Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category
ରାଜନୀତି
ମନ୍ତ୍ରୀଙ୍କୁ ସମୟ ମିଳିଲା, ବିପଦ ବଢିଲା
କିଛି ଦିନ ସ୍ଥଗିତ ରହିଲା ମନ୍ତ୍ରିମଣ୍ଡଳ ଅଦଳବଦଳପ୍ଲାଜମା ପାଇଁ ଜିଲ୍ଲା ଗସ୍ତ ବି ଏକ ମାପଦଣ୍ଡ ହେବ
ଭୁବନେଶ୍ବର: ଆପାତତଃ ଯୋଜନା ସରିଥିଲା। କିଏ କିଏ ମନ୍ତ୍ରୀ ପଦରୁ ଯିବେ, ଆଉ କାହାକୁ ସାମିଲ କରାଯିବ, ସେ ନକ୍ସା ବି ପ୍ରସ୍ତୁତି ଚାଲିଥିଲା। ହେଲେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି!-->!-->!-->…
Read More...
Read More...
ଶକ୍ତି ଫେରିପାଇବ କଂଗ୍ରେସ, ବଳ ଦେଉଛି ବିଜେପି!
ଭୁବନେଶ୍ବର: କେନ୍ଦ୍ରରେ ଧୀରେ ଧୀରେ ବିଜେପି-କଂଗ୍ରେସ ମଧ୍ୟରେ ଶୀତଳଯୁଦ୍ଧ କ୍ରମଶଃ ଜୋର ଧରିଲାଣି। ସମ୍ଭବତଃ ଏମିତି ଦିନ ନ ଥିବ ,ଯେଉଁଦିନ କେନ୍ଦ୍ରୀୟ ବିଜେପି ନେତାମାନେ ଗାନ୍ଧୀ ପରିବାର ସଂପର୍କରେ ବିଷୋଦଗାର କରୁନଥିବେ। ୨୦୧୯ ନିର୍ବାଚନର ପ୍ରଥମ ୮ମାସ ପରେ ବିଜେପିର ଶୀର୍ଷ!-->!-->!-->…
Read More...
Read More...
ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧାକୁ ଫୋକସ୍
ଆସନ୍ତାକାଲିଠାରୁ ଭୁବନେଶ୍ବରର ସମ୍, କିମ୍ସ ଓ କଟକର ଅଶ୍ବିନୀ ହସ୍ପିଟାଲରେ ପ୍ଲାଜମା ଥେରାପି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ରୀେ କୋଭିଡ ରୋଗୀଙ୍କ ସୁବିଧା,!-->!-->!-->…
Read More...
Read More...
ପିଢି ପରିବର୍ତନରେ ବି ନବୀନ ଦେଶରେ ଆଗୁଆ
ସିନ୍ଧିଆଙ୍କ ପରେ ପାଇଲଟଙ୍କ ଗୋଟିଚାଳନା ନେଇ ଦେଶରେ କମ୍ପନକିଏ ବିଜେପିକୁ ଦୋଷ ଦେଉଛନ୍ତି, ଆଉ କାହା ଆଙ୍ଗୁଠି ଯୁବନେତାଙ୍କୁନୀତି, ଆଦର୍ଶର ଜଳାଞ୍ଜଳି କଥା କହି ଅସଲ ଗଣିତକୁ ଦୂରେଇ ହେବନିଯାହା ଇନ୍ଦିରା, ରାଜୀବ, ସୋନିଆ କଲେ, ରାହୁଲ ସେଥିରେ ବି ଫେଲ୍
ଭୁବନେଶ୍ବର: ପ୍ରଥମେ!-->!-->!-->!-->!-->…
Read More...
Read More...
ଅଗଷ୍ଟ ୧୫ ପୂର୍ବରୁ ସମ୍ପୂର୍ଣ୍ଣ ନବକଳେବର!
ବିଜେଡି ସଂଗଠନ ନୂଆ ରୂପ ନେବ, ବଛାଯିବେ ଯୁବ, ମହିଳା ଓ ଛାତ୍ର ମୁଖିଆମନ୍ତ୍ରିମଣ୍ଡଳରେ ନୂଆ ମୁହଁ ସାମିଲ ହୋଇପାରନ୍ତି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେପ୍ରଶାସନିକସ୍ତରରେ ବଡ଼ ପରିବର୍ତ୍ତନ, ଯୁବ ଅଧିକାରୀଙ୍କୁ ମିଳିପାରେ ବଡ଼ କ୍ଷମତାପୁଲିସ ପ୍ରଶାସନରେ ବି ବ୍ୟାପକ ପରିବର୍ତ୍ତନ!-->…
Read More...
