ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ବିଜେଡ଼ି-ବିଜେପି ଚାଷୀ ଓ ଶ୍ରମିକ ବିରୋଧୀ

ଓଡ଼ିଶା ଆସି ଚାଷୀ ବିଲ୍‌କୁ ବିରୋଧ କଲେ ଦିଗ୍‌ବିଜୟ ସିଂହକଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲେ ନେତା ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍‌କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହକୁ…
Read More...

ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର

ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବରପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି।…
Read More...

ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ

ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍‌ଭାଲ୍ ହେବବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ…
Read More...

ଡିଆରଡିଓ ପକ୍ଷରୁ ଅଭ୍ୟାସ ବିମାନର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ…
Read More...

ବିଜେଡିକୁ ଏ କି ରୋଗ ହୋଇଛି?

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହେଉନାହିଁ। ନୂଆଦିଲ୍ଲୀରୁ ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଲେ ବିଜେପି ସାଂସଦ ସୁରେଶ ପୂଜାରୀ। ଏହାର ଦୀର୍ଘ ସମୟ ପରେ ରାଜ୍ୟ ସରକାରଙ୍କ ପରିବର୍ତେ ବିଜେଡି ପକ୍ଷରୁ ଲେନିନ୍ ମହାନ୍ତି ପ୍ରତିଜବାବ ଦେଲେ। ସ୍ବାସ୍ଥ୍ୟମନ୍ତ୍ରୀ କୁଆଡେ ଗଲେ?…
Read More...

ଗମ୍ଭୀର ହେଉଛି ରାଜନୀତି: ବଡ଼ ଝଟ୍‌କା ଦେଲା ବିଜେଡି

ଭୁବନେଶ୍ବର: ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢଉ କରିବାର ୪୮ ଘଣ୍ଟା ପୂରିନି, ଆଜି ଜାତୀୟ ରାଜନୀତିରେ ଏହାର ବଡ଼ ଝଟ୍‌କା ଦେଖିବାକୁ ମିଳିଛି। ରାଜ୍ୟସଭାରେ କୃଷି ବିଲ୍‌କୁ ବିଜେଡି କଡ଼ା ବିରୋଧ କରିଛି। ସାଂସଦ ଅମର ପଟ୍ଟନାୟକ ଆଜି କହିଛନ୍ତି ଯେ ଏହା ଦ୍ବାରା…
Read More...

ଓଡ଼ିଶା ପାଇଁ ପ୍ରଶଂସା ଆଣିଲେ ସସ୍ମିତ୍

୨୦ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ଆଜି ଆଉ ଏକ ଉଲ୍ଲେଖନୀୟ ଦିଗ ହୋଇରହିବ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ମହାମାରୀ ରୋଗ (ସଂଶୋଧନ)…
Read More...

ତିର୍ତ୍ତୋଲ ଉପରେ ବିଜେପି ଆଖି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଆସନ ଜିତିବା ଗୁରୁତ୍ବପୂର୍ଣ୍ଣଶାରଦା ପ୍ରଧାନଙ୍କୁ ଲଗାଇ ଗୋଟିଚାଳ​ନା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ରକଂଗ୍ରେସ ଛାଡ଼ିଲେ ରାଜକିଶୋର, ବିଜେପି ପ୍ରାର୍ଥୀ କରିବା ସମ୍ଭାବନାବିଜେଡି ଓ କଂଗ୍ରେସରେ ବିଭାଜନ ଲାଗି ସମରସଜ୍ଜା ହୋଇଛି …
Read More...

୨୪ ଘଣ୍ଟାରେ ରାଜନୀତି ପଲଟିଲା

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେଇଥିଲା ବିଜେଡିଓଡ଼ିଆ ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ କଲେ ଧର୍ମେନ୍ଦ୍ର, ନିଶଙ୍କଙ୍କୁ ଚିଠି ଲେଖିଲେ ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନର ୨୪ ଘଣ୍ଟା ବିତିନି, କେନ୍ଦ୍ର…
Read More...

ମୌସୁମୀ ଅଧିବେଶନ ୮ ଦିନ

ଭୁବନେଶ୍ବର: ନା ପ୍ରଶ୍ନକାଳ ରହିବ ନା ଶୂନ୍ୟକାଳ। ଗାନ୍ଧୀଜୟନ୍ତୀକୁ ଛାଡିଦେଲେ ଆଉ କୌଣସି କାର୍ଯ୍ୟଦିବସରେ ବନ୍ଦ ରହିବ ନାହିଁ ବିଧାନସଭା।ଏମିତି ଭାବେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟପାଳ ସମନ ଜାରି…
Read More...