ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ଓଡ଼ିଶା ରାଜନୀତିକୁ ଫେରିବେ ଧର୍ମେନ୍ଦ୍ର

ଖିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାପର୍ଯ୍ୟବେକ୍ଷକ ମହଲ କହୁଛନ୍ତି, ଜାନକୀବଲ୍ଲଭଙ୍କ ରାସ୍ତାରେ ମୁକୁ ସମ୍ବଲପୁର ଉପରେ ଆଖି, ଦଳ ସଂଖ୍ୟା ପାଇଲେ ରାଜ୍ୟକୁ ଆସିବେ ଭୁବନେଶ୍ବର: ୨୦୨୧ ଆରମ୍ଭରୁ ଓଡ଼ିଶା ରାଜନୀତି ସମୀକରଣ ଦ୍ରୁତ ବଦଳିବାରେ ଲାଗିଛି।…
Read More...

ବର୍ଷେ ଆଗରୁ ପଞ୍ଚାୟତ ଦଖଲ ଅଭିଯାନ

ବିକାଶକୁ ଏଜେଣ୍ଡା କରି ନବୀନ ଓହ୍ଲାଇଲେ ମଇଦାନକୁହାତରେ ଧରିଛନ୍ତି ୨୦୮୫ କୋଟି ଓ ୧୦୬ଟି ପ୍ରକଳ୍ପଶହେ ପ୍ରତିଶତ ପଞ୍ଚାୟତ ଦଖଲ ଲାଗି ବିଜେଡିର କସରତକଳାହାଣ୍ଡିରେ ଉତ୍ସବ ଭଳି ପରିବେଶ, ବିଜେଡି ପଶିଗଲା ସବୁ ଘରକୁବିରୋଧୀଙ୍କ ପାଇଁ ଆହ୍ବାନ ବଢ଼ିଲା; ସଂଗଠନ ନାହିଁ କି ଯୋଜନା ବି …
Read More...

ବୁମେରାଂ ହେଉଛି ଅପରାଜିତାଙ୍କୁ ମୁକାବିଲା !

ଭୁବନେଶ୍ବର: ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଆହାର ଯୋଜନା ବି ଜାରି ରହିଛି। ଉଭୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ସଫଳତା ଦେଇଛି। ଏହାକୁ କାଉଣ୍ଟର କରିବା ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଏବେ ରାଜଧାନୀର ରାଜନୈତିକ…
Read More...

ଲକ୍ଷ ଲକ୍ଷ କିଲୋମିଟର ଡେଇଁ ଓଡ଼ିଶା ଆସିଲେ

ଏଥର ଚିଲିକାକୁ ଆସିଛନ୍ତି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରଜାତିର ପକ୍ଷୀଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଗଣତିରୁ ଜଣାପଡ଼ିଲା ଭୁବନେଶ୍ବର: ୬ଟି ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି ଚିଲିକା। କେବଳ ସେତିକି ନୁହେଁ, ଗତବର୍ଷ ଠାରୁ ଅଧିକ ପକ୍ଷୀ ବି ଆସିଛନ୍ତି। ଚିଲିକା…
Read More...

ନୂଆବର୍ଷରେ ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବୀକୃତି

ଓଡ଼ିଶାର ରତ୍ନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀମ୍ୟାନେଜର ବୋଲି ସଙ୍କେତ ଦେଇ ପରୋକ୍ଷରେ ମର୍ଯ୍ୟାଦା ବଢ଼ାଇଲେ ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ରାଜନୀତି ପାଇଁ ଏକ…
Read More...

ମୁହାଁମୁହିଁ ଆଡ଼କୁ ବିଜେଡି-ବିଜେପି

ଭୁବନେଶ୍ବର: ୨୦୧୬ ମସିହାରେ ଏମିତି ହୋଇଥିଲା। ପ୍ରଥମେ ବିଜେଡି-ବିଜେପି ମଧ୍ୟରେ କଥା କଟାକଟି। ତା' ପରେ ବିକ୍ଷୋଭ। ରାଜନୈତିକ ସମାବେଶ। ପରସ୍ପର ଭିତରେ ଛକାପଞ୍ଝା। ଆଉ ଶେଷରେ ନିର୍ବାଚନୀ ଯୁଦ୍ଧରେ ଉଭୟଙ୍କ ମଧ୍ୟରେ ବଳ କଷାକଷି ହୋଇଥିଲା। ଠିକ୍ ଚାରିବର୍ଷ ପରେ ଏବେ ପୁଣି ଥରେ ସମାନ…
Read More...

ନୂଆ ଓଡ଼ିଶାର ଚିତ୍ର ଆଙ୍କିବେ ସୁରେଶ, ପ୍ରଦୀପ ଓ ଅସିତ

ଅସିତ ତ୍ରିପାଠୀ ପଶ୍ଟିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେନୂଆ ଅଧିକାରୀଙ୍କୁ ନେଇ ନୂଆବର୍ଷରୁ ନୂଆ ଓଡ଼ିଶା ଗଠନ ପ୍ରକ୍ରିୟା ଆରମ୍ଭ ଭୁବନେଶ୍ବର: ରାଜ୍ୟ ସରକାର ଆଜି ୧୯୮୬ ବ୍ୟାଚ୍ ବରିଷ୍ଠ ଆଇଏଏସ୍‌ ଅଫିସର ତଥା…
Read More...

ବିଜେଡି ଟିକେ ତରତର ହେଉଛି କି ?

ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ହଠାତ୍ ଓଡ଼ିଶାର ତିନି ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ବିଜେପି ଓ କଂଗ୍ରେସ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବା ଓ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବା ଘଟଣା ଅତ୍ୟନ୍ତ ସ୍ବାଭାବିକ ଅଟେ। ସେହିଭଳି ବିଜେଡି ବିରୋଧୀଙ୍କୁ ମୁକାବିଲା…
Read More...

ନୂଆବର୍ଷରୁ ବଦଳିବ ଓଡ଼ିଶା ରାଜନୀତି ପାଣିପାଗ

ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତିରେ କମ୍ପନଦଳୀୟ ଶିବିର ଚଳଚଞ୍ଚଳ; ରାଜ୍ୟ କାର୍ଯ୍ୟକାରିଣୀକୁ ରହିଛି ସମସ୍ତଙ୍କ ନଜରପ୍ରଭାବୀ ପ୍ରତିଜବାବ ଦେବା ଲାଗି ବିଜେପିର ପ୍ରସ୍ତୁତି ଆରମ୍ଭ, କେନ୍ଦ୍ର ଉପରେ ଚାପକଂଗ୍ରେସ ଶିବିର ବି ତତ୍ପର, ଜାନୁଆରିରେ ସାେନିଆ ଓଡ଼ିଶା ଗସ୍ତରେ…
Read More...

ବିରୋଧୀଙ୍କୁ ସୀମା ଦେଖାଇଲେ ନବୀନ

ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ମହାନଦୀ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ…
Read More...