Read More...
କଂଗ୍ରେସକୁ କେତେଦୂର ସାହାଯ୍ୟ କରିପାରିବେ ପ୍ରିୟଙ୍କା?
୨୦୨୨ ନିର୍ବାଚନ ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ସମ୍ଭାବନା ରଖେଆଞ୍ଚଳିକଦଳମାନଙ୍କର ଭାଗ୍ୟ ନିର୍ଣ୍ଣୟ ବି ଉତ୍ତରପ୍ରଦେଶ ରାଜନୀତିରୁ ହେବ
ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ କଂଗ୍ରେସ ବଢ଼ିବ ନ ଛିଡ଼ିବ? କଂଗ୍ରେସ ପାଇଁ କିଏ ତ୍ରାଣକର୍ତ୍ତା ଭାବେ ଉଭା ହେବେ ? ଯୁବନେତାମାନେ କଂଗ୍ରେସରୁ!-->!-->!-->…
Read More...
Read More...
ଉତ୍ତରପ୍ରଦେଶ ଜଣାଇବ, କଂଗ୍ରେସ ଆଗକୁ ବଢ଼ିବ କି ଛିଡ଼ିବ
୨୦୨୨ ନିର୍ବାଚନକୁ ଲକ୍ଷ୍ୟ ରଖି ଉତ୍ତରପ୍ରଦେଶକୁ ଓହ୍ଲାଉଛନ୍ତି ପ୍ରିୟଙ୍କାଦଳ ଏକାକୀ ଯିବାକୁ ଯୋଜନା କରି ରଣନୀତି ପ୍ରସ୍ତୁତ କରିଛିଉତ୍ତରପ୍ରଦେଶରେ ସଫଳତା ମିଳିଲେ, ଆଗକୁ ବଢ଼ିପାରେ କଂଗ୍ରେସଗତ ୨୦ବର୍ଷ ଭିତରେ କଂଗ୍ରେସର ସବୁଠାରୁ ବଡ଼ ନିଷ୍ପତ୍ତି କୁହାଯାଇପାରେ
ନୂଆଦିଲ୍ଲୀ:!-->!-->!-->…
Read More...
Read More...
ସେନାଙ୍କୁ ସାହସ ଦେଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଲଦାଖରେ ନିୟୋଜିତ ତଥା ଭାରତର ସୀମା ରକ୍ଷା କରୁଥିବା ଭାରତୀୟ ସେନାର ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଜୁନ୍ ୧୫ରେ ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ମୁହାଁମୁହିଁରେ ସହିଦଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
Read More...
Read More...
କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ?
ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶାର ପ୍ରମୁଖ ତିନି ରାଜନୈତିକ ଦଳରେ ଘୁଣ ଲାଗିଯାଇଛି। ରାଜନୈତିକ କାର୍ଯ୍ୟକ୍ରମ ତ ଦୂରର କଥା ଗଣମାଧ୍ୟମ ସାମ୍ନାରେ ବୟାନବାଜି ଛଡ଼ା ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କୌଣସି ଠୋସ୍ ନିଷ୍ପତ୍ତି ନେବା ଲାଗି ଆଗ୍ରହୀ ନାହାନ୍ତି ବିଜେଡି, ବିଜେପି ଓ!-->…
Read More...
Read More...
ଦଳବଦଳ ଲାଭ ନା କ୍ଷତି?
ଭୁବନେଶ୍ବର: ଯଦି ବିଜେଡିରେ କିଛି ଇଚ୍ଛା ପୂରଣ ନ ହେଉଛି, ତେବେ ବିଜେପି ଚାଲ। ଯଦି ବିଜେପି ଟିକେଟ୍ ନ ଦେଲା, ତେବେ ବିଜେଡି ଦେବ କି? କଂଗ୍ରେସରେ ଜିତିବାର ସୁଯୋଗ ନାହିଁ, ବିଜେପି କିମ୍ବା ବିଜେଡି ଗଲେ ଜିତିହେବ, ଏଣୁ ସେଠି ଯୋଗଦିଅ।
ଗତ କିଛି ବର୍ଷ ଧରି ରାଜ୍ୟରେ ବିଭିନ୍ନ!-->!-->!-->…
Read More...
Read More...