍ରେ ଓଡ଼ିଶାରୁ ଚାରି ନେତାବୈଜୟନ୍ତ ଉପସଭାପତି ପଦ ବଜାୟ ରଖିଲେସାଂସଦ ବିଶେଶ୍ବର ଟୁଡୁଙ୍କୁ ସଂପାଦକ ଭାବେ ନିଯୁକ୍ତିସମ୍ବିତ ପାତ୍ର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟକରିବେ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା!-->!-->!-->…
Read More...
Read More...
ବିଜେଡିର କମ୍, ବିଜେପିର ବେଶୀ ଦରକାର
ପ୍ରତାପଙ୍କ ପାଇଁ ବାଲେଶ୍ବର, ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଜିତିବା ଗୁରୁତ୍ବପୂର୍ଣ୍ଣପ୍ରାର୍ଥିତ୍ବ ଚୟନ ବିଜେଡି ପାଇଁ ବଡ଼ ସମସ୍ୟା, ଉପନିର୍ବାଚନରେ ଦଳର ରେକର୍ଡ ଭଲ
ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ଭାରତର ନିର୍ବାଚନ ଆୟୋଗ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ଲାଗି!-->!-->!-->…
Read More...
Read More...
କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ!-->!-->!-->…
Read More...
Read More...
କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା
ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ।
!-->!-->!-->…
Read More...
Read More...
ବିଦ୍ୟୁତ ଦର ବୃଦ୍ଧିକୁ ପ୍ରସଙ୍ଗ କଲା ବିଜେପି
ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ଦେଇଛନ୍ତି ମୋଦୀ: ଧର୍ମେନ୍ଦ୍ର ପ୍ରଧାନଗୋଲକ କହିଲେ, ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର,ନ ଓହରିଲେ ରାସ୍ତାକୁ ଯିବୁ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଆଜି ବି!-->!-->!-->…
Read More...
Read More...
ବିଜେଡ଼ି-ବିଜେପି ଚାଷୀ ଓ ଶ୍ରମିକ ବିରୋଧୀ
ଓଡ଼ିଶା ଆସି ଚାଷୀ ବିଲ୍କୁ ବିରୋଧ କଲେ ଦିଗ୍ବିଜୟ ସିଂହକଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲେ ନେତା
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍ବିଜୟ ସିଂହକୁ!-->!-->!-->…
Read More...
Read More...
ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର
ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବରପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ
ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି।!-->!-->!-->…
Read More...
Read More...
ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ
ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍ଭାଲ୍ ହେବବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି
ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ!-->!-->!-->…
Read More...
Read More...
ଡିଆରଡିଓ ପକ୍ଷରୁ ଅଭ୍ୟାସ ବିମାନର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ!-->…
Read More...
Read More...
ବିଜେଡିକୁ ଏ କି ରୋଗ ହୋଇଛି?
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହେଉନାହିଁ। ନୂଆଦିଲ୍ଲୀରୁ ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଲେ ବିଜେପି ସାଂସଦ ସୁରେଶ ପୂଜାରୀ। ଏହାର ଦୀର୍ଘ ସମୟ ପରେ ରାଜ୍ୟ ସରକାରଙ୍କ ପରିବର୍ତେ ବିଜେଡି ପକ୍ଷରୁ ଲେନିନ୍ ମହାନ୍ତି ପ୍ରତିଜବାବ ଦେଲେ। ସ୍ବାସ୍ଥ୍ୟମନ୍ତ୍ରୀ କୁଆଡେ ଗଲେ?!-->…
Read More...
Read More...