ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ଓଡିଶା ନକ୍ସା ଏବଂ ଆନ୍ଧ୍ର-କେନ୍ଦ୍ର ସଂପର୍କ

ଧୀରେ ଧୀରେ ବିଗିଡିବାରେ ଲାଗିଛି ଜଗନ୍‌-ମୋଦୀ ସଂପର୍କଓଡ଼ିଶା ଭଳି ଆନ୍ଧ୍ର ସରକାର ବି ସବୁଥିରେ କେନ୍ଦ୍ରକୁ ସମର୍ଥନ କରୁଥିଲେପୋଲାଭରମ୍ ପ୍ରକଳ୍ପରେ ଧକ୍‌କା ଲାଗିଲା, ସ୍ପେସାଲ ରାଜ୍ୟ ଷ୍ଟାଟସରେ ବିଓଡ଼ିଶା ଭଳି ମନ୍ଦିର ପ୍ରସଙ୍ଗ ଧରି ବିଜେପି ଘେରିଲାଣି ଜଗନ ସରକାରଙ୍କୁପୂର୍ବରୁ…
Read More...

ବିହାର: ସାମାଜିକ ନ୍ୟାୟ ରାଜନୀତିର ପୂର୍ଣ୍ଣଛେଦ!

ନୂଆଦିଲ୍ଲୀ: ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ପ୍ରଭାବିତ ହୋଇ ସାମାଜିକ ନ୍ୟାୟ ଭିତ୍ତିକ ରାଜନୀତିକୁ ଓହ୍ଲାଇଥିବା ନେତାମାନଙ୍କ ଯୁଗ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଦୀର୍ଘ ତିନି ଦଶନ୍ଧି ପରେ ବିହାର ରାଜନୀତିରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି, ତାହା ହେଲା, ଲାଲୁ ପ୍ରସାଦ ଯାଦବ;…
Read More...

ବିଜେଡି ପାଇଁ କିଏ ବିପଦ? ବିଜେପି ନା ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ବଢ଼ିବ ନା ଛିଡ଼ିବ? ବିଜେପି ରାଜ୍ୟ ସରକାରଙ୍କ ପାଇଁ ବିପଦ ହେବ କି? ବିଜେଡି ରାସ୍ତା ରୋକିବା କ୍ଷମତା କାହାର ଅଛି? ବିଜେଡି ବା କଂଗ୍ରେସ ଦଳର ଅସନ୍ତୁଷ୍ଟଙ୍କ ପାଇଁ କିଛି ବିକଳ୍ପ ଅଛି କି? ଏମିତି ଅନେକ ପ୍ରଶ୍ନ ଉପରେ ଏବେ ରାଜ୍ୟ ରାଜନୀତିରେ ବିତର୍କ…
Read More...

ବଡ଼ ସୁଯୋଗଟେ ହାତଛଡ଼ା କରିଦେଲା କି ବିଜେପି!

ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ ଉଭୟ ବାଲେଶ୍ବର ସଦର ଓ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ବାଲେଶ୍ବର ଆସନଟି ବିଜେପି ହାତରେ ଥିଲା। ଏଣୁ ବିଜେପି ସେ ଆସନରେ ପ୍ରତିପକ୍ଷ ବିଜେଡିକୁ ଟକ୍କର ଦେଉଛି। ସେହିଭଳି ତିର୍ତ୍ତୋଲ ଆସନରେ ଗତ ନିର୍ବାଚନରେ ବିଜେଡି ଏକ…
Read More...

ପ୍ରଥମ ପର୍ଯ୍ୟାୟ ମତଦାନରୁ ଭିନ୍ନ ସଙ୍କେତ

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି୭୧ଟି ବିଧାନସଭା ଆସନରେ ଚାଲିଛି ମତଦାନ ପାଟନା: କରୋନା ମହାମାରୀ ମଧ୍ୟରେ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନ୍‌ରେ ସିଲ୍ ହେବ। ୭୧ ବିଧାନସଭା ଆସନ ପାଇଁ…
Read More...

ଓଡ଼ିଶା ବନାମ ବିହାର ନିର୍ବାଚନ: ୧୦ଟି କଥା

ନୂଆଦିଲ୍ଲୀ/ ଭୁବନେଶ୍ବର: ବିହାର ନିର୍ବାଚନ ଭାରତ ରାଜନୀତିରେ ଏକ ନୂଆ ଦିଗ ଉନ୍ମୋଚନ କରିଛି। ଉଭୟ ବିଜେପି ଓ ଜେଡିୟୁ ନିର୍ବାଚନରେ ବାଜିମାତ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଖେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ…
Read More...

ବଦଳିବ ନବୀନ ସରକାର ଚେହେରା

କରୋନା ପରବର୍ତୀ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତନାଘନା ଜାରିଉପନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ହେବ ବଡ଼ ପରିବର୍ତ୍ତନପ୍ରଶାସନିକ ନବକଳେବର ପାଇଁ ବି ଖସଡ଼ା ପ୍ରସ୍ତୁତି ଚାଲିଛିପୂଜାରେ ବ୍ୟସ୍ତ ଓଡ଼ିଶା, ନବୀନନିବାସରେ କିନ୍ତୁ ଚାଲିଛି କସରତଅସିତ ନ ହେଲେ ସୁବ୍ରତଙ୍କୁ ପଶ୍ଚିମ…
Read More...

କେନ୍ଦ୍ରକୁ କୃଷି ଝଟ୍‌କା; ଆଗରେ ପଞ୍ଜାବ, ଓଡ଼ିଶା କଣ କରିବ?

ନିଜସ୍ବ କୃଷି ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କଲାକେନ୍ଦ୍ର ଆଇନ ବିରୋଧରେ ସଂକଳ୍ପ ପାରିିତ କଲେ ସରକାରଏମ୍‌ଏସପିକୁ ନିଶ୍ଚିତ କରାଗଲା, କମରେ କିଣିଲେ ୩ବର୍ଷଜେଲ୍କେବଳ ଧାନ ଓ ଗହମ କ୍ଷେତ୍ରରେ ଲାଗୁ ହେବ, ଅନ୍ୟ ୨୧ଟିରେ ନୁହେଁ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ…
Read More...