Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ସାବଧାନ! ଏବେ ସବୁ ଅସନ୍ତୁଷ୍ଟିଆ ଏକାଠି ହେବେ
ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। କେନ୍ଦ୍ର ସରକାର ଆଖିବୁଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ପ୍ରଶଂସା କରିବାରେ କାର୍ପଣ୍ୟ ଦେଖାଉନାହାନ୍ତି। କେନ୍ଦ୍ର ସହିତ ଉତ୍ତମ ସାମଞ୍ଜସ୍ୟ ରଖି ଶାସନରେ ଗୋଟିଚାଳନା କରୁଛନ୍ତି ରାଜ୍ୟ ସରକାର।!-->!-->!-->…
Read More...
Read More...
ସବୁଠି ଚର୍ଚ୍ଚା, କରୋନା ମୁକାବିଲାରେ ନବୀନ ଆଗରେ
ସବୁଠି ପ୍ରଶଂସା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାତାମିଲନାଡୁ ପତ୍ରିକାର ଉପରେ ନବୀନଙ୍କ ଛବି
ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଲାଗି ଖୋରାକ ଯୋଗାଇଛି। ଦେଶ ଲକ୍ ଡାଉନ ବଢାଇବ କି ନାହିଁ,!-->!-->!-->…
Read More...
Read More...
୧୧ ତାରିଖ ଉପରେ ଦେଶର ନଜର
ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ
ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା!-->!-->!-->…
Read More...
Read More...
ଧର୍ମେନ୍ଦ୍ରଙ୍କ ଗୋଟିଏ ଟ୍ବିଟ୍ …
ଭୁବନେଶ୍ବର: ମଙ୍ଗଳବାର ରାତିରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ତାଙ୍କର ପତ୍ନୀ ମୃଦଳା ପ୍ରଧାନ ଓ ଝିଅ ନୈମିଷା ମାସ୍କ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ମନ୍ତ୍ରୀ ତାଙ୍କର ଟ୍ବିଟ୍ ଯୋଗେ ଭଦ୍ରକର ଜଣେ ମହିଳାଙ୍କ!-->!-->!-->…
Read More...
Read More...
ବିଜେଡିକୁ ଦାୟିତ୍ବ ଦେଲେ ନବୀନ
ଭୁବନେଶ୍ବର: କଂଗ୍ରେସ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି।ବିଜେପି ରାଜ୍ୟ ସଭାପତି ମଧ୍ୟ ଆହ୍ବାନ ଦେଇସାରିଥିଲେ। ଶେଷରେ ବିଜେଡି ଏବେ ସାମ୍ନାକୁ ଆସିଛି। ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ!-->!-->!-->…
Read More...
Read More...
ମହିଳା ଏବଂ ପୁଲିସ: ସେବେ ବିଜୁ, ଏବେ ନବୀନ…
କରୋନା ମୁକାବିଲା ନେଇ ସୁଜାତା କାର୍ତିକେୟନ୍ ପ୍ରୟୋଗ କଲେ ଅମୋଘ ଅସ୍ତ୍ର୧୦୦ ପ୍ରତିଶତ ଲକ୍ ଡାଉନ ସଫଳ ପାଇଁ ମାଆମାନଙ୍କୁ ଦାୟିତ୍ବ ନେବାକୁ ପରାମର୍ଶ
ଭୁବନେଶ୍ବର: ଏକଦା ବିଜୁ ବାବୁ ମହିଳାମାନଙ୍କୁ ପୁଲିସ କ୍ଷମତା ଦେବା କଥା କହିଥିଲେ। ନିଶା ବିରୋଧରେ ବିଜୁ ବାବୁଙ୍କ ଏଭଳି!-->!-->!-->!-->!-->…
Read More...
Read More...
ମହାପ୍ରଭୁଙ୍କ ପାଇଁ ବିଜୁ ବାବୁ ଯେବେ ଅଣ୍ଟା ଭିଡିଥିଲେ
ଭୁବନେଶ୍ବର: ସେଦିନ ଥିଲା ୧୯୯୨ ମସିହା ଅଗଷ୍ଟ ୧୩ ତାରିଖ। ଶ୍ରୀମନ୍ଦିର ଗର୍ଭଗୃହର କାନୁସରୁ ପ୍ରାୟ ଏକ ଟନ୍ ଓଜନ ବିଶିଷ୍ଟ ଦୁଇଖଣ୍ଡ ପଥର ରତ୍ନ ସିଂହାସନ ସାମ୍ନା ତଳ ପୋଖରିଆରେ ଖସି ପଡିଲା। କଥା ସାଙ୍ଗେ ସାଙ୍ଗେ ରାଷ୍ଟ୍ର ହୋଇଗଲା ଓ ସମଗ୍ର ଓଡ଼ିଶାରେ ଆଲୋଡନ ସୃଷ୍ଟି ହୋଇଗଲା।!-->!-->!-->…
Read More...
Read More...
ମୋଦୀ କହିଲେ ଏପ୍ରିଲ ୫ ତାରିଖ ରାତି ୯ଟାରେ ଏମିତି କର
ମୋର ପ୍ରିୟ ଦେଶବାସୀଗଣ,
ବୈଶ୍ୱିକ ମହାମାରୀ କରୋନା ବିରୋଧରେ ପାଳନ କରାଯାଉଥିବା ଦେଶବ୍ୟାପୀ ଲକ୍ ଡାଉନର ଆଜି ନବମ ଦିନ । ଏହି ଲକ୍ ଡାଉନ୍ ପାଳନ ବେଳେ ଆପଣମାନେ ଯେଉଁଭଳି ଶୃଙ୍ଖଳା ଓ ସେବାର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ, ଏବଂ ତାହା ଉପରୋକ୍ତ ଉଭୟ!-->!-->!-->…
Read More...
Read More...
ମୋର୍ଚ୍ଚା ସମ୍ଭାଳିଛନ୍ତି ଅସିତ୍-ପାଣ୍ଡିଆନ୍ ଟିମ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇଏଏସ୍ ଅଫିସରମାନଙ୍କର କ୍ଷମତା ବୃଦ୍ଧି ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି। କେତେବେଳେ ବେଣୁ ମିଶ୍ର ତ ଆଉ କେବେ ଯୁଗଳ ମହାପାତ୍ର। କେବେ ବିଜୟ ପଟ୍ଟନାୟକ, କେବେ ଆଦିତ୍ୟ ପାଢୀ। ମନ୍ତ୍ରୀଙ୍କ!-->!-->!-->…
Read More...
Read More...
୧୩ ଦିନରେ ଅଟକିଲା ବିଧାନସଭା ବଜେଟ୍ ଅଧିବେଶନ
ଲୋକସେବା ଭବନ ସମ୍ମେଳନ କକ୍ଷରେ ବସିଲା ଅଧିବେଶନ୨୦୨୦-୨୧ ଆର୍ଥିକ ବର୍ଷଲାଗି ଖର୍ଚ୍ଚ ଦାବି ପାରିତ ହେଲାଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତଅନିର୍ଦିଷ୍ଟ କାଳ ପାଇଁ ପ୍ରସ୍ତାବ ଆଣିଲେ ମୁଖ୍ୟ ସଚେତକ, ହଁ ମାରିଲା ଗୃହଓଡ଼ିଶା ଇତିହାସରେ କରୋନା ଯୋଡିଲା!-->…
Read More...
Read More...