ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ବିଜେପି ଓ ଧର୍ମେନ୍ଦ୍ରଙ୍କ ପାଇଁ ଅଗ୍ନୀପରୀକ୍ଷା

ଟିକେଟ୍ ବଣ୍ଟନରେ ଧର୍ମେନ୍ଦ୍ରଙ୍କ ପତିଆରା ରହିଲାନିର୍ବାଚନ ପୂର୍ବରୁ ରାଜନୈତିକ ଧକ୍‌କା ଖାଇଲେ ପ୍ରତାପନିର୍ବାଚନରେ ପୂର୍ଣ୍ଣ ସକ୍ରିୟତା ନ ଦେଖାଇଲେ ଆଗକୁ ମହଙ୍ଗା ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଏବେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିତୋଳିଛି।…
Read More...

ବିଜେଡି ପ୍ରାର୍ଥୀ ଚୂଡାନ୍ତ, ଯେ କୌଣସି ମୁହୂର୍ତ୍ତରେ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉଭୟ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି। ଯେ କୌଣସି ମୁହୂର୍ତ୍ତରେ ବିଜେଡି ମୁଖିଆ ଏହି ତାଲିକା ଉପରେ ମୋହର…
Read More...

ତିନି ଘଣ୍ଟା ଧରି ରୁଦ୍ଧ ଦ୍ବାରରେ କି ଆଲୋଚନା ହେଲା?

ଚେଲ୍ଲାକୁମାରଙ୍କ ପ୍ରଥମ ଗସ୍ତରେ କଂଗ୍ରେସ ଶିବିରରେ କମ୍ପନଉପନିର୍ବାଚନ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନାକାହିଁକି ଦଳ ବିପର୍ଯ୍ୟୟ ସାମ୍ନା କରୁଛି, କିଏ ଦୋଷୀ ସେ ତଥ୍ୟ ନେଲେ ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କ ଗସ୍ତ ଏବେ ରାଜ୍ୟ କଂଗ୍ରେସ ଶିବିରକୁ…
Read More...

ଅପରେସନ୍ ମମତା ରଣନୀତି ଚୂଡ଼ାନ୍ତ

ନିଜେ ଶାହ ନେବେ ନେତୃତ୍ବ, ଦୁର୍ଗାପୂଜା ପୂର୍ବରୁ ବିଗୁଲ୍ ବାଜିବନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ୪ଘଣ୍ଟା ଧରି ରୁଦ୍ଧ ବୈଠକକଂଗ୍ରେସ-ବାମପନ୍ଥୀ ହାତ ମିଳାଇବେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବିଜେପି…
Read More...

ନୀତିଶଙ୍କ ଠାରୁ ଦୂରେଇଲେ ପାଶଓ୍ବାନ

ବିହାରରେ ଏନଡିଏ ମେଣ୍ଟରେ କେଁ ପଶିଲାଚିରାଗ କହିଲେ, କେନ୍ଦ୍ର ସଂପର୍କ ଅତୁଟ ରହିବବିଜେପି ବିରୋଧରେ ପ୍ରାର୍ଥୀ ଦେବନି ଏଲ୍‌ଜିପି ପାଟନା: ଲୋକ ଜନଶକ୍ତି ପାର୍ଟି ଏହାର ସଂସଦୀୟ ବୋର୍ଡର ଏକ ବୈଠକରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ…
Read More...

ତିର୍ତ୍ତୋଲ ଟିମ୍ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।। ରଘନାଥପୁର ବ୍ଲକ ନିମନ୍ତେ ଗୁରୁପଦ ନନ୍ଦ ଓ…
Read More...

ଚାପରେ ପ୍ରତାପ; ମନ୍ତ୍ରୀ ପଦକୁ ବିପଦ!

ଭୁବନେଶ୍ବର: ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ଏବେ ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ଆସନଟି ବିଜେପି ହାତରେ ଥିବା ଦୃଷ୍ଟିରୁ ଦଳ ଯଦି ଏଠାରେ ନ ଜିତେ, ତେବେ ଆଗାମୀ ଓଡ଼ିଶା ଦଖଲ ଯୋଜନା ବାଧାପ୍ରାପ୍ତ ହେବ। ଏଣୁ…
Read More...

୫ରାଜ୍ୟ ଉପରେ ନଡ୍ଡାଙ୍କ ଆଖି

୨୦୨୪ ସୁଦ୍ଧା ବିଜେପିକୁ ସଶକ୍ତ ପାଇଁ ନକ୍ସା ପ୍ରସ୍ତୁତବହୁ ନେତା ଆଗକୁ ଆସିବେ, ପ୍ରଭାବ ନଥିଲେ ବିଦାସାଢେ ତିନିବର୍ଷ ସମୟ ଭିତରେ ବହୁ ପରିବର୍ତ୍ତନ ହେବ ନୂଆଦିଲ୍ଲୀ: ଦାୟିତ୍ବ ନେବାର ୮ମାସ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଟିମ୍ ଗଠନ ପଛର ରହସ୍ୟ ଉପରେ ଜାତୀୟ…
Read More...

ମହିଳା ଶାଖାକୁ ଅଣଦେଖା କାହିଁକି?

୨୦ବର୍ଷ ବିିତିଗଲା, ଅଥଚ ବିଜେଡି ମହିଳା ଚେହେରା ସୃଷ୍ଟି କରିବାରେ ବିଫଳଶିକ୍ଷିତ ମହିଳା ବିଜେଡିକୁ ମୁହଁ ମୋଡିଲେଣି, ସୋସିଆଲ ମିଡ଼ିଆରୁ ମିଳୁଛି ସଙ୍କେତମହିଳା ଭୋଟରଙ୍କ ଉପରେ ବିଜେପି ନଜର, ବଡ଼ ଯୋଜନା ପାଇଁ କସରତ ଆରମ୍ଭ ଭୁବନେଶ୍ବର: ବିଜେଡି ପାଞ୍ଚ ପାଞ୍ଚ ଥର ନିର୍ବାଚନ…
Read More...

ଲାଭରେ ରହିବ ଅକାଳୀ!

ପଞ୍ଜାବରେ ଶକ୍ତି ବୃଦ୍ଧି ପାଇଁ ଅକାଳୀ ଦଳର ବଡ଼ ଚାଲ୍, କୃଷିକୁ ବଡ଼ ପ୍ରସଙ୍ଗ କରିବଆଞ୍ଚଳିକ ଦଳକୁ ଆୟୁଧ କରି ବିଜେପିର କ୍ଷମତା ବୃଦ୍ଧି ଚାଲ୍ ବି ପ୍ରଭାବିତ ହେଲାପୂର୍ବରୁ ବିଜେଡି, ଟିଡିପି, ଜେଡିୟୁ ପ୍ରମୁଖଙ୍କୁ ଧରି ବିଭିନ୍ନ ରାଜ୍ୟରେ ଶକ୍ତି ବଢାଇଛି ବିଜେପିବିଜେପି-ଅକାଳୀ ମେଣ୍ଟ…
Read More...