ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ତଥାପି ହାଇକମାଣ୍ଡ ନିଶା ଖସିନି!

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ, ସେ ନେଇ ରାଜ୍ୟ ନେତାଙ୍କ ଭିତରେ ଆଦୌ ସହମତି ନାହିଁ। ନିର୍ବାଚନ ଭିତ୍ତିରେ ସଭାପତି ଚୟନ ଲାଗି କୌଣସି ଜଣେ ବି ନେତା ଏ ଯାଏ ଆଗ୍ରହ ଦେଖାଉନାହାନ୍ତି। ବରଂ ପୁଣି ସେହି ପୁରୁଣା ଧାରାରେ ହାଇକମାଣ୍ଡଙ୍କ ଆଶୀର୍ବାଦକୁ ଆଖେଇଛନ୍ତି।
Read More...

୮୬ ଯୁବ ବିଜେଡି ନେତାଙ୍କୁ ନିଯୁକ୍ତି

ନବୀନ ପ୍ରକାଶ କଲେ ସଂପାଦକ ଓ ଯୁଗ୍ମ ସଂପାଦକ ତାଲିକା ଭୁବନେଶ୍ବର: ବିଜେଡି ସଭାପତି ଆଜି ଏକାଥରକେ ସଂପାଦକ ଓ ଯୁଗ୍ମ ସଂପାଦକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥର ସଂପାଦକ ତାଲିକାରେ ୪୫ ଓ ଯୁଗ୍ମ ସଂପାଦକ ତାଲିକାରେ ୪୧ ଜଣ ନେତାଙ୍କ ନାମ ରହିଛି।ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ
Read More...

ଲକ୍ଷ ଲକ୍ଷ ଚ୍ୟାଲେଞ୍ଜ ଅଛି, ୧୩୦କୋଟି ସମାଧାନ ବି ଅଛି: ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାରୀ ଆତ୍ମନିର୍ଭରଶୀଳ ଭାରତର ମନ୍ତ୍ର ଦେଲେ ମୋଦୀକୋଭିଡ୍ ଟିକା ଆଗକୁ ବଢିଲେ ବଣ୍ଟନ ପାଇଁ ରୋଡ୍ ମ୍ୟାପ୍ ହେବସବୁ ଗ୍ରାମରେ ଅପଟିକ୍ ଫାଇବର କେବୁଲ୍ ବିଛାଯିବ୭୫ତମ ସ୍ବାଧୀନତା ଦିବସ ବଡ଼ ଢଙ୍ଗରେ ପାଳନ କରାଯିବ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା
Read More...

ରାଜସ୍ଥାନ ଖେଳ: କିଏ ହିରୋ, କିଏ ଜିରୋ?

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପାଇଲଟ୍ ଆହୁରି କହିଛନ୍ତି ଯେ "ମୁଁ ସୋନିଆ ଜୀ, ରାହୁଲ ଗାନ୍ଧୀ,
Read More...

ବିହାରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ

ନିର୍ବାଚନ ନ ହେବା ନେଇ ବଡ଼ ବିତର୍କ ଆରମ୍ଭନୀତିଶ ବି ସଙ୍କେତ ଦେଲେଣି ନିର୍ବାଚନ କରିବା କଷ୍ଟବଡ଼ ଚାଲ ଖେଳିପାରେ ବିଜେପି, ସୁଶୀଲଙ୍କୁ ଆଗକୁ ଆଣିବ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦିଓ ଭାରତର ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ
Read More...

ମନ୍ତ୍ରୀଙ୍କୁ ସମୟ ମିଳିଲା, ବିପଦ ବଢିଲା

କିଛି ଦିନ ସ୍ଥଗିତ ରହିଲା ମନ୍ତ୍ରିମଣ୍ଡଳ ଅଦଳବଦଳପ୍ଲାଜମା ପାଇଁ ଜିଲ୍ଲା ଗସ୍ତ ବି ଏକ ମାପଦଣ୍ଡ ହେବ ଭୁବନେଶ୍ବର: ଆପାତତଃ ଯୋଜନା ସରିଥିଲା। କିଏ କିଏ ମନ୍ତ୍ରୀ ପଦରୁ ଯିବେ, ଆଉ କାହାକୁ ସାମିଲ କରାଯିବ, ସେ ନକ୍ସା ବି ପ୍ରସ୍ତୁତି ଚାଲିଥିଲା। ହେଲେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି
Read More...

