ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ନବୀନଙ୍କ ହିଞ୍ଜିଳିରେ ପାଣ୍ଡିଆନ୍

ତାରା ତାରିଣୀ ମନ୍ଦିର ବିକାଶ ପାଇଁ ଆଲୋଚନା କଲେହାଇସ୍କୁଲ ବୁଲି ଦେଖିଲେ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ବିକାଶ ଖସଡା ଇତିମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯାଏ ଲମ୍ବିଥିଲା। ଆଜି ୫ଟି ସଚିବ ଭି କାର୍ତିକେୟନ୍
Read More...

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ
Read More...

ଆନ୍ଧ୍ର ମୁହଁମୋଡିଲାଣି, ଓଡ଼ିଶା ଆଖେଇଛି

ଅସଲ ଖେଳ ଖେଳୁଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହଜଗନଙ୍କ କାନ୍ଧରେ ଲାଉ ହୋଇ ଟିଡିପିକୁ ରୋକୁଛନ୍ତିଓଡ଼ିଶାରେ ବିଳମ୍ବ କରି ବିଜେଡିକୁ ଅପଦସ୍ତ କରୁଛନ୍ତି ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଆଉ ବିଧାନ ପରିଷଦ ରଖିବାକୁ ଚାହୁଁନାହାନ୍ତି। ଏ ସଂକ୍ରାନ୍ତ ଏକ ବୈଧାନିକ
Read More...

ପରୀକ୍ଷା ହେବ, କାହାର କେତେ ଦମ୍

ପୁରୀର ରେକର୍ଡ ସମୟରେ ହେଲା ଜମି ଅଧିଗ୍ରହଣ, ନାଁ କମାଇଲେ ନବୀନନା ମହେଶ୍ବର ଅଛନ୍ତି ନା ସଂଜୟ, ବରଂ ଦୁଇଆସନ ବିଜେପି ହାତରେଏବେ ପ୍ରତାପ ଓ ଅଶୋକଙ୍କ ସମେତ ଭୁବନେଶ୍ବର-କଟକ ବାବୁ ଅଡୁଆରେ ଭୁବନେଶ୍ବର: ପୁରୀ ସଦର ଆସନ ହରାଇଛି ଶାସକ ବିଜେଡି ଦଳ । ପଡୋଶୀ ବ୍ରହ୍ମଗିରି ଆସନ ବି ବିଜେଡି
Read More...

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ
Read More...

ପାଣ୍ଡିଆନଙ୍କ ସଙ୍କେତରୁ କିଏ କଣ ବୁଝିଲେ?

ଲୋକ ପ୍ରତିନିଧିଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ପଢାଇଲେଅକଳରେ ସରକାରୀ ବାବୁ, ଗିଳିଲେ ଅଡୁଆ, କାଢିଲେ ବି ସମସ୍ୟା ଭୁବନେଶ୍ବର: ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି। ବିଧାୟକଙ୍କ କଥା ମନ୍ତ୍ରୀ ଶୁଣୁନାହାନ୍ତି। କେଉଁଠି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ
Read More...

ରାଜ, ଦେଓରଂଜନ, ମାଥି ଗେହ୍ଲାପୁଅ!

ବର୍ଷବର୍ଷ ଧରି ବଦଳି ସାମ୍ନା କରୁନାହାନ୍ତି ଏସବୁ ବାବୁଅବସର ପରେ ବି ଦୀପକଙ୍କର ବାରମ୍ବାର ବଢୁଛି କାର୍ଯ୍ୟ ଅବଧି ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ଯୁଗଳ କିଶୋର ମହାପାତ୍ର ୨୦୧୩ ମସିହା ଜୁନମାସରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ଶ୍ରୀ ମହାପାତ୍ରଙ୍କ ପରେ
Read More...

ଅକଳରେ ପକାଇଦେଲେଣି ପାଣ୍ଡିଆନ୍

ସବୁ ସରକାରରେ ଚର୍ଚ୍ଚାରେ ଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟସରକାର ଭାବମୂର୍ତି ପରିବର୍ତନ ପାଇଁ ଏଥର କିନ୍ତୁ ଆଗରେ ଭୁବନେଶ୍ବର: କାଳ କାଳ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶାସନରେ ନିଜର ସ୍ବତନ୍ତ୍ର ପ୍ରଭାବ ବିସ୍ତାର କରି ଆସିଛି। ବିଜୁ ବାବୁଙ୍କ ସମୟରେ ପ୍ୟାରୀମୋହନ
Read More...

କେବଳ ନବୀନ, ଏକା ନବୀନ… କାହିଁକି

ବିଜେପି ଗତବର୍ଷ ଗର୍ଜୁଥିଲା, ଏବେ ନିକଟରେସାଙ୍ଗ ହୋଇ ବସିବେ ନବୀନ-ଅମିତ ଶାହବିଜେଡି ନେତା ବି ବୁଝିପାରୁନାହାନ୍ତି ଓଡ଼ିଶା ଗଣିତକଂଗ୍ରେସ ଠାରୁ ଢେର୍ ଦୟନୀୟ ସ୍ଥିତିରେ ବିଜେପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏବେ ଜାତୀୟ ରାଜନୀତି ଚର୍ଚ୍ଚାର ଶୀର୍ଷ
Read More...

ରାଜ୍ୟସଭା ଗଣିତ ଛିଣ୍ଡିଗଲାଣି!

ନିର୍ବାଚନ ହେବାକୁ ଥିବା ସମସ୍ତ ୪ଟି ଆସନ ଲାଗି ବିଜେଡି ପ୍ରାର୍ଥୀ ଦେବଚାପକୌଶଳ ପ୍ରୟୋଗ କଲେ ବି ବିଜେପିକୁ ନିରାଶ କରିପାରନ୍ତି ନବୀନଚତୁର୍ଥ ଆସନ ଦିଲ୍ଲୀପ ରାୟଙ୍କ ନିକଟକୁ ଯିବା ସମ୍ଭାବନା ଅଧିକହାରିଥିବା କୌଣସି ନେତାଙ୍କୁ ମିଳିନପାରେ ରାଜ୍ଯସଭା ଟିକେଟ୍ମହିଳା, ଉତ୍ତର ଓଡ଼ିଶାର ନେତା,
Read More...