ଶକ୍ତି ଫେରିପାଇବ କଂଗ୍ରେସ, ବଳ ଦେଉଛି ବିଜେପି!

ଭୁବନେଶ୍ବର: କେନ୍ଦ୍ରରେ ଧୀରେ ଧୀରେ ବିଜେପି-କଂଗ୍ରେସ ମଧ୍ୟରେ ଶୀତଳଯୁଦ୍ଧ କ୍ରମଶଃ ଜୋର ଧରିଲାଣି। ସମ୍ଭବତଃ ଏମିତି ଦିନ ନ ଥିବ ,ଯେଉଁଦିନ କେନ୍ଦ୍ରୀୟ ବିଜେପି ନେତାମାନେ ଗାନ୍ଧୀ ପରିବାର ସଂପର୍କରେ ବିଷୋଦଗାର କରୁନଥିବେ। ୨୦୧୯ ନିର୍ବାଚନର ପ୍ରଥମ ୮ମାସ ପରେ ବିଜେପିର ଶୀର୍ଷ
Read More...

ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧାକୁ ଫୋକସ୍

ଆସନ୍ତାକାଲିଠାରୁ ଭୁବନେଶ୍ବରର ସମ୍‌, କିମ୍‌ସ ଓ କଟକର ଅଶ୍ବିନୀ ହସ୍‌ପିଟାଲରେ ପ୍ଲାଜମା ଥେରାପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ରୀେ କୋଭିଡ ରୋଗୀଙ୍କ ସୁବିଧା,
Read More...

ପିଢି ପରିବର୍ତନରେ ବି ନବୀନ ଦେଶରେ ଆଗୁଆ

ସିନ୍ଧିଆଙ୍କ ପରେ ପାଇଲଟଙ୍କ ଗୋଟିଚାଳନା ନେଇ ଦେଶରେ କମ୍ପନକିଏ ବିଜେପିକୁ ଦୋଷ ଦେଉଛନ୍ତି, ଆଉ କାହା ଆଙ୍ଗୁଠି ଯୁବନେତାଙ୍କୁନୀତି, ଆଦର୍ଶର ଜଳାଞ୍ଜଳି କଥା କହି ଅସଲ ଗଣିତକୁ ଦୂରେଇ ହେବନିଯାହା ଇନ୍ଦିରା, ରାଜୀବ, ସୋନିଆ କଲେ, ରାହୁଲ ସେଥିରେ ବି ଫେଲ୍ ଭୁବନେଶ୍ବର: ପ୍ରଥମେ
Read More...

ଅଗଷ୍ଟ ୧୫ ପୂର୍ବରୁ ସମ୍ପୂର୍ଣ୍ଣ ନବକଳେବର!

ବିଜେଡି ସଂଗଠନ ନୂଆ ରୂପ ନେବ, ବଛାଯିବେ ଯୁବ, ମହିଳା ଓ ଛାତ୍ର ମୁଖିଆମନ୍ତ୍ରିମଣ୍ଡଳରେ ନୂଆ ମୁହଁ ସାମିଲ ହୋଇପାରନ୍ତି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେପ୍ରଶାସନିକସ୍ତରରେ ବଡ଼ ପରିବର୍ତ୍ତନ, ଯୁବ ଅଧିକାରୀଙ୍କୁ ମିଳିପାରେ ବଡ଼ କ୍ଷମତାପୁଲିସ ପ୍ରଶାସନରେ ବି ବ୍ୟାପକ ପରିବର୍ତ୍ତନ
Read